Daily Archives

ଲୋକ ଉତ୍ସବ ନହେବାର ଆଶଙ୍କା ଦୂର : କଳାକାର ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରଙ୍କୁ ଅର୍ଥ ବ୍ୟବସ୍ଥା ପାଇଁ ପତ୍ରାଳାପ କରାଯାଇଛି । ସରକାରୀ ଅନୁଦାନ ଆସିଲେ ବଲାଙ୍ଗିର ଲୋକ ଉତ୍ସବ ହେବ ବୋଲି ପ୍ରଶାସନରୁ ଶୁଣିବା ପରେ ବଲାଙ୍ଗିରର କଳାକାରମାନଙ୍କ ମଧ୍ୟରେ ଲୋକ ଉତ୍ସବ ନହେବାର ଆଶଙ୍କା ଛାଇ ଯାଇଥିଲା । ଏ ବିଷୟରେ ବିଚାର ଆଲୋଚନା
Read More...

ବିଜେପୁରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

ଦିବ୍ୟାଙ୍ଗଙ୍କ ପ୍ରଗତି ପାଇଁ ଉପଯୁକ୍ତ ସ୍ନେହ ଶ୍ରଦ୍ଧା ଆବଶ୍ୟକ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଡ଼ିଆରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି ।
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ଦ୍ୱିତୀୟ ଦିନ ନାୟିକା ରାଉରକେଲାର ନାଟକ ଶୂନ୍ୟତା ଓ ଉପହାର ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଦ୍ୱିତୀୟ ଦିବସରେ
Read More...

ଇପ୍‌ସିତା ବିଶ୍ୱାଳଙ୍କୁ କଳିଙ୍ଗ କନ୍ୟା ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ, ଭୁବନେଶ୍ୱର ତରଫରୁ ରାଉରକେଲାର ସମାଜସେବୀ ଇପ୍‌ସିତା ବିଶ୍ଵାଳଙ୍କୁ କଳିଙ୍ଗ କନ୍ୟା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଇଞ୍ଜିନିୟରିଙ୍ଗ୍ ଭବନରେ ଆୟୋଜିତ ଏକ
Read More...

ରାଜ୍ୟସ୍ତରୀୟ ମହକ ଉତ୍ସବରେ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ କସ୍ତୁରବା ମାତୃ ନିକେତନର ଛାତ୍ରୀ ଲିପି ଦାସ ପାଇକମାଲ ଯମୁନା କନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ରାଜ୍ୟସ୍ତରୀୟ "ମହକ ଉତ୍ସବ"ରେ ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କ
Read More...

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ପଦ୍ମପୁର ବିଇଓ ଅଫିସ୍ ଆନୁକୁଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଡିଓ ଦେବାଶିଷ ସିହ୍ନା ମୁଖ୍ୟଅତିଥି ଭାବରେ ଯୋଗଦାନ
Read More...

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ତାରିଖ ଦିନ ସକାଳ ୯ ଟାରେ ସେକ୍ଟର ୭ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସେକ୍ଟର ୭ ରାୟିମା କ୍ଲବ ଠାରେ ଅରଜିନାଲ ପାୱାର କ୍ଲବ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

ପାଇକମାଲ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୪ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ
Read More...

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ତାଲିମ ଶିବିର ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଵଚ୍ଛତା ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ତଥା ଓଡ଼ିଶା ସରକାର ଏକ ତାଲିମ ଶିବିର ଆୟୋଜନ କରିଛନ୍ତି । ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତ ବନମାଲ ଠାରେ ଏକ ଦିନିକିଆ ତାଲିମ ଶିବିର
Read More...

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚା’ ଦୋକାନ ଉପରେ ଚଢ଼ିଗଲା ୱାଗନର କାର : ୪ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମଙ୍ଗଳବାର ମଧ୍ୟାହ୍ନରେ ଦ୍ରୁତଗତିରେ ଆସି ଦୁଇ ଜଣଙ୍କୁ ଧକ୍କା ଦେବାପରେ ରାସ୍ତା କଡ଼ରେ ଥିବା ପରିବା ଦୋକାନ ଓ ଚା' ଦୋକାନ ଉପରେ ଚଢ଼ିଗଲା ଓଡି-୧୨-ଇ-୫୬୦୪ ନଂ. ବିଶିଷ୍ଠ ୱାଗନର କାର୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା
Read More...