tur
Daily Archives

ଜିଲ୍ଲାସ୍ତରୀୟ କୃଷକ ସମାବେଶ

ଇନପୁଟ ସହାୟତା ରାଶି ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ଏହା ଜିଲ୍ଲାର ଅର୍ଥନୀତିକୁ ମଜବୁତ କରିବଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ସହିତ ୮୦୦ ଟଙ୍କା ଇନପୁଟ ସହାୟତା ରାଶି ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ ସୁବର୍ଣ୍ଣପୁର,
Read More...

ଭାରତର ଡିଜିଟାଲ ବିପ୍ଳବ : ଭିତ୍ତିଭୂମି, ପ୍ରଶାସନ ଏବଂ ଜନସେବାରେ ପରିବର୍ତ୍ତନ

ନୂଆଦିଲ୍ଲୀ, (ପିଆଇବି) : ଭାରତର ଡିଜିଟାଲ ଭିତ୍ତିଭୂମିରେ ବିଗତ କିଛି ବର୍ଷ ମଧ୍ୟରେ ଏକ ପରିବର୍ତ୍ତନମୂଳକ ଉନ୍ନତି ଘଟିଛି, ଯାହା ଦେଶକୁ ଡିଜିଟାଲ ଗ୍ରହଣ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ସ୍ଥାନିତ କରିଛି । ଦ୍ରୁତ ବିସ୍ତାରିତ ଡିଜିଟାଲ୍ ଅର୍ଥନୀତି ସହିତ କ୍ଲାଉଡ୍
Read More...

ବିଏସ୍‌ଏଫ୍‌ର ୬୦ତମ ରେଜିଂ ଦିବସ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ନେଇ ଅଭୂତପୂର୍ବ ପରିବର୍ତନବିଏସ୍‌ଏଫ୍‌ ଯବାନଙ୍କ ଅବଦାନ ସ୍ୱର୍ଣ୍ଣିମ ଅକ୍ଷରରେ ଲିପବଦ୍ଧ ହୋଇରହିବସାହସ, ଶକ୍ତି ଓ ତ୍ୟାଗ ସହ ବିଏସ୍‌ଏଫ୍‌ ଯବାନ ଆଗଧାଡିର ସୁରକ୍ଷା ବଳଯବାନଙ୍କ ସମର୍ପିତ ସେବା ଲାଗି ସାରା ଦେଶ କୃତଜ୍ଞସୀମାରେ ଆଂଟି
Read More...

ଡିସେମ୍ବର ୧୧ରେ ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

● ମହିଳାଙ୍କ ନେତୃତ୍ୱାଧୀନ ପଞ୍ଚାୟତଗୁଡ଼ିକୁ ସଫଳତା : ୪୨% ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତା ମହିଳା● ଓଡ଼ିଶାକୁ ମିଳିବ ମୋଟ୍ ୭ଟି ପୁରସ୍କାର; ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ହୋଇଛି
Read More...

୧୫୩ ୟୁନିଟ ରକ୍ତଦାନ କଲା ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁଶଙ୍ଗ +୨ କଲେଜ ପରିସରରେ ୮୪ ଘର ଅଘରିଆ ସମାଜ ଜିଲ୍ଲା ଟ୍ରଷ୍ଟ ଆନୁକୂଲ୍ୟରେ କୁଶଙ୍ଗ ମଣ୍ଡଳ ଅଧିନସ୍ଥ ବିର୍କେଲ, କୁଶଙ୍ଗ, ଡୁଡୁକା ଓ ରୋଥ ଗୁଡିର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟ୍ରଷ୍ଟ ସଭାପତି
Read More...

ଜେସିଆଇ ଟିଟିଲାଗଡ଼ ସିଟିର ପ୍ରତିଷ୍ଠା ଦିବସ ପାଳିତ : ଆଗାମୀ ବର୍ଷ ପାଇଁ ସଭାପତି ହେଲେ ବିକାଶ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଜେସିଆଇ ଟିଟିଲାଗଡ଼ ସିଟିର ପ୍ରତିଷ୍ଠା ଦିବସ ସ୍ଥାନୀୟ ଡିଏନ୍‌ ରିସର୍ଟ ଠାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି
Read More...

ଶିଶୁ କିଶୋର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ଗତ କାଲି ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ ମୋଟରୀ ପ୍ରାଙ୍ଗଣରେ ଏକ ଭବ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆ‌ୟୋଜିକା ଲକ୍ଷ୍ମୀ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଧାନଚାଷୀ ମେଳାରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ପଡିଆରେ ଗଞ୍ଜାମ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରଦାନ ଉପରେ ରାଜ୍ୟ
Read More...

ସ୍ୱଦେଶୀ ମେଳା ଆସନ୍ତା ଡ଼ିସେମ୍ବର ୨୫ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଦେଶୀ ମେଳା ଆସନ୍ତା ଡ଼ିସେମ୍ବର ମାସ ୨୫ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏନେଇ ସ୍ୱଦେଶୀ ଜାଗରଣ ମଞ୍ଚ, ରାଉରକେଲା ତରଫରୁ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରଘୁନାଥପାଲି
Read More...

ବିକାଶ ସ୍କୁଲର କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ନବାକାଂକ୍ଷା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ, କ୍ରୀଷ୍ଣା ବିକାଶ ଗୃପ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ, ବରଗଡ଼ର ମିଳିତ ଆନୁକୂଲ୍ୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ନବାକାଂକ୍ଷା ସ୍ଥାନୀୟ
Read More...