Daily Archives

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟ ସ୍ଥିର କରି ପାଠ ପଢନ୍ତୁ : ଉପଜିଲ୍ଲାପାଳମେଧାବୀ, ଆଦର୍ଶ, ବିଚାରବନ୍ତ ଓ ସଂସ୍କାରଯୁକ୍ତ ଛାତ୍ରଛାତ୍ରୀ ହୁଅନ୍ତୁ : ମୁଖ୍ୟବକ୍ତା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର
Read More...

ସମ୍ବିଧାନ ପ୍ରଣେତା ବାବାସାହେବଙ୍କ ପ୍ରତି କଟୁ ମନ୍ତବ୍ୟ ଦେବା ନେଇ ଅମିତ ଶାହାଙ୍କୁ ଘୋର ବିରୋଧ କରିଛି ଆପ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ. ବି. ଆର୍. ଆମ୍ବେଦକରଙ୍କ ପ୍ରତି ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲ୍ଲା ସଙ୍ଗଠନ ତରଫରୁ ତାଙ୍କର ଇସ୍ତଫା ଦାବୀ
Read More...

ରାୟଗଡାର ଗଣପର୍ବ ଚଇତି ପାଇଁ ତେଜଶ୍ରୀ ଓ ସୁପ୍ରିତଙ୍କ କଣ୍ଠରେ ତିଆରି ଗୀତର ଲକୋପ୍ରିୟ ବଢୁଛି

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡ଼ ଜି.ସି.ଡି ଖେଳ ପଡିଆ ଠାରେ ହେବାକୁ ଥିବା ରାୟଗଡ଼ ଜିଲ୍ଳାର ଲୋକ ମହୋତ୍ସବ ଚଇତି ୨୦୨୪ ମହା ଆଡ଼ମ୍ବରରେ ପାଳନ କରାଯିବ । ଡ଼ିସେମ୍ବର ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଏହି ଲୋକ ମହୋତ୍ସବ । ଏଥି ନିମନ୍ତେ ଉତ୍ସବ୍ ମୁଖର ହୋଇ
Read More...

ବଡବାଙ୍କି ପଂଚାୟତ ରଣାପଡାରୁ ସଗ୍ରିଆପଡା ରାସ୍ତାର ନୂତନ ପୋଲ ନିର୍ମାଣ ଅଧପନ୍ତରିଆ

୯ ଲକ୍ଷ ୩ ହଜାର ଟଙ୍କା ଆତ୍ମସାତ୍‌ ଅଭିଯୋଗ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓ ପ୍ରବଣ ଅଂଚଳ ବଡବାଙ୍କି ପଂଚାୟତ । ବଡବାଙ୍କି ପଂଚାୟତ ସଦର ଗ୍ରାମଠାରୁ ରଣାପଡାରୁ ସଗ୍ରିଆ ପଡା ରାସ୍ତାର ମଝିରେ ବହିଯାଇଛି ଡୁମେରମୁଣ୍ଡା ନାଳ । ବର୍ଷା
Read More...

ସ୍ୱର୍ଗତ ଲଲିତ ମୋହନ ପାଣୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପୁରେନା ଗ୍ରାମର ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ପିତା ସ୍ୱର୍ଗତ ଲଲିତ ମୋହନ ପାଣୀଙ୍କ ଶୁକ୍ରବାର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସ୍ୱର୍ଗତ ଶ୍ରୀ ପାଣୀଙ୍କ ଫଟୋ ଚିତ୍ରରେ
Read More...

ଓମଭେଲି ବିଦ୍ୟାଳୟରେ ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡ଼ା ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମଭେଲି ବିଦ୍ୟାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ମୁକ୍ତ ଆକାଶର ସୁରମ୍ୟ ସବୁଜିମା କ୍ରୀଡାଙ୍ଗନରେ ଅପୂର୍ବ ହର୍ଷୋଲ୍ଲାସରେ ଶୁଭାରମ୍ଭ ହୋଇଛି ବାର୍ଷିକ କ୍ରୀଡା ମହୋତ୍ସବ । ପ୍ରତିଯୋଗୀମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା
Read More...

ଛତ୍ରପୁର ଜୁନିୟର ମହିଳା ମହାବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜୁନିୟର ମହିଳା ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ନବବର୍ଷରେ ନୀଳାଦ୍ରିପୁରରେ ଜମିବ ସାଧୁସନ୍ଥଙ୍କ ଗହଳ ଚହଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମ ଯାହାକି ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ଏହି ଗ୍ରାମଟି ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା'ରାମଚଣ୍ଡୀ ଙ୍କ ପାଇଁ ଏହି ଗାଁ ପ୍ରସିଦ୍ଧ ଅଟେ । ନୂତନବର୍ଷ ୨୦୨୫ ପବିତ୍ର ମାଘ
Read More...

ତୁରେକେଲା କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା । ତୁରେକେଲା ଆଶ୍ରମ ବିଦ୍ୟାଳୟର କ୍ରୀଡ଼ା ଉତ୍ସବକୁ ସରପଞ୍ଚ ଜଳନ୍ଧର ମହାକୁଡ଼ ଉଦ୍‌ଘାଟନ କରିଥିଲେ ।
Read More...

ରାଉରକେଲା ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ତ୍ରିଦିବସୀୟ ବିଜନେସ୍ କନକ୍ଲେଭ ୨୦୨୪

ଉଦ୍‌ଘାଟନୀ ସମାରୋହରେ ଓଡିଶାର ଦୁଇ ମନ୍ତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ବିଜନେସ୍ କନକ୍ଲେଭ ୨୦୨୪, ରାଉରକେଲା ବିମାନ ବନ୍ଦର ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ବିଜନେସ୍
Read More...