Daily Archives

ଖପ୍ରାଖୋଲ ମହୋତ୍ସବ ପାଇଁ କଂସ ବରଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଠାରେ ଜାନୁଆରୀ ୬ ତାରିଖରୁ ହେବାକୁ ଥିବା ଖପ୍ରାଖୋଲ ମହୋତ୍ସବରେ କଂସ ଦରବାର ପାଇଁ ଆଜି ଖପ୍ରାଖୋଲ ମହୋତ୍ସବ କମିଟି ତରଫରୁ ଜଣାଶୁଣା ବିଶିଷ୍ଟ କଳାକାର ଆର୍ତ୍ତତ୍ରାଣ ସୁନାନୀ ଯାଦବଙ୍କୁ କଂସ ବରଣ କରାଯାଇଛି । ଏହି
Read More...

ମଧ୍ୟାହ୍ନ ଭୋଜନ ଖାଇ ୭୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଘଟଣା

ଡେଙ୍ଗପଦର ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସସପେଣ୍ଡ, ୩ପାଚିକା ବହିଷ୍କୃତସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ପ୍ରତିବାଦ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
Read More...

ଠେମରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଠେମରା ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗଙ୍କ ସଭାପତିତ୍ୱରେ
Read More...

ଶିକ୍ଷକ ବଦଳି ପାଇଁ କୁଡାସିଂହା ୟୁପି ସ୍କୁଲରେ ଅବିଭାବକ, ଗ୍ରାମବାସୀଙ୍କ ଆନ୍ଦୋଳନ

ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ନ ଦେବା ଯାଏ ବିଦ୍ୟାର୍ଥୀ ଯିବେ ନି ବିଦ୍ୟାଳୟବଦଳି ନ ହେବା ଯାଏ ଗାଁରେ ପିଲାଙ୍କୁ ପଢ଼ାଇବେ ଶିକ୍ଷିତ ଯୁବକ ଦେଓଗାଁ, (ମନୀଷ କୁମାର ସାହୁ) : ବିଦ୍ୟାଳୟରେ ପାଠପଢା ଯାଉ ନଥିବାରୁ ଶିକ୍ଷକଙ୍କ ବଦଳି ପାଇଁ ପରିଚାଳନା କମିଟି, ଅଭିଭାବକଙ୍କ ସହ ଗ୍ରାମବାସୀ
Read More...

ନିୟମିତ ହେଲେ ୩୨ ଜଣ କନିଷ୍ଠ ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମେ ୨୦୧୮ରୁ କାର୍ଯ୍ୟରତ ୩୨ ଜଣ କନିଷ୍ଠ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଚାକିରୀ ନିୟମିତ ହୋଇଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପତ୍ରସଂଖ୍ୟା
Read More...

ଏ.ଆର୍‌ ମିଡିଆ ଦ୍ଵାରା ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର କୋଶଳ ସୁନ୍ଦରୀ – ୨୦୨୪ ଆୱାର୍ଡ ପାଇଛନ୍ତି

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଏ.ଆରୟ ମିଡ଼ିଆ ଦ୍ଵାରା କୋଶଳ ସୁନ୍ଦରୀ ଆୱାର୍ଡ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । କୋଶଳ ସୁନ୍ଦରୀ ଆୱାର୍ଡ - ୨୦୨୪ ବର୍ଷ ପାଇଁ ୧୨୦୦ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ଟପଟେନ୍‌ରେ ବଲାଙ୍ଗିର
Read More...

ବିଧାୟକଙ୍କ ଦାବି ସତ ନା ବିଭାଗୀୟ ତଥ୍ୟ ସତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ଧାନର ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବ ବୋଲି ବିଜେପି ଦଳ ତାର ନିର୍ବାଚନୀ ଏଜେଣ୍ଡାରେ ଘୋଷଣା କରାଯାଇଥିଲା । ନିର୍ବାଚନରେ ବିଜୟୀ ହେଲା ପରେ ଏବଂ ଭାରତୀୟ ଜନତା ପାର୍ଟି
Read More...

ଜେ.ଏସ୍‌.ଏମ୍ କଲେଜରେ ଅନ୍ତଃ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଆନ୍ତଃ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ନିରୋଜ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅବସରରେ ମୁଖ୍ୟ ଅତିଥି ଆଇ.ଆଇ.ସି ସାଇବର ଓ ଇକୋନୋମିକ ଅଫେନ୍‌ସ୍‌ ଶ୍ରୀମତି ଭାରତୀ
Read More...

ଏଲ୍‌ଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟ, କର୍ନାଲର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀଆମ ସରକାର ଗତ ୧୦ ବର୍ଷ ମଧ୍ୟରେ ମହିଳା ସଶକ୍ତୀକରଣ ପାଇଁ ଅଭୂତପୂର୍ବ ପଦକ୍ଷେପ ନେଇଛନ୍ତି : ପ୍ରଧାନମନ୍ତ୍ରୀଆଜି ୨୦୪୭ ସୁଦ୍ଧା ବିକାଶ ପାଇଁ ସଂକଳ୍ପ ନେଇ ଭାରତ ଆଗକୁ
Read More...

ନିର୍ମାଣଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପରିଦର୍ଶନ କଲେ ଜିଲ୍ଲାପାଳ

ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସୁବର୍ଣ୍ଣପୁର ଦ୍ୱାରା ମେଘା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନା ଅଧୀନରେ ଉଲୁଣ୍ଡା ଗଣ୍ଡାବାହାଲ ଠାରେ ନିର୍ମାଣଧୀନ
Read More...