Daily Archives

କଳାହାଣ୍ଡିରେ ମୃଦୁ ଭୂମିକମ୍ପ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ମୃଦୁ ଭୂମିକମ୍ପ । କଳାହାଣ୍ଡି ଜିଲ୍ଲା କଲମପୁର, କୋକସରା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟା ୭.୩ ମିନିଟ ସମୟରେ ଅଳ୍ପ ସମୟ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇ ଥିଲା । ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।
Read More...

ରାଉରକେଲା ଫିଲ୍ମ କ୍ଲବ ପକ୍ଷରୁ ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫିଲ୍ମ କ୍ଲବ ପକ୍ଷରୁ ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ ସେକ୍ଟର - ୪ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ ବିଶେଷ ଅତିଥି ଭାବେ
Read More...

ସହୀଦ ବୀର ମାଧୋ ସିଂଙ୍କ ବୀରତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଂଘ ତରଫରୁ ବ୍ଲକ ସଭାପତି ଚେରୁ ବରିହାଙ୍କ ସଭାପତିତ୍ୱରେ ପାଇକମାଲ ବ୍ଲକ ଭେଙ୍ଗରାଜପୁରୁ ଗ୍ରାମ ପଞ୍ଚାୟତ ପିପଲପାଲି ଠାରେ ପାଇକମାଲ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ସଭାପତି ସମ୍ପାଦକ
Read More...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବର ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ୍ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚରେ ଏଥର ୫ଦିନ ଧରି ପ୍ରାୟ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାରଙ୍କୁ ଏକତ୍ରିତ କରି ବୋଡ଼ା ସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ
Read More...

ନୃସିଂହନାଥ ଆୟୁର୍ବେଦିକ ମହାବିଦ୍ୟାଳୟ ପକ୍ଷରୁ ପ୍ରକୃତି ପରିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନୁସନ୍ଧାନ ପ୍ରତିଷ୍ଠାନ ପାଇକମାଲ ପକ୍ଷରୁ ଅଞ୍ଚଳ ମିଠାପାଲି ଗାଁ ଏବଂ ଅନ୍ୟ କେତେକ ଗାଁରେ ପ୍ରକୃତି ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୁଷ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ୨୪
Read More...

ଦେଓଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସୋମବାର ଦିନରୁ ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ୩୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗ ସଭାପତିତ୍ୱ
Read More...

ଗୀତା ଦେବୀ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବରିଷ୍ଠ ଆଇନଜୀବୀ ସ୍ୱର୍ଗତ କହ୍ନେଇ ଲାଲ ଅଗ୍ରୱାଲଙ୍କ ଧର୍ମପତ୍ନୀ ଗୀତା ଦେବୀଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହେଉଥିଲା । ମୃତ୍ୟୁ ପରେ ଶ୍ରୀମତୀ ଅଗ୍ରୱାଲଙ୍କ ଦୁଇ ଚକ୍ଷୁକୁ ପରିବାର ବର୍ଗ ସହାୟତାରେ
Read More...

ଲାୟନ୍ସ କ୍ଲବ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଦୀପ ବଂଶଲଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଅପରାହ୍ନରେ ଲାୟନ୍ସ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରଦୀପ ବଂଶଲ ଓ କ୍ୟାବିନେଟ ସେକ୍ରେଟାରୀ ମନିସ କୁମାର ଜୈନ ଟିଟିଲାଗଡ଼ ଗସ୍ତରେ ଆସିଥିଲେ । ଏହି ଅବସରରେ ଉଭୟଙ୍କୁ ଟିଟିଲାଗଡ଼ କ୍ଲବ ସଭାପତି ଓ ସଦସ୍ୟମାନେ ଫୁଲତୋଡ଼ା ଦେଇ
Read More...

ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଅଘଟଣ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଘଟିଲା ଅଘଟଣ । ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଛାତ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।
Read More...

ମାଁ କୁଶଙ୍ଗାଇ କଳା ପରିଷଦର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ମାଁ କୁଶଙ୍ଗାଇ କଳା ପରିଷଦର ବାର୍ଷିକ ଉତ୍ସବ ସକାଶେ ପ୍ରସ୍ତୁତି ବୈଠକ କୁଶମେଲ ଗ୍ରାମର ରାମଜୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଳାକାର କାଶିନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ
Read More...