Daily Archives

ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପର୍ବତ ପାଖ ଲାଖପଦର ଅଂଚଳରେ । ମୃତକ ଜଣକ ହେଇଛନ୍ତି ଭୌରା କୁତ୍ରୁକା । ସେ ଖଂବେସି ଗାଁରୁ ସନ୍ଧ୍ୟା ସମୟରେ ନିଜ
Read More...

ସିଏନସି ମହାବିଦ୍ୟାଳୟରେ ଯୁବ ରେଡ଼୍‌କ୍ରସ ପ୍ରବେଶ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିଏନସି ମହାବିଦ୍ୟାଳୟରେ ଯୁବ ରେଡ଼୍‌କ୍ରସ ପ୍ରବେଶ କାର୍ଯ୍ୟକ୍ରମ ବା YRC induction programme ପାଳିତ ହୋଇଯାଇଛି । ସିଏନସି ମହାବିଦ୍ୟାଳୟର ଅଧ୍ୟକ୍ଷ କହ୍ନେଇଁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ
Read More...

ଲୋଇସିଂହା ସଙ୍କୁଳ ସ୍ତରୀୟ ଅଷ୍ଟମ ବାର୍ଷିକ ଖେଳକୁଦ ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଷ୍ଟାଡିୟମ ଠାରେ ସଙ୍କୁଳ ସ୍ତରୀୟ ଖେଳକୁଦ ସମାରୋହ ସଂଯୋଜକ ତଥା ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ସଙ୍କୁଳ ଅନ୍ତର୍ଗତ ୭ଟି ବିଦ୍ୟାଳୟରୁ ୧୫୯ ଜଣ
Read More...

ଜେ.ଏସ୍.ଏମ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟର ୨ ଦିନିଆ ଶିକ୍ଷା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେ.ଏସ୍.ଏମ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟର ୪୬ ଛାତ୍ରଛାତ୍ରୀ ଓ ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନେ ୨ଦିନିଆ ଏକ ଶିକ୍ଷା ଯାତ୍ରାରେ ଭାଇଜାଗ୍ (ଭିଶାଖାପଟ୍ଟନମ) ଯାଇଥିଲେ । ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ
Read More...

ଆଗଲପୁର କୃଷି ସେବା ସମବାୟ ସମିତିର ସଭାପତିମାନଙ୍କ ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୃଷି ସେବା ସମବାୟ ସମିତିର ସଭାପତିମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଡୁଡୁକା କୃଷି ସେବା ସମବାୟ ସମିତିର ସଭାପତି ବଳରାମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଗଲପୁର ବ୍ଲକର
Read More...

ପତିତପାବନ ଏକାଡେମୀ ହୀରକ ଜୟନ୍ତୀ ଅବସରରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ୨ ଦିନ ଧରି ହେବାକୁ ଥିବା ପତିତପାବନ ଏକାଡେମୀ ହୀରକ ଜୟନ୍ତୀ ଅବସରରେ ସ୍ଥାନୀୟ ଟାଉନ୍ ବାଳକ ହାଇସ୍କୁଲ ଖେଳ ପଡିଆଠାରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସିନୁସୁନ୍ଦର ପାଢୀଙ୍କ
Read More...

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା

ସୁବର୍ଣ୍ଣପୁର, (କେପିଏ୍‌ଏସ୍‌) : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । କେହି ଶିଶୁକନ୍ୟାକୁ ଜନ୍ମ ଦେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡରେ ମାଟିରେ ପୋତି ଚାଲି
Read More...

ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ କ୍ୟାମ୍ପରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

୫୧ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କଲେ ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଓ ଜିଲ୍ଲା ଜୁନିୟର ରେଡକ୍ରସ
Read More...

ସଇଁତଲା ଧାନମଣ୍ଡିରେ ଆରମ୍ଭରୁ ଅବ୍ୟବସ୍ଥା, ମଣ୍ଡି ସୁଧାରିବାକୁ ସରକାର ପ୍ରୟାସ ଫେଲ

ସଇଁତଲା, (ପ୍ରମୋଦ ସେଲମା) : ସରକାର ଚାଷୀମାନଙ୍କ ଅମଳ ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ସୁବ୍ୟବସ୍ଥା କରିବା ନିର୍ଦ୍ଦେଶ ଜାରୀ କରିଛନ୍ତି । ଏପରିକି ଧାନ କୁଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାର ଦେବା ସହ କଟନୀ ଛଟନୀ ହେବ ନାହିଁ । ଦଲାଲ ମୁକ୍ତ ହେବ ଓ ଧାନ ମଣ୍ଡିରୁ ସିଧାସଳଖ ରାଇସ
Read More...

ଟିକ୍ରାପଡା ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ୧୫ ତମ ବାର୍ଷିକ କ୍ରୀଡ଼ା ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଯାପନୀ ଉତ୍ସବରେ ବିଦ୍ୟୁତ ପରିଷଦର ସମ୍ପାଦକ ଟୁନୁ ରାଜପଳିଆ ମୁଖ୍ୟ ଅତିଥିଭାବରେ ଯୋଗଦାନ
Read More...