Daily Archives

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଭାପତି ପୃଥିରାଜ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାକାର୍ଯ୍ୟରେ ୮୦ ଜଣ ଭାଇ ଭଉଣୀମାନଙ୍କ ସ୍ୱାଗତ ସଂଗୀତ ଗାନ କରିଥିଲେ । ବରଗଡ଼ ସାଂସଦ ପ୍ରଦୀପ
Read More...

ବଙ୍ଗୋମୁଣ୍ଡାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଥିବା ଲୋୟର ଇନ୍ଦ୍ର ଜଳସେଚନ କେନାଲ ବିଭାଜନ ନଂ-୦୩ କାର୍ଯ୍ୟାଳୟ ବଙ୍ଗୋମୁଣ୍ଡା ପରିସରରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଜଗତର ନାଥ
Read More...

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲ ଖେଳ ପଡିଆଠାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଡିସେମ୍ବର ୨୦ ଓ ୨୧ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ
Read More...

ପାଣି ପଞ୍ଚାୟତ ପକ୍ଷ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖିଗୁଡା ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ଆନୁକୂଲ୍ୟରେ କଲମପୁର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଉପ ବିଭାଜନ ୨କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି । ଅଧିକ୍ଷଣ ଯନ୍ତ୍ରୀ ଇଂ ରାଜକୁମାର ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ଗଞ୍ଜେଇ ସହ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହେଲା ତୁଷୁରା ଅବକାରୀ ବିଭାଗ

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ତୁଷୁରା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ୨୭କେଜି ଗଞ୍ଜେଇ ଜବତ କରିବା ସହ ୪ଜଣକୁ ଗିରଫ କରିଛି । ପ୍ରଥମେ ଗୁଡଭେଲା ବ୍ଲକ କାଠଗାଁ ଛକଠାରେ ଚଢଉ କରି ଏକ ବାଇକରୁ ୧୫କେଜି ଗଞ୍ଜେଇ ଜବତ କରିଥିବା ବେଳେ ଏହି ଘଟଣାରେ ମୁରିବାହାଲ ଥାନା ଅନ୍ତର୍ଗତ
Read More...

ମାରଦା ମନ୍ଦିର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦ ଅନୀତାଙ୍କ ସ୍ମାରକପତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ ମଥୁରା ପଞ୍ଚାୟତ ମାରଦା ମନ୍ଦିର ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆସିକା ସାଂସଦ ଶ୍ରୀମତୀ ଅନୀତା ପ୍ରିୟଦର୍ଶିନୀ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ
Read More...

ରେଙ୍ଗାଲିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ବିରୋଧ କରାଯାଇଥିବା ଜଣାଯାଇଛି । ଶନିବାର ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମ ରାମଲୀଳା ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ମନ୍ତ୍ରୀ ଡ.
Read More...

ପିପିଲିରୁ ୪୦ ଲକ୍ଷର ବ୍ରାଉନ ସୁଗର ଜବତ : ୩ ଅଭିଯୁକ୍ତ କୋର୍ଟ ଚାଲାଣ

ପୁରୀ : ପୁରୀ ଜିଲ୍ଲା ପିପିଲିରୁ ରାଉଲକେଲାକୁ ଲମ୍ବିଛି ଧଳା ଜହରର କାରବାର । ପିପିଲିରୁ ଜବତ ହେଲା ୪୦ଲକ୍ଷ ଟଙ୍କାର ବ୍ରାଉନ ସୁଗର । ପୁରୀ ଅବକାରୀ ବିଭାଗ ମୋବାଇଲ ଟିମ ୩ ଜଣକୁ ଅଟକ ରଖିଥିବା ବେଳେ ଗୋଟିଏ କାର ଜବତ କରିଛି । ବାଲେଶ୍ୱରରୁ ଏହି ବ୍ରାଉନ ସୁଗର ଆସିଥିବା ବେଳେ ଅଟକଥିବା ୨
Read More...

ଭାରତୀୟ ରେଳବାଇ ଉତ୍କର୍ଷତାର ସହିତ ୬୯ତମ “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର- ୨୦୨୪” ପାଳନ କରିଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତୀୟ ରେଳବାଇ ୧୦୧ ଜଣ ଅତୁଳନୀୟ କର୍ମଚାରୀ ଏବଂ ଅଧିକାରୀଙ୍କୁ ୬୯ତମ "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪"ରେ ସମ୍ମାନିତ କରିଛି । ଏହି ପୁରସ୍କାର ଗୁଡ଼ିକ କେନ୍ଦ୍ର ରେଳ, ସୂଚନା
Read More...

ଭାରତରତ୍ନ ଚୌଧୁରୀ ଚରଣ ସିଂହ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ
ସଶକ୍ତ କୃଷକ ହିଁ ଶକ୍ତିଶାଳୀ ରାଷ୍ଟ୍ର ଗଠନ

• ଚୌଧୁରୀ ଚରଣ ସିଂହ ଚାଷୀଙ୍କ ଆର୍ଥିକ ସ୍ୱାଧୀନତା ଏବଂ ଆତ୍ମନିର୍ଭର ସଂସ୍କାରର ମୂଳଦୁଆ ସ୍ଥାପନ କରିବାର ବଟବୃକ୍ଷ ଥିଲେ• ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ସେ ଭୂମି ସଂସ୍କାରରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ହିନ୍ଦୀ ଭାଷାକୁ ପ୍ରାଥମିକତା ଦେଇଥିଲେ, ଯାହା ତାଙ୍କର ଦୃଢ଼ ରାଜନୈତିକ
Read More...