Daily Archives

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଗୋଖୁରୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନାଙ୍କ ଦ୍ଵାରା ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବିଜେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ତୁରେକେଲା କ୍ଲଷ୍ଟର ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ମାସିକ ବୈଠକ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରର ଏଗାରଗୋଟି ବିଦ୍ୟାଳୟର
Read More...

ବଲାଙ୍ଗିର ଦିନ୍ ଆଲୋଚନାଚକ୍ର ‘ମୋର ବଲାଙ୍ଗିର’

ଶିକ୍ଷା ବିକାଶ ହିଁ ମୋର ବଲାଙ୍ଗିରକୁ ବିକଶିତ କରିବ- ନରସିଂହରାଜତନ୍ତ୍ରରେ ମୌଳିକ ଅଧିକାର ବୋଲି କିଛି ନଥିଲା - ଐତିହାସିକ ଶିବ ନନ୍ଦସଂସ୍କୃତି ଓ ସାମାଜିକ ସ୍ତରରେ ଇତିହାସ ସମୃଦ୍ଧ କିନ୍ତୁ ବଲାଙ୍ଗିରରେ ବୀରତ୍ୱର ଇତିହାସ ନାହିଁ - ମନୋରଂଜନରତ୍ନ ଗର୍ଭା ପର୍ବତମାଳା ଉପରେ ଦାନବ ମାନଙ୍କ
Read More...

ସାଂସଦ ଓ ବିଧାୟକ ମୁନିଗୁଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା । ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି ଶ୍ରୀ ଉଲାକା । ପ୍ରଥମେ ତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇଥିଲା ପରେ ସେ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଥିବା ସହୀଦ ଲକ୍ଷ୍ମଣ
Read More...

ନୂଆପଡା ଜିଲ୍ଲାରେ ଭୋଟର୍ ତାଲିକାର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ପଥ ଉତ୍ସବ ଆୟୋଜିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଭୋଟର୍ ତାଲିକାର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ଉପଲକ୍ଷେ ମହାସମାରୋହରେ ପଥ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ପଦଯାତ୍ରା, ରଙ୍ଗୋଲି, ସେଲ୍‌ଫି ପଏଣ୍ଟ, ସ୍ୱାକ୍ଷର କାନଭାସ, ମ୍ୟୁଜିକ ଚେଆର, କୁଇଜ୍, ଚିତ୍ରାଙ୍କନ, କାନ୍ଦଣା
Read More...

ରାଷ୍ଟ୍ରପତି ଭବନରେ କୋଣାର୍କ ଚକର ପ୍ରତିକୃତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି । ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କୋଣାର୍କ ଚକ ସ୍ଥାପନ
Read More...

ବଲାଙ୍ଗିର ସୋନପୁର ଜାତୀୟ ରାଜପଥରେ ମଦ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୋନପୁର ଜାତୀୟ ରାଜପଥ ମଲମୁଣ୍ଡା ନିକଟରେ ମଦ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌ ବୋଲି ଏକ ବଡ଼ ଖବର ମିଳିଛି । ଆଜି ବିଳମ୍ବିତ ରାତ୍ରୀରେ ଏକ ଟ୍ରକ୍‌ (ଓଡ଼ି୧୬ଇ ୯୧୯୨) ଏକ ପିକ୍‌ଅପ୍‌ (ଓଡ଼ି୨୪୫୮୭୬)ଗାଡ଼ିକୁ ଧକ୍କା ଦେଇଥିଲା ।
Read More...

ବଲାଙ୍ଗିର ପୋଲିସର ବଡ଼ ଖୁଲାସା : ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ବଡ଼ ଖୁଲାସା । ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋଦ୍‌ ଆଇଜି
Read More...

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪

ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍‌ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲପ୍ରତି ଗାଁରେ ଗୋଟେ ଲେଖାଏଁ Response Teamଗଠନ କରାଯିବଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ
Read More...

ଭୁବନେଶ୍ୱରରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ : ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀ ଯୋଗୁ ଆମ ରାଜ୍ୟରେ ଉନ୍ନତମାନର ଔଷଧ ବିତରଣ ତ୍ୱରାନ୍ୱିତ ହୋଇପାରିବ- ମୁଖ୍ୟମନ୍ତ୍ରୀପ୍ରଧାନମନ୍ତ୍ରୀଙ୍କ ଯୋଗୁ ସାରା ବିଶ୍ୱରେ ‘ଯୋଗ’ର ଲୋକପ୍ରିୟତା ବଢିଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :
Read More...