Daily Archives

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧ ସ୍ଥିତ ଡ଼ିଭାଇନ ଲାଇଫ ଏକାଡେମୀରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ଛାତ୍ର ବିକ୍ରାନ୍ତ କୁମାର ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ
Read More...

କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍‌ ସିଲ୍‌ କଲା ପ୍ରଶାସନ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାର ଜଣାଶୁଣା ଆଲିସାନ ସିନେମା ହଲ୍‌ରେ ପୋଲିସ ଓ ପ୍ରଶାସନ ପକ୍ଷରୁ ତନାଘନା ତଦନ୍ତ ପରେ ସିନେମା ହଲ୍‌ ସିଲ୍‌ ହୋଇଥିବା ଦେଖିବାକୁ ମିଳିଛି । ବେଲପଡା ବ୍ଲକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଜଣାଶୁଣା ଆଲିସାନ ସିନେମା ହଲ୍‌ରେ ପ୍ରଶାସନର
Read More...

ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାରା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଙ୍ଗଳବାର ସ୍ଥାନୀୟ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଦୁଇଗୋଟି ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନ ସମାରୋହ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ପ୍ରଥମ
Read More...

ଲାଞ୍ଜିଗଡ଼ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଦେୱାନୀ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଚ୍ଚ ନ୍ୟାୟାଳୟ, ଓଡ଼ିଶା, ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରନ୍ ସିଂ ଏହି ଅଦାଲତକୁ ଭିଡ଼ିଓ
Read More...

ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ : ସିଷ୍ଟର ଶିବାନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ ବୋଲି ଆନ୍ତର୍ଜାତୀକ ପ୍ରବଚକ ସିଷ୍ଟର ଶିବାନୀ କହିଛନ୍ତି । ସ୍ଥାନୀୟ ସେକ୍ଟର - ୨ ଦୁର୍ଗାପୂଜା ପଡିଆ ଠାରେ ଆୟୋଜିତ ବ୍ରହ୍ମକୁମାରୀ ପ୍ରବଚକ ସଭାରେ ଯୋଗଦେଇ ସିଷ୍ଟର ଶିବାନୀ
Read More...

ଟିଟିଲାଗଡ଼ ବ୍ଲକପଡ଼ା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ତଥା ଭଗବତ ପ୍ରଚାରକ ଗୌର ପ୍ରସାଦ ପୁରୋହିତଙ୍କ ଇହଧାମ ତ୍ୟାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକପଡ଼ାର ନିବାସୀ ଅବସରପ୍ରାପ୍ତ ଶିକ୍ଷକ ତଥା ଭଗବତ ପ୍ରଚାରକ ଭାବେ ଜଣାଶୁଣା ବ୍ୟକ୍ତିତ୍ୱ ଗୌର ପ୍ରସାଦ ପୁରୋହିତଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସୋମବାର ଦିନ ହାଟପଦା ପଡ଼ା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ବଡ ପୁଅ ଜ୍ୟୋତି ପ୍ରକାଶ
Read More...

ପ୍ରହସନ ପାଲଟିଛି ‘ମୋ ଜଙ୍ଗଲ ଜମି ଯୋଜନା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନିକ ଆନ୍ତରିକତା ଅଭାବରୁ ବଲାଙ୍ଗିର ଜିଲ୍ଲାରେ ପ୍ରହସନ ପାଲଟିଛି ମୋ ଜଙ୍ଗଲ ଜମି ଯୋଜନା । ବିଭାଗୀୟ ଅଧିକାରୀଙ୍କ ଅବହେଳା ତଥା ଅସହଯୋଗ ମନୋଭାବ ଯୋଗୁଁ ଏହି ଯୋଜନାର ସୁଫଳ ପାଇବାରୁ ସାଧାରଣ ଲୋକେ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି । ଅନୁସୂଚିତ ଜନଜାତି
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାଙ୍କ ମିଳିତ ସହଯୋଗରେ ସ୍ଥାନୀୟ ଖେଳ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ
Read More...

ମା’ ରାମଚଣ୍ଡୀ ଶକ୍ତିପୀଠରେ ସଙ୍କୁଳସ୍ତରୀୟ ସମିତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ଚଳିତ କାର୍ତ୍ତିକ ଶୁକ୍ଳ ନବମୀ, ଇଂରାଜୀ ତାରିଖ ୧୦/୧୧/୨୦୨୪, ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ସୌଜନ୍ୟରେ ଛତ୍ରପୁର ସଙ୍କୁଳ ସ୍ତରୀୟ ପରିଚାଳନା ସମିତି
Read More...

ରାମଚଣ୍ଡୀ ମନ୍ଦିରର ଦକ୍ଷତା ସମ୍ପନ୍ନ ସେବକ ସନ୍ତୋଷ ମହାରଣାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟରେ ରହିଥିବା ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ଜଣେ ଦକ୍ଷତା ସମ୍ପନ୍ନ ସେବକ ସନ୍ତୋଷ ମହାରଣାଙ୍କ ଗତକାଲି ମଧ୍ୟାହ୍ନ ବେଳକୁ ଦେହାନ୍ତ ହେଇଯାଇଛି । ହିଞ୍ଜିଳିକାଟୁ ବ୍ଲକ କୋଟିଆପଦର ଗ୍ରାମପଞ୍ଚାୟତ
Read More...