Daily Archives

୧୫ କେ.ଜି. ଗଞ୍ଜେଇ ଜବତ : ୧ ଗିରଫ

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ତୁଷୁରା ଥାନା ଗୁଡଭେଲା-ତୁଷୁରା ରାସ୍ତା ଡାହିମାଲ ଛକରେ ତୁଷୁରା ପୁଲିସ ଚଢାଉ କରି ଗଞ୍ଜେଇ ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ମଧ୍ୟପ୍ରଦେଶ ରେବୁଆ ଜିଲ୍ଲାର ଅନୁପ କୁଶଆ ବୋଲି ଜଣାପଡିଛି । ଯୁବକ ଜଣକ ବସ୍‌ରେ ଯିବା ପାଇଁ ଗଞ୍ଜେଇ ସହ
Read More...

ବିଳାସପୁରରେ ବସୁଧା ଯୋଜନା ବାଟବଣା

ଅଧିକାରୀଙ୍କୁ ଅଭିଯୋଗ କଲେ କହୁଛନ୍ତି ତୁମ ଗାଁ ଲୋକେ ବୁଝିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମ ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ଘରକୁ ଜଳଯୋଗାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା
Read More...

ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୬୨ତମ ସାଧାରଣ ବାର୍ଷିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ୬୨ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ସଭାପତି ସ୍ମାରକ ରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ । ତାଙ୍କ
Read More...

ସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଗୋଇବାହାଲି ୨୦୨୫ ପାଇଁ କଂସ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧ ଫେବୃୟାରୀ ଠାରୁ ତାରିଖ ୭ ଫେବୃୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଚୟନ ହୋଇଥିବା କଳାକାରମାନଙ୍କୁ ପ୍ରଥମେ ବାଜା, ବାଣ ଫୁଟାଇ ପରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ତାପରେ ଶୈବ ମନ୍ଦିରର ପୂଜକ
Read More...

ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୫ ହଜାରରୁ ଅଧିକ ଘର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି• ନକ୍ସଲ ପ୍ରଭାବିତ ଅଞ୍ଚଳରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଗାଈ କିମ୍ବା ମଇଁଷି ଯୋଗାଇ ଦେଇ ଏକ ଦୁଗ୍ଧ ସମବାୟ ସଂସ୍ଥା ଆରମ୍ଭ କରାଯାଉଛି• ଯେଉଁମାନେ ହିଂସାରେ
Read More...

ଛତିଶଗଡର ଜଗଦଲପୁରଠାରେ ଅନୁଷ୍ଠିତ ବସ୍ତର ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି…

ବସ୍ତର ଅଲିମ୍ପିକ୍ସ ସମଗ୍ର ଅଞ୍ଚଳ ପାଇଁ ଆଶାର ପ୍ରତୀକ ପାଲଟିବ, ବିକାଶର ଏକ ନୂତନ ଅଧ୍ୟାୟ ପାଇଁ ପଥ ପ୍ରଶସ୍ତ କରିବ ଏବଂ ନକ୍ସଲବାଦର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଏକ ମଜବୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବବସ୍ତର ବଦଳୁଛି, ୨୦୨୬ରେ ପୁଣି ଥରେ ବସ୍ତର ଅଲିମ୍ପିକ୍ସ ଆୟୋଜନ ହେବା ବେଳକୁ
Read More...

ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ରାୟପୁରରେ ଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟସ କଲର’ ପ୍ରଦାନ କରିଛନ୍ତି…

‘ପ୍ରେସିଡେଣ୍ଟ୍ସ କଲର' ପାଇବା ଏକ ସଶସ୍ତ୍ର ବାହିନୀ ପାଇଁ ଗର୍ବର ବିଷୟ; ଛତିଶଗଡ଼ ପୋଲିସ ପ୍ରତିଷ୍ଠାର ୨୫ ବର୍ଷ ମଧ୍ୟରେ ଏହି ସମ୍ମାନ ହାସଲ କରିଛିଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟ୍ସ କଲର'ପୁରସ୍କାର ମିଳିବା ସେମାନଙ୍କ କଠିନ ପରିଶ୍ରମ, ସାହସିକତା ଓ ସମର୍ପଣର ପ୍ରତୀକପ୍ରଧାନମନ୍ତ୍ରୀ
Read More...