tur
Daily Archives

ଗଣ୍ଡାବଜା ତରଫରୁ ମାନବିକ ଅଧିକାର ଦିବସ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡାବଜା ପରିବାର ତରଫରୁ ପି.ପି.ଏକାଡେମୀ ସଭାଗୃହରେ ମାନବିକ ଅଧିକାରୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ବିଧାନ ହିଁ ମାନବ ଅଧିକାରର ସୁରକ୍ଷା କବଚ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ବଙ୍ଗୋମୁଣ୍ଡାରେ ଭାରତୀୟ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଲା ଅନୁଷ୍ଠିତ – ୧୫୪ଟି ପ୍ରକଳ୍ପ ପ୍ରଦର୍ଶିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଭାରତୀୟ ଇଂଲିଶ ମିଡିୟମ ସ୍କୁଲ ପରିସରରେ ବିଜ୍ଞାନ ମେଲା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଏବିଈଓ ଅରୁଣ କୁମାର ଯୋଶୀ ଯୋଗଦେଇ
Read More...

ପୁରୁଷୋତ୍ତମପୁର ବ୍ଲକ୍ ରାଇପୁରଠାରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ରାଇପୁର ପଞ୍ଚାୟତରେ ବିଶ୍ୱ ମାନବ ଅଧିକାର ଦିବସ ଖୁବ୍ ନିଆର ଢଙ୍ଗରେ ପାଳିତ ହୋଇଯାଇଛି । ଗ୍ରାମବାସୀ ଓ ପଞ୍ଚାୟତ ଅଫିସ୍ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନବ
Read More...

ବାୟୋଟେକ୍ନୋଲଜି ବିଭାଗ ସହାୟତାରେ ଭାରତରେ ହିମୋଫିଲିଆ ‘ଏ’ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ 'ଏ'ର ଚିକିତ୍ସା କରାଯାଇଛି । ଗୋଟିଏ ଗବେଷଣା କେନ୍ଦ୍ରରେ ୫ ଜଣଙ୍କ ଶରୀରରେ ବର୍ଷେ ଧରି ହୋଇଥିବା ପରୀକ୍ଷାରେ ଦେଖା ଯାଇଛି ଯେ, କାହାରି ଶରୀରରୁ ରକ୍ତ ବାହାରି ନାହିଁ ।
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ, ଲୋକ ପ୍ରଶାସନ ବିଭାଗ ଏବଂ ଇତିହାସ ବିଭାଗର ମିଳିତ ସହଯୋଗରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପି.ଜି.ସି କମିଟି ହଲରେ "ଆନ୍ତର୍ଜାତୀୟ ମାନବାଧିକାର ଦିବସ" ସୁଚାରୁ ରୂପେ ପାଳିତ ହୋଇଯାଇଛି । ବର୍ତ୍ତମାନ
Read More...

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ…

• ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ମିଥ୍ୟା ଖବର ମୁକାବିଲାରେ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ଆହ୍ୱାନ• ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ଉପରେ ବିଚାର କରିବା ପାଇଁ ଦେଶରେ ଉପକରଣ ଏବଂ ପ୍ରଯୁକ୍ତି
Read More...

ଡିଡି ଓଡ଼ିଆରେ ଆରମ୍ଭ ହେଲା ସାନ୍ତାଳୀ ଭାଷାରେ ସମାଚାର

ଦୂରଦର୍ଶନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବସାନ୍ତାଳୀ ସମାଚାର
Read More...

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ରୁ ୧୫

ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି, ଦୀପନ୍ୱିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ନାଟକ ତଥା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀର ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ
Read More...

ଚୁଲିଫୁଙ୍କା ଗ୍ରାମରେ ମାଣବସା ଲକ୍ଷ୍ମୀପୂଜାର କଳସ ଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ଗ୍ରାମରେ ମାଣବସା ଲକ୍ଷ୍ମୀପୂଜା ପାଇଁ ସ୍ଥାନୀୟ ଗ୍ରାମବାସୀ ମା'ଭଉଣୀମାନେ ସହ ସହ ସଂଖ୍ୟାରେ କଳସ ଯାତ୍ରା ବିରାଟ ପଟୁଆରାରେ ବାହାରି ବସ୍ତି ପରିକ୍ରମା କରି ଦେବନ୍ଧରୁ କଳସୀରେରେ ଜଳ ଆଣି ମହାଲକ୍ଷ୍ମୀଙ୍କୁ
Read More...

ଶୈକ୍ଷିକ କ୍ଷେତ୍ର ପରିଭ୍ରମଣରେ ଶିକ୍ଷାର୍ଥୀଙ୍କ ଶିଳ୍ପାନୁଷ୍ଠାନ ପରିଦର୍ଶନ

ବରଗଡ଼, (କେପିଏନ୍‌ଏସ୍‌) : ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ଵର ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ମାନକ କ୍ଲବର ଛାତ୍ରଛାତ୍ରୀ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣରେ ଆସି ଜିଲ୍ଲାରେ ଥିବା ଏସିସି ସିମେଣ୍ଟ କାରଖାନା ପରିଦର୍ଶନ କରିଥିଲେ
Read More...