Daily Archives

ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ୟୁପିଆଇ

ଭାରତରେ ୟୁପିଆଇର ସଫଳତାକୁ ଅନୁକରଣ କରିବ ବିଶ୍ୱ ଭୁବନେଶ୍ୱର, (ପିଆଇବି) : ୨୦୧୬ରେ ଆରମ୍ଭ ହେବାପରଠାରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଭାରତରେ ଆର୍ଥିକ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏହା ମାଧ୍ୟମରେ ପ୍ରାୟ ୩୦ କୋଟି ଲୋକ ଓ ୫ କୋଟି ବ୍ୟବସାୟୀ ସହଜରେ
Read More...

ଆସନ୍ତା ୧୧ରୁ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ

ନୂଆଦିଲ୍ଲୀ, (ପିଆଇବି) : ଦେଶର ୫୧ଟି କେନ୍ଦ୍ରରେ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ ଆସନ୍ତା ୧୧ ତାରିଖ ଦିନ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାକୁ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ । ଏସ୍‌ଆଇଏଚ୍‌ ହେଉଛି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରମାନେ
Read More...

୧୦୦ ଦିନର ପଦକ୍ଷେପ ସ୍ୱରୂପ ୨୦୨୫ ସୁଦ୍ଧା ଟି.ବି. ମୁକ୍ତ ଭାରତ ପାଇଁ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ୧୦୦ ଦିନର ପଦକ୍ଷେପ ସ୍ୱରୂପ ଟି.ବି. ନିରାକରଣ ଅଭିଯାନ ଶନିବାର ଶୁଭାରମ୍ଭ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩୪୭ଟି ଜିଲ୍ଲାରେ ଏହି
Read More...

ବାଘ ମାରିବା ନେଇ ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା

ନୂଆପଡ଼ା, (ଅଜିତ ବେହେରା) : ବାଘ ମାରିବା ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଖଡ଼ିଆଳ ଥାନା ଅନ୍ତର୍ଗତ ଦାବ୍ରୀ ଗ୍ରାମର ୫ଜଣ ଆଦିବାସୀ ବ୍ୟକ୍ତି । ସେମାନେ ହେଲେ ଟିକଚନ ମାଝୀ, ଜୟରାମ ମାଝୀ, ଗୋରେଖ
Read More...

ରାୟଗଡା ଜିଲ୍ଲା ଡିଜିଟାଲ ମିଡିଆ (ଆର୍‌ଡିଏମ୍‌)ର ନୂତନ କାର୍ଯ୍ୟକର୍ତ୍ତା ଚୟନ

ରାୟଗଡ଼ା (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ଡିଜିଟାଲ ମିଡ଼ିଆ ସଙ୍ଘ (ଆର୍‌ଡିଏମ୍‌)ର ନୂତନ କାର୍ଯ୍ୟକର୍ତ୍ତା ଚୟନ ବୈଠକ ହେଇଯାଇଛି । ଏହି ବୈଠକରେ ଜିଲ୍ଲା ଅନ୍ତର୍ଗତ ୧୧ଟି ବ୍ଲକରୁ ୫୦ରୁ ଅଧିକ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧିମାନଙ୍କର ରାୟଗଡ଼ା ସଦର ମହକୁମା ଫରେଷ୍ଟ ପାର୍କ
Read More...

ବାବା ସାହେବ୍ ଆମ୍ବେଦକରଙ୍କ ୬୯ତମ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବି.ଜେ.ପି କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା, ଅନୁସୂଚିତ ଜାତି ସଭାପତି କିର୍ତ୍ତନ ଦାସଙ୍କ ପୌରହିତରେ ବାବା ସାହେବ୍ ଆମ୍ବେଦକରଙ୍କ ୬୯ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଭାରତର ସମ୍ବିଧାନ ପ୍ରଣେତା ତଥା
Read More...