Daily Archives

ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଜ୍ଞ ବ୍ରହ୍ମା ଭାବରେ ପଣ୍ଡିତ
Read More...

ଯୋଗାଣ ବିଭାଗ ଅଧିକାରୀ ମାନଙ୍କ ଦ୍ଵାରା ୪୦୦ ବସ୍ତା ଧାନ ଜବତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବେଆଇନ ଭାବେ ୪୦୦ ବସ୍ତା ଧାନ ଗଚ୍ଛିତ ଥିବା ନେଇ ଦୁଇଟି ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ରେଡ଼୍‌ କରାଯାଇଥିଲା । ଆଉ ରେଡ଼ କରି ସେହି ବେଆଇନ ୪୦୦ ବସ୍ତା ଧାନକୁ ଜବତ କରିଛି ଯୋଗାଣ ବିଭାଗ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଦୁର୍ଗୀ ଗ୍ରାମ
Read More...

ବିପୁଳ ପରିମାଣରେ ଗଞ୍ଜେଇ ଜବତ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଗତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଆଇଆଇସି ଶ୍ରୀମତୀ ସୌଦାମିନୀ ବେହେରା ଏକ ଟିମ ଧରି ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା ନିକଟରେ ଏକ ଟାଟାଏସି ଭ୍ୟାନ ନଂ ୟୁପି ୧୨ ବି ୬୯୨୨ ଉପରେ ଅତର୍କିତ ଚଢ଼ାଉ କରି ୧୭୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ
Read More...

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଝୁଲାପୋଲ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦନ ହାସଲ କଲା ପରେ ଦ୍ଵିତୀୟ ଦାବି ଭାବରେ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ଶଙ୍ଖ-କୋଇଲି-ସରସ୍ୱତୀ ନଦୀମାନଙ୍କର ସଙ୍ଗମ ସ୍ଥଳରୁ ଉତ୍ପତ୍ତି ହୋଇଥିବା ପୁଣ୍ୟତୋୟା ବ୍ରାହ୍ମଣୀ ମିଳିତ ହୋଇ ଇଂରାଜୀ ଅକ୍ଷର
Read More...

‘ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେସକରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ବଲାଙ୍ଗିର ମହାବିଦ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ବିଭିନ୍ନ ଜିଲ୍ଲାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ‌। ସେହି ଅନୁକ୍ରମରେ ବଲାଙ୍ଗିର ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ଆଜି ରାଜେନ୍ଦ୍ର
Read More...

ଜମି ଅଧିଗ୍ରହଣ ଆରମ୍ଭ କରିବାକୁ ଗୃହରେ ଦାବି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ କାମ ଖୁବଶୀଘ୍ର ଆରମ୍ଭ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହାସହ ପ୍ରକଳ୍ପ କାମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ
Read More...

ବିପୁଳ ପରିମାଣରେ ମାଓ ସାମାଗ୍ରୀ କଲା ବଲାଙ୍ଗିର ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତ୍ରଦାଣ୍ଡି ଜଙ୍ଗଲରୁ ବଲାଙ୍ଗିର ପୁଲିସକୁ ମିଳିଛି ବିପୁଳ ପରିମାଣରେ ମାଓ ସାମାଗ୍ରୀ । ଆଉ ଏହି ଘଟଣାକୁ ନେଇ ଖୋଦ୍‌ ବଲାଙ୍ଗିର ଗସ୍ତରେ ଆସି ଆଇଜି ହିମାଂଶୁ ଲାଲ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସୂଚନା
Read More...

ସଇଁନ୍ତଳାରେ ଅଭିଯୋଗ ଶୁଣାଣି ଶିବିର

ସଇଁନ୍ତଳା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁନ୍ତଳା ବ୍ଲକ କାର୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୮୨ ଟି ରେଜିଷ୍ଟ୍ରେସନ ହୋଇଥିବା ବେଳେ ଅନେକ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଏବଂ ବରଗାଁ
Read More...

ଫେଲେରିଆ ନିରାକରଣ ପାଇଁ ସଭା ଓ ସହରି ସଂଯୋଗୀକରଣ କମିଟି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ବିଭାଗ ସଭାଗୃହ ମଧ୍ୟରେ ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ସାମୁହିକ ଫେଲେରିଆ ସେବନ ଅଭିଯାନ - ୨୦୨୪କୁ ସଫଳ କରିବା ପାଇଁ ଜିଲ୍ଲାର ପ୍ରମୁଖ ସରକାରୀ, ବେସରକାରୀ ବିଭାଗମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କମିଟି ଗଠନ
Read More...