Daily Archives

ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍‌ର ସୁଭଦ୍ରା ଭବନ, ବ୍ରହ୍ମପୁରାଠାରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା । ପନସର୍ ର୍ସିପ୍ ଉପରେ ଅତିରିକ୍ତ ଜିଲ୍ଲାପାଳ, ପାଟଣାଗଡର ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଡିସେମ୍ବର ୧୧ ରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦେଶର ୫୧ଟି ନୋଡାଲ ସେଣ୍ଟରରେ ଏସ୍‌ଆଇଏଚ୍‌ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହାକାଥନରେ ଚଳିତ ବର୍ଷ ରେକର୍ଡ ୧୫୦% ବୃଦ୍ଧି ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବବୃହତ ସଂସ୍କରଣରେ ପରିଣତ ହୋଇଛି ନୂଆଦିଲ୍ଲୀ, (ପିଆଇବି) :
Read More...

ଓଡ଼ିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ₹୫୦୯ କୋଟି ଟଙ୍କା…

ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ।କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ।ରାୟାଗଡା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନରେ ୦୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ।
Read More...

ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଦେଓଗାଁ, (ମନୀଷ କୁମାର ସାହୁ) : ପୁଣି ବଲାଙ୍ଗିିରରେ ଚାଂଚଲ୍ୟ । ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗିର ଦେଓଗାଁ ରେଲୱେ ଷ୍ଟେସନ ନିକଟ ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତଦେହ ମିଳିଥିବା ସେହି
Read More...

ଆସନ୍ତା ଡିସେମ୍ବର ୧୧ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପ୍ରଦାନ କରିବେ…

• ମୋଟ୍‌ ୭ଟି ବର୍ଗରେ ପୁରସ୍କୃତ ହେବ ଓଡ଼ିଶା; ଗଞ୍ଜାମ ଓ ସୁନ୍ଦରଗଡ଼ର ଦୁଇଟି ପଞ୍ଚାୟତକୁ ମିଳିବ ପୁରସ୍କାର; ଛତ୍ରପୁର ଶ୍ରେଷ୍ଠ ବ୍ଲକ୍‌ ଏବଂ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନିତ;• ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ
Read More...

୨୫ ଲକ୍ଷରେ ପହଞ୍ଚିଲା ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପଞ୍ଜୀକରଣ

୪୦ କୋଟିରୁ ଅଧିକ ଟଙ୍କାର ଚିକିତ୍ସା; ଉପକୃତ ହେଲେଣି ୭୦ ବର୍ଷ ଓ ତାଠାରୁ ଅଧିକ ବୟସର ୨୨୦୦୦ ବରିଷ୍ଠ ନାଗରିକ ନୂଆଦିଲ୍ଲୀ, (ପିଆଇବି) : ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବାର ମାତ୍ର ୨ ମାସରୁ କମ୍ ସମୟ ଭିତରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୯
Read More...

ରାଇଜିଂ ରାଜସ୍ଥାନ ବିଶ୍ୱ ନିବେଶ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜସ୍ଥାନ ଏହାର କୁଶଳୀ ଶ୍ରମଶକ୍ତି ଏବଂ ବର୍ଦ୍ଧିଷ୍ଣ ବଜାର କାରଣରୁ ପୁଞ୍ଜିନିବେଶ ପାଇଁ ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବରେ ଉଭା ହେଉଛି : ପ୍ରଧାନମନ୍ତ୍ରୀସମଗ୍ର ବିଶ୍ୱର ବିଶେଷଜ୍ଞ ଓ ନିବେଶକମାନେ ଭାରତକୁ ନେଇ ଉତ୍ସାହିତ : ପ୍ରଧାନମନ୍ତ୍ରୀଭାରତର ସଫଳତା ଗଣତନ୍ତ୍ର, ଜନସଂଖ୍ୟା, ଡିଜିଟାଲ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦପଦବୀ ପୂରଣ ଦାବିରେ ଛାତ୍ର କଂଗ୍ରେସର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକଠାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦ ପଦବୀ ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଗଲା । ସୂଚନା ଯୋଗ୍ୟ ଯେ, ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ପରିଣତ
Read More...