Daily Archives

ଡ଼ି.ଏସ୍‌.ଆର୍. ଡ୍ୟାନ୍ସ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ତଥା ଶୀତକାଳୀନ ଧମାକା ଖୁବ୍ ମନୋରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଜିଲ୍ଲା ସଂସ୍କୃତି ଭବନରେ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ଼ି.ଏସ୍‌.ଆର୍. ଡ୍ୟାନ୍ସ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ତଥା ଶୀତକାଳୀନ ଧମକା ରବିବାର ଆୟୋଜିତ ହେଇଯାଇଛି । ଅନୁଷ୍ଠାନର ମୁଖ୍ୟ ଏମ୍‌.ରବୀନ୍ଦ୍ର ରେଡ୍ଡୀଙ୍କ ପୌରହିତ୍ୟରେ
Read More...

ପ୍ରତିମାସର ୧ ତାରିଖ ଏବଂ ୧୬ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୋଗା ଅଭ୍ୟାସର ଶୁଭାରମ୍ଭ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହେ । ଏହାକୁ ଉପଲବ୍ଧି କରି ବରିଷ୍ଠ ନାଗରିକ ସଂଘର ଅନୁରୋଧ ରକ୍ଷା କରି ଜିଲ୍ଲାପାଳ ପାୱାର ସଚିବ ପ୍ରକାଶଙ୍କ ନିର୍ଦ୍ଦେଶ କ୍ରମେ ମାସକୁ ୨ ଦିନ ଯଥା ପ୍ରତି ମାସର ୧ ଏବଂ ୧୬ ତାରିଖରେ ଜିଲ୍ଲାସ୍ତରୀୟ
Read More...

ବନ ବିଭାଗର ଗାଡିକୁ ପୁଷ୍ପା ସିନେମା ଷ୍ଟାଇଲ୍‌ରେ ମାଫିଆଙ୍କ ଫାଇରିଙ୍ଗ୍‌ ଘଟଣାର ଏପାଖ ସେପାଖ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଆଜକୁ ଦୁଇଦିନ ହେଲା ଦୁଇଟି ହାତୀଦାନ୍ତ ସହ ୫ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ମୁନିଗୁଡ଼ା ବନ ବିଭାଗ । ଦୁଇଜଣ ମାଫିଆ ମୁନିଗୁଡା ଅଂଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ପଡୋଶୀ କଳାହାଣ୍ଡିର ବୋଲି ଖୋଦ୍‌ ମୁନିଗୁଡା ରେଞ୍ଜର ଅନିଲ କୁମାର ବଳ କହିଛନ୍ତି ।
Read More...

ନିର୍ଝରିଣୀର ରାଜ୍ୟ ସ୍ତରୀୟ ସାରସ୍ୱତ ସମାବେଶ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀର ତ୍ରୟୋଦଶ ରାଜ୍ୟ ସ୍ତରୀୟ ବାର୍ଷିକ ସାରସ୍ଵତ ସମାବେଶ ସ୍ଥାନୀୟ ଜି.ଆର୍‌. ପେଲେସ ଠାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସମାବେଶର ଉଦ୍‌ଘାଟନୀ ଉତ୍ସବରେ ସ୍ୱତନ୍ତ୍ର ବିକାଶ କମିଟିର ପ୍ରାକ୍ତନ ଉପଧ୍ୟକ୍ଷା
Read More...

ତାଲପାଲିପଡା ଚନ୍ଦ୍ରାସେଣୀ ମନ୍ଦିରରେ ସଂକ୍ରାନ୍ତି ଉଦ୍‌ଯାପନୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତାଲପାଲିପଡାରେ ଗତ ଏକବର୍ଷ ଧରି ମହିଳାମାନଙ୍କ ଦ୍ୱାରା ପାଳିତ ହେଉଥିବା ସଂକ୍ରାନ୍ତିର ଆଜି ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସଂକଳ୍ପ କରିଥିବା ମହିଳାମାନେ ସ୍ଥାନୀୟ ତାଲପାଲିବନ୍ଧରୁ କଳସରେ ପାଣିଆଣି
Read More...

ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଭରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବିରଞ୍ଚି ଜଗତ
Read More...

ଡ. ଅର୍ଚ୍ଚନା ପାଢୀ ରେଡକ୍ରସ ସେଚ୍ଛାସେବୀଙ୍କୁ ବତାଇଲେ ବ୍ୟକ୍ତିତ୍ୱ ବିକାଶର ପାଠ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶିକ୍ଷାର ଅର୍ଥ ହେଉଛି ବ୍ୟକ୍ତିର ସାମଗ୍ରିକ ବିକାଶ, ଶାରିରୀକ, ମାନସିକ, ସାମାଜିକ ଓ ଆବେଗିକ ବିକାଶର ସମାହାର । ଡ. ଅର୍ଚ୍ଚନା ପାଢୀ ଜଣେ ମେଧାବୀ ଛାତ୍ରୀ ହେବା ସହିତ ସୁପ୍ରସିଦ୍ଧ ଗାୟିକା ଅଟନ୍ତି । ଏକାଧାରରେ ସେ ଡାକ୍ତର ହୋଇ ରୋଗୀଙ୍କ ଚିକିତ୍ସା
Read More...

ଶ୍ରୀ ଶ୍ରୀ ଶବରୀ ନାରାୟଣ ମନ୍ଦିର ପାଇଁ ଭୂମିପୂଜନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଶ୍ଵାବସୁ ଶବର (ସଅରା) ସମାଜର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶବରୀ ନାରାୟଣ (ନୀଳ ମାଧବ) ମନ୍ଦିର ନିର୍ମାଣ ସକାଶେ ଭୂମିପୂଜନ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତର ସେମେଲମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର
Read More...

ଆଦିବାସୀଙ୍କ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଲି ଓ କୁଲିସ ଜାତି ମଧ୍ୟରେ ଭେଦ ରହିଥିବା ବେଳେ ଏହାକୁ ଜାଣି ନପାରି କୁଲି ଜାତିକୁ ଆଦିବାସୀ ପ୍ରମାଣପତ୍ର ଦିଆଯାଉଛି । ଏଭଳି ଅଭିଯୋଗ ଆଣି ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଆଜି ମଧ୍ୟାହ୍ନରେ
Read More...

ଡାଲିଜାତୀୟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବୁଦୁଲା ପଂଚାୟତର ରେଙ୍ଗାଲି ଗ୍ରାମରେ କୃଷି ଓ କୃଷକ ସଶକ୍ତ କରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ତଥା ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ଡାଲି ଜାତୀୟ ଖାଦ୍ୟ ପଦାର୍ଥକୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ୫ ଗୋଟି
Read More...