Daily Archives

ଚୋରମରା ଟି -୧୦ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନାରାୟଣପୁରକୁ ହରାଇ ଶିବତଲା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଚୋରମରା ୟୁଥ୍ ଏସୋସିଏସନ୍ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଟି-୧୦ କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଦେଓଗାଁ ବ୍ଲକ
Read More...

ଘରୋଇ କଳହକୁ ନେଇ ପୋଲିସ ଦମ୍ପତିଙ୍କ ମଧ୍ୟରେ ଝଗଡା : ସ୍ତ୍ରୀ ଗୁରୁତର

ବଲାଙ୍ଗିର, (ଲକ୍ଷ୍ମୀକାନ୍ତ ସାହୁ) : ଘରୋଇ କଳହକୁ ନେଇ ପୋଲିସ ଦମ୍ପତିଙ୍କ ମଧ୍ୟରେ ଝଗଡା । ସ୍ୱାମୀଙ୍କ ନୃଶଂସ ଆକ୍ରମଣରେ ସ୍ତ୍ରୀ ଗୁରୁତର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଂଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ରିଜର୍ଭ ପୋଲିସରେ କନେଷ୍ଟବଳ
Read More...

ସୁଭଦ୍ରା ପାଇଁ ହୋର୍ଡିଙ୍ଗ ବିଜ୍ଞାପନ ବ୍ୟୟ ଅଟକଳ ୭ କୋଟି

ସରକାର ବଦଳିଛି ହେଲେ ଚରିତ୍ର ବଦଳିନି - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭାଗୀୟ ଜନ ସୂଚନା ଅଧିକାରୀ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି ଯେ,
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାଷୀମାନଙ୍କୁ ଇନପୁଟ୍ ସବସିଡି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ଼ର ସୋହେଲାଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀମାନଙ୍କ ପାଇଁ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ବଣ୍ଟନ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ଜିଲ୍ଲାର ଚାଷୀମାନେ ବଲାଙ୍ଗିର ସ୍ଥିତ କୋଶଳ କଳା ମଣ୍ଡଳ ପଡ଼ିଆଠାରେ ଆଭାସୀ
Read More...

ଜୟପୁରରେ ଏସୟୁଜେର ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ

ଚତୁର୍ଥ ନୁହେଁ ଗଣମାଧ୍ୟମ ହେଉଛି ସମାଜର ମୁଖ୍ୟସ୍ତମ୍ଭ - ତାରା ପ୍ରସାଦ ଜୟପୁର, (କେପିଏନ୍‌ଏସ୍‌) : ସାମ୍ବାଦିକମାନଙ୍କ ସେବା ନିଷ୍ଠା ଓ କଠିନ ପରିଶ୍ରମର ତୁଳନା ନାହିଁ । ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସେମାନେ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରିବାକୁ ଆଗେଇ ଆସିଥାନ୍ତି ।
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଯୋଷୀଙ୍କ ଅବସର ଗ୍ରହଣ ଅବସରରେ ସ୍ଥାନୀୟ ଜନସାଧାରଣ, ବିଭାଗୀୟ କର୍ତ୍ତୃପକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା
Read More...

ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପାୱାର ହିଟର୍ସ୍ ବିଜୟ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ମୟୁରପଦା ଠାରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମେଚ ପାୱାର ହିଟର ଏବଂ ଇଗଲ ଏକାଦଶ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ପାୱାର ହିଟର୍ ନିର୍ଦ୍ଧାରିତ
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ବ୍ଲକ ସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉଦ୍‌ଘାଟନୀ ସଭାରେ
Read More...

ଟିଟିଲାଗଡରେ ଲିମକା ବୁକ୍ ଅଫ୍ ୱାଲର୍ଡ ରେକର୍ଡ ଡାକ୍ତର ସୁରେଶ କୁମାର ଅଗ୍ରୱାଲଙ୍କ ନିଶୁଳ୍କ ପରାମର୍ଶ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ଅନେକ ଦମ୍ପତ୍ତି ଆଜି ବି ସନ୍ତାନ ପାଇବାରୁ ବଞ୍ଚିତ ଅଛନ୍ତି । ସେମାନଙ୍କ କଣ କଣ ଅସୁବିଧା ରହିଛି ? କେଉଁ କାରଣରୁ ଏପରି ଅସୁବିଧା ରହୁଛି ? ତାହାର ଚିକିତ୍ସା କରିବା ପାଇଁ ବାହାର ଜିଲ୍ଲା ତଥା ରାଜ୍ୟକୁ ଯିବାକୁ ପଡୁଛି । ଏହାକୁ
Read More...

ଧୁମ୍‌ଧାମ୍‌ରେ ଶୁଭାରମ୍ଭ ହେଲା ଚଇତି – ୨୦୨୪

"ସୌରା ଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମରିଚଗୁଡା ଠାରେ ଚଇତି - ୨୦୨୪ ଶୁଭାରମ୍ଭ ହୋଇଯାଇଛି । ମରିଚ଼ଗୁଡ଼ା ଗ୍ରାମରେ ସୌରା ଆଦିବାସୀମାନଙ୍କର ଭାଷାର ଉତ୍ପତି ସ୍ଥଳ ଓ ମୁଖ୍ୟ
Read More...