Daily Archives

ସ୍କୁଲ ଭିତ୍ତିଭୂମି ଓ ଉଚ୍ଚଶିକ୍ଷାର ଅଗ୍ରଗତି ସମ୍ପର୍କରେ ବିଗତ ୧୦ ବର୍ଷର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

• ଚଳିତ ଦଶନ୍ଧି ଭାରତର ଶିକ୍ଷା କ୍ଷେତ୍ର ପାଇଁ ପରିବର୍ତ୍ତନଶୀଳ ଯାତ୍ରାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି - ଧର୍ମେନ୍ଦ୍ର ପ୍ରଧାନ• ଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ଭିତ୍ତିଭୂମି ମଜଭୂତ୍ ହେବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁବିଧାରେ ବ୍ୟାପକ ବୃଦ୍ଧି ପାଇଛି• ୨୦୧୩-୧୪ରେ ଦେଶର ୫୩
Read More...

ବଲାଙ୍ଗିର ବ୍ରାହ୍ମଣ ମହାସଭାର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଭାର ବୈଠକ ସଭାପତି ଧନଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବ୍ରାହ୍ମଣ ମହାସଭାର ବରିଷ୍ଠ ସଭ୍ୟ ସ୍ୱର୍ଗତ ଅର୍ନ୍ତଜ୍ୟାମି ପାଣିଗ୍ରାହୀଙ୍କ ସ୍ୱର୍ଗବାସ ହେତୁ ତାଙ୍କର ଅମର
Read More...

ଫିଟ୍ ଇଣ୍ଡିଆ ସାଇକେଲ୍ ଚାଳନା ଅଭିଯାନ ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ମଙ୍ଗଳବାର କଟକ ସହରରେ ଫିଟ୍ ଇଣ୍ଡିଆ ସାଇକେଲ ଚାଳନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଇକେଲ୍ ଚଳାଇବା ଏବଂ ଶାରୀରିକ ଭାବେ ଫିଟ୍ ରହିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ସାଇକେଲ୍ ଶୋଭାଯାତ୍ରା ଐତିହାସିକ କଟକ ବାରବାଟୀ ଦୁର୍ଗ
Read More...

ବଲାଙ୍ଗିର ଶାଖା ତରଫରୁ ରାଷ୍ଟ୍ରୀୟ ପନେସନର୍ସ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ ସଂଘ, ବଲାଙ୍ଗିର ଶାଖା ତରଫରୁ ସ୍ଥାନୀୟ ଶବରୀନାରାୟଣ ଧର୍ମଶାଳା ଠାରେ କାର୍ଯ୍ୟକାରି ସଭାପତି ମଧୁ ମିର୍ଦ୍ଧାଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ପେନସନର୍ସ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଅର୍ଜୁନ ଚରଣ
Read More...

ଭୁବନେଶ୍ୱର ଏପିକଲ୍‌ରୁ କୃଷି ଉଦ୍ୟୋଗୀମାନଙ୍କ ହଳଦୀର ଡ୍ରାଗନ୍ ଫଳଚାଷ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ଡ୍ରାଗନ୍ କ୍ଷେତ୍ରକୁ ୩୫ ଜଣ କୃଷି ଉଦ୍ୟୋଗୀ ଆଜି ପରିଦର୍ଶନ କରିଥିଲେ । ଏପିସି ପ୍ରକଳ୍ପ ଅନ୍ତର୍ଗତ ଉଦ୍ୟାନ କୃଷି ବିଭାଗ ଓ ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ସହଯୋଗରେ ଯୁବଚାଷୀ ଚନ୍ଦ୍ରଧ୍ଵଜ ପୋଢ଼
Read More...

ବିରାଟ ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହେଲା ପଦ୍ମପୁର ଲୋକ ମହୋତ୍ସବ

ଯୋଗଦେଲେ ୫୦ ଗାଁର ଝାଙ୍କର, ୩୮ ସାଂସ୍କୃତିକ ଦଳ, ୩୦୦ କଳାକାର ପଦ୍ମପୁର, (ନିରୋଜ କୁମାର ପାଣ) : ଆଜି ତିନିଶହ କଳାକାରଙ୍କୁ ଏକତ୍ରିତ କରି ବୋଡ଼ାସମ୍ବରର ପ୍ରତିଷ୍ଠିତ ପଦ୍ମପୁର ଲୋକ ମହୋତ୍ସବ ତାର ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହୋଇଛି । ସ୍ଥାନୀୟ କଳାକାର ସମେତ ୫୦ ଗୋଟି
Read More...

ଖଇର କାଠ ବୋଝେଇ ୪୦୭ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଜରୁ ପ୍ରତିଦିନ ବ୍ୟାପକ ଭାବେ ଖଇର କାଠ ଚୋରା ଚାଲାଣ ହେଉଥିବା ପୁଣି ଥରେ ସ୍ପଷ୍ଟ ହୋଇଯାଇଛି । କାଠ ମାଫିଆମାନେ ରାତି ଅଧିଆ ଲୋଇସିଂହା ବନାଞ୍ଚଳ ଅଧୀନ ରେଙ୍ଗାଲି - ଫଲସାମା - ଉପରବାହାଲ ରାସ୍ତାରେ କାଠ ଚାଲାଣ
Read More...

ପୁଇଁତଲା ବ୍ଲକସ୍ତରୀୟ ଓଷ୍ଟା ଶିଶୁମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ବୈରାସର (ଅର୍ଜୁଣ୍ଡା) ଠାରେ ବ୍ଲକସ୍ତରୀୟ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ ହୋଇଯାଇଛି । ଓଷ୍ଟା ବ୍ଲକ ସଭାପତି ରୁଦ୍ରମଣି କର୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବକୁ ଅବସର ପ୍ରାପ୍ତ ସହକାରୀ
Read More...

ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର
Read More...

ଡିସେମ୍ବର ୨୦ ଓ ୨୧ରେ ଜିମ୍ନାଷ୍ଟିକ୍ ଲେଭଲ୍ ୧ ଓ ଲେଭଲ୍ ୨ ପରୀକ୍ଷା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୨୦ ଓ ୨୧ ତାରିଖରେ ଏମ୍‌.ପି.ଆଇ.ଏସ୍‌ ସେଣ୍ଟର୍‌ରେ ଥିବା ଜିମ୍ନାଷ୍ଟିକ୍ ସେଣ୍ଟର୍‌ରେ ଜିମ୍ନାଷ୍ଟିକ୍ ଖେଳାଳୀଙ୍କ ଲେଭଲ୍ ୧ ଓ ୨ର କୌଶଳ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଓଡ଼ିଶା ଏଚ୍‌.ପି.ସିର ମୁଖ୍ୟ କୋଚ୍ ଅଶୋକ ମିଶ୍ର ସୂଚନା ଦେଇଛନ୍ତି ।
Read More...