Daily Archives

ଯୋଗମାୟା ପୀଠରେ ଉନ୍ମୋଚିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରାର ଲୋଗୋ

କେସିଙ୍ଗା, (ପ୍ରୀତେଶ ପଟେଲ) : ୨୭ତମ କଳାହାଣ୍ଡି ଉତ୍ସବ ପାଳନ ପାଇଁ ମଙ୍ଗଳବାର କେସିଙ୍ଗା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା' ଯୋଗମାୟା ପୀଠରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବର ଉଦ୍‌ଘାଟନୀ ଉତ୍ସବ ଓ ଉତ୍ସବର ପ୍ରତୀକ (ଲୋଗୋ) ଉନ୍ମୋଚନ ହୋଇଯାଇଛି
Read More...

ଉଦ୍‌ଘାଟିତ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ୯ତମ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଗାଡ ଫୁଟ୍‌ବଲ ଖେଳ ପଡ଼ିଆରେ ଉଦ୍‌ଘାଟିତ ଏହି ପ୍ରତିଯୋଗିତା ସର୍ବମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ପ୍ରତିଯୋଗିତାର ଫାଇନାଲ ଖେଳ ୩୧
Read More...

ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ‘ସଂକଳ୍ପ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପୁଇଁତଳା, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ହାଇସ୍କୁଲ ଠାରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 'ସଂକଳ୍ପ' ଉଦ୍‌ଯାପିତ ହୋଇଯାଇଛି । ଭାଲେର
Read More...

ଏନ୍‌ସିଆର୍‌ବିରେ ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ…

ସିସିଟିଏନ୍‌ଏସ୍‌ ୨.୦, ଏନ୍‌ଏଏପଆଇଏସ୍‌, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସର ଆଇସିଜେଏସ ସହ ମିଶ୍ରଣର ସମୀକ୍ଷା ବୈଠକଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁରୁତ୍ୱାରୋପତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ
Read More...