Daily Archives

ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବର ଶୁଭାରମ୍ଭ
Read More...

ସମ୍ବିଧାନ ପ୍ରଣେତାଙ୍କ ମହାପ୍ରୟାଣ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି ଓ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ତରଫରୁ ସେକ୍ଟର ୭-୧୭ ଛକ ନିକଟସ୍ଥ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ବିଜେପିର ନେତୃବୃନ୍ଦ ତାଙ୍କ ମହାପ୍ରୟାଣ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ରାଜ୍ୟ
Read More...

ଅବ୍ୟବସ୍ଥା ଘେରରେ ଓଡେଶୁ ଗାଁ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଯାଗୁଗୁଡା ପଞ୍ଚାୟତ ଅନ୍ତର୍ଗତ ଓଡ଼େଶୁ ଗାଁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଅନେକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ରହିଥିବା ଜଣାପଡିଛି । ଗାଁର ଚତୁଃପାର୍ଶ୍ଵରେ ବଣ ପାହାଡ ଘେରି ରହିଥିବା ବେଳେ ଓଡେଶୁ ଗାଁଟି ପଞ୍ଚାୟତରୁ
Read More...

ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଯୋଜନା । ଏହି କୌଶଳ ଶିକ୍ଷା କରିଥିଲେ ଯେକୌଣସି ପରିସ୍ଥିତିରେ ବାଳିକାମାନେ
Read More...

ଟିବି ନିରୋଧକ ଔଷଧ କମ ରହିଥିବା ଖବର ମିଥ୍ୟା

ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ଟିବି ନିରୋଧକ ଔଷଧ କମ ରହିଥିବା ଖବର ମିଥ୍ୟା ଓ ଭ୍ରମାତ୍ମକ ଅଟେ । ଦେଶର ସମ୍ବେଦନଶୀଳ ୩୪୭ଟି ଜିଲ୍ଲାରେ ଶହେ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ଏନେଇ ପ୍ରଚାର ପ୍ରସାର କରାଯିବ । ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ
Read More...

ପଦ୍ମପୁର ବନବିଭାଗକୁ ବଡ ସଫଳତା : ଧରା ପଡିଲା ଲକ୍ଷ ଲକ୍ଷ ଟଙ୍କାର ଖଇରକାଠ ସହ ପିକଅପ୍ ଭ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପେଟ୍ରୋଲିଂ କରୁଥିବା ବେଳେ ଚୋରା ଚାଲାଣ ହେଉଥିବା ଖଇରକାଠ ସହ ପିକଅପ୍ ଭ୍ୟାନ (ଓଆର୍ ୧୭ ଏଫ୍ ୭୩୨୦)କୁ ପଦ୍ମପୁର ରେଞ୍ଜ ଅଧୀନସ୍ଥ ବରିକେଲ ଗ୍ରାମରୁ ଜବତ କରିଛି ପଦ୍ମପୁର ବନ ବିଭାଗ । ଜବତ କାଠର ଓଜନ ୧୨ କ୍ୱିଣ୍ଟାଲ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ
Read More...

ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀଙ୍କ ସଭାପତିତ୍ୱରେ ଆସନ୍ତା ଡ଼ିସେମ୍ବର ୧୮/୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ
Read More...

ମୁନିଗୁଡ଼ା ପାଇକସାହିରେ ୩୭ତମ ମହାଲକ୍ଷ୍ମୀ ଯାତ୍ରାର‌ ଶୁଭାରମ୍ଭ‌

ମୁନିଗୁଡା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲାର ଭକ୍ତି ବତ୍ସଳ ତଥା ଆଧ୍ୟାତ୍ମିକ ଭାବନାର ପଥିକ ମୁନିଗୁଡ଼ା ବ୍ଲକ ସଦର ମହକୁମା ପାଇକସାହି । ଏହି ସାହିର ବିଜୁପଟ୍ଟନାୟକ ଯୁବକ ସଂଘ ଓ ସାହି ବାସିନ୍ଦାଙ୍କ ସହଯୋଗରେ ଦୀର୍ଘ‌ ୩୭ ବର୍ଷ ହେବ ମାର୍ଗଶୀର ମାସର ମା ମହାଲକ୍ଷ୍ମୀଙ୍କ ଯାତ୍ରା
Read More...

ସାମାଜିକ ଏବଂ ମାନବ ବିଜ୍ଞାନରେ ଆଇ.ସି.ଏସ.ଏସ.ଆର’ର ରିସର୍ଚ୍ଚ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଶୁଭାରମ୍ଭ

ଦୃଢ଼ ସାମାଜିକ ବିଜ୍ଞାନ ଗବେଷଣା ଭାରତୀୟତାର ସଭ୍ୟତାକୁ ସୁଦୃଢ଼ କରିବା ସହ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି - ଧର୍ମେନ୍ଦ୍ର ପ୍ରଧନବ୍ୟକ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଅନେକ ଦକ୍ଷ ଗବେଷକଙ୍କୁ ସୃଷ୍ଟି କରିବସାମାଜିକ ବିଜ୍ଞାନର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅନନ୍ୟ
Read More...

ଡ଼. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ଭାରତ ରତ୍ନ ଆମ୍ବେଦକରଙ୍କ ୬୮ତମ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ଭାରତ ରତ୍ନ ଡ଼. ବି.ଆର୍‌. ଡ଼. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶୁକ୍ରବାର ପୂର୍ବାହ୍ନରେ ଡ଼. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ବେଦକଙ୍କ
Read More...