Daily Archives

ଦେଓଗାଁ ହାଇସ୍କୁଲରେ ପାଣି ପଞ୍ଚାୟତ ପକ୍ଷ ପାଳନ

ପ୍ରତିଯୋଗୀତାରେ ଭାଗ ନେଲେ ୩ ବ୍ଲକର ୭୮ ଛାତ୍ରୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ଗୁରୁବାର ୧୧ଟା ସମୟରେ ବଲାଙ୍ଗିର ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଳ୍ଲାର ୩ଟି ବ୍ଲକ
Read More...

ଠିକାଦାରଙ୍କ ପାଇଁ କାମଧେନୁ ପାଲଟିଛି ସୋନଗଡ଼ ବ୍ରିଜ

ଖାଲଖମାରେ ଭରିଛି ପୋଲ, ସ୍ଥାୟୀ ମରାମତି ଦାବି ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ ବଲାଙ୍ଗିର ଠାରୁ ସଇଁନ୍ତଳା ଯିବା ରାସ୍ତାର ଦେଓଗାଁ ନିକଟରେ ଥିବା ସୋନଗଡ଼ ନଦୀର ବ୍ରିଜ ଉପରେ ଥିବା ପିଚୁ ରାସ୍ତାକୁ ନେଇ ଯାତ୍ରୀ ମହଳରେ ଅସନ୍ତୋଷ ଦେଖିବାକୁ
Read More...

ଅନୁଦାନ ଆସିଛି, ଖର୍ଚ୍ଚ ହୋଇ ନି : ବଢୁଛି ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷର ଦାବୀ ପରେ ବଣ ଜଙ୍ଗଲ ଘେରା ଦେଓଗାଁ ବ୍ଲକର ବନ୍ଧପଡ଼ା ହାଇସ୍କୁଲକୁ ୨୦୨୩/୨୪ ଶିକ୍ଷା ବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ୨୦୨୨/୨୩ ଶିକ୍ଷା ବର୍ଷରେ ୧୨୮ ଓ ୨୦୨୩/୨୪ ଶିକ୍ଷା ବର୍ଷରେ ୧୨୮ ମୋଟ ଦୁଇ ବର୍ଷରେ ୨୫୬
Read More...

ବାରପୁଡୁଗିଆ ନୂତନ ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ନୂତନ ଭାବେ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନିତ କରି ଉନ୍ନିତ ଉଚ୍ଚ ବିଦ୍ୟାଳୟକୁୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପରିଦର୍ଶନ କରି ବିଦ୍ୟାଳୟର ସୁବିଧା, ଅସୁବିଧା ବିଷୟ ଉପରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ
Read More...

ଗୌଡଗୋଠ ସୁଲିଆ ବୁଢା କଲେଜରେ ନିଶାମୁକ୍ତ ଭାରତ ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡ଼ଗୋଠ ସ୍ଥିତ ସୁଲିଆ ବୁଢ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଦିନ ୧୨ଟା ସମୟରେ ପିପୁଲସ୍ ଫୋରମ୍ ସହାୟତାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଇଓ ଅଜିତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ
Read More...

ମାହେଶ୍ୱରୀ ସଂଗଠନର ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଲୋଇସିଂହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଗାମୀ ୨୨.୧୨.୨୦୨୪ ରବିବାର ଦିନରେ ହେବାକୁ ଯାଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଶିବିରରେ ରାମକୃଷ୍ଣ କେୟାର ହସ୍ପିଟାଲର ହୃଦୟରୋଗ ବିଶେଷଜ୍ଞ,
Read More...

ମସ୍ତିଷ୍କ ବିକୃତି ରୋଗରେ ପୀଡିତ ଝିଅକୁ ପ୍ରାଥମିକ ସ୍ତରରେ ଗଞ୍ଜାମ ଜିଲ୍ଲାପାଳ ୧୦ ହଜାର ଟଙ୍କା ସହାୟତା ଦେଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ବାସିନ୍ଦା ପ୍ରିୟଙ୍କା ଗୌଡ଼ଙ୍କ ଝିଅ ଶ୍ରୀୟା ଦୀର୍ଘ ୧୦ ବର୍ଷ ହେବ ମସ୍ତିଷ୍କ ବିକୃତି ରୋଗରେ ପୀଡିତ ଅଛନ୍ତି । ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଏଣୁ ସରକାରୀ ଆର୍ଥିକ ସାହାଯ୍ୟ ପ୍ରଦାନ
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବନିଯୁକ୍ତ ମାଧ୍ୟମିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ୫ ଦିନିଆ ପ୍ରଶିକ୍ଷଣ ଶିବିର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସଂକଳ୍ପ"
Read More...

ରାଉରକେଲା କଲେଜର ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ସମାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ଦ୍ୱି-ଦିବସୀୟ ୩୮ତମ ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । 'ସର୍ବାଗ୍ରେ ନାରୀ ଶକ୍ତି' ଥିମ୍ ସମ୍ପର୍କୀତ ଏହି
Read More...

ଘୁଷୁରାମୁଣ୍ଡାରେ ୧୬ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମର ନେହେରୁ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ୧୬ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ଗୁଡିଘାଟ
Read More...