Daily Archives

ବ୍ରାହ୍ମଣୀ ଗ୍ରାମର ଦେବାନନ୍ଦ ଖମାରୀଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଦେବାନନ୍ଦ ଖମାରୀଙ୍କ ଗତ ତା ୨୧/୧୨/୨୦୨୪ରିଖ ଶନିବାର ଦିନ ସକାଳ ୮ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ
Read More...

ବାଗ୍ମୀ ବିଶ୍ୱନାଥ କର ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ

• ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଆ ସାହିତ୍ୟକୁ ଉଜ୍ଜ୍ୱଳ କରିବାରେ ବାଗ୍ମୀ ବିଶ୍ୱନାଥ କର ଆପ୍ରାଣ ଉଦ୍ୟମ କରିଥିଲେ• ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ
Read More...

ଲୋଇସିଂହା ବ୍ଲକରେ ଶିଶୁ ସୁରକ୍ଷା ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ଆଇ.ସି.ଡି.ଏସ୍‌ ସଭାଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ବାରିକଙ୍କ ଅଧ୍ୟକ୍ଷତାରେ ସଚେତନତା
Read More...

କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

• ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ- ଧର୍ମେନ୍ଦ୍ର ପ୍ରଧାନ• ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ୧୦୦ ବ‌ର୍ଷ ଧରି ଅନେକ ଦକ୍ଷ ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରିଛି, ଯାହା ଏକ ବଡ ଉପଲବ୍ଧି• ନାକ୍ ଅଧିସ୍ୱୀକୃତି ପାଇଁ ଆବେଦନ କରିବା ପାଇଁ ପ୍ରତିଷ୍ଠାନର
Read More...

ଡିଜେଲ ଚୋରୀ ଅଭିଯୋଗରେ ୨ ଡ୍ରାଇଭର ଗିରଫ

ଆଗଲପୁର, (ବିମଳେନ୍ଦୁ ସାହୁ ) : ଆଗଲପୁର ବ୍ଲକରେ କେନାଲ ଖନନ କାର୍ଯ୍ୟରେ ନିୟୋଜିତ ଶ୍ରୀ ବାଲାଜୀ ଇଞ୍ଜିକମ୍ ଲିମିଟେଡର ୨ଜଣ ଟ୍ୟାଙ୍କର ଡ୍ରାଇଭରଙ୍କୁ ଡିଜେଲ ଚୋରୀ କରୁଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା
Read More...

ବିଦେଶୀ ଲୋକ ସଂସ୍କୃତି ଗବେଷକଙ୍କ ଡାଲଖାଇ ଡଙ୍ଗର ପରିଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ସ୍ଥିତ ଡାଲଖାଇ ଡଙ୍ଗରକୁ ବିଦେଶୀ ଲୋକ ସଂସ୍କୃତି ଗବେଷକ ପରିଦର୍ଶନ କରିଛନ୍ତି । ସୂଚନା ମୁତାବକ, ଲୋଇସିଂହା ଅଞ୍ଚଳର ବିଶିଷ୍ଟ ସଂସ୍କୃତି ନିର୍ଦ୍ଦେଶକ ସାଲେଗ୍ରାମ ହୋତା ଏହି ଡଙ୍ଗରକୁ ଆସି ଡାଲଖାଇ ଡଙ୍ଗର ଉପରେ
Read More...

ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ସୋମବାର ସକାଳେ କମିଟିର ସଭ୍ୟସଭ୍ୟାମାନେ ସ୍ଥାନୀୟ ଚଣ୍ଡିମନ୍ଦିରରୁ ଜ୍ୟୋତି ଓ ଆଜ୍ଞାମାଳ ଆଣି ମଞ୍ଚରେ ସ୍ଥାପନ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପଖ୍ୟରୁ ବଲାଙ୍ଗିରରେ ଜାତୀୟ ଖାଉଟି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପତିତପାବନ ଏକାଡେମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଶାଖା ପକ୍ଷରୁ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ବଲାଙ୍ଗିର ପ୍ରାୟୋଜକରେ ଆଜି ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି । ଗ୍ରାହକ ପଞ୍ଚାୟତ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ
Read More...

ଉଦ୍‌ଯାପିତ ହେଲା ବୁଢ଼ାଡଙ୍ଗର ଲୋକ ମହୋତ୍ସବ

କେସିଙ୍ଗା, (ପ୍ରୀତେଶ ପଟେଲ) : ସଂସ୍କୃତି ଓ ଲୋକକଳାର ଉତ୍ସବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ୨ ଦିନ ଧରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ପ୍ରଦର୍ଶନରେ ଝୁମିଥିଲେ ଅଞ୍ଚଳବାସୀ । ଦ୍ୱିତୀୟ ଦିନ ସକାଳ ୧୦
Read More...

ଭାଗବତତତ୍ୱ ଯୋଗାଶ୍ରମରେ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଭାଗବତତତ୍ଵ ଯୋଗାଶ୍ରମ ପରିସରରେ ନୁନିଆଁ ଜାମପାଲି ସ୍କୁଲ ତରଫରୁ ଆଜି ବୃକ୍ଷ ରୋପଣ କରାଯାଇଛି । ଏଥିରେ ଆଶ୍ରମ ପରିବାର ଧର୍ମଚାନ୍ଦ ପଧାନ ଏବଂ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ
Read More...