Daily Archives

ସଂରକ୍ଷିତ ଗୋଚର ଜମିକୁ ପ୍ରଶାସନ ଅନ୍ୟକୁ ଦେଇ ଦେବାରୁ ଗ୍ରାମବାସୀଙ୍କ ଧାରଣା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗାଁର ବଞ୍ଜାରୀ ଖେଳପଡ଼ିଆକୁ ପ୍ରଶାସନ ଅନ୍ୟକୁ ଟେକିଦେବାରୁ ଗ୍ରାମବାସୀ ବିରୋଧ କରି ସୋମବାର ଧାରଣାରେ ବସିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବୁ ବୋଲି
Read More...

ଖୁବ୍‌ ଶୀଘ୍ର ଖୁଲାସା ହେବ ବଲାଙ୍ଗିରର ବହୁ ଚର୍ଚିତ ଡବଲ୍‌ ମର୍ଡର୍‌ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୁବ୍‌ ଶୀଘ୍ର ଖୁଲାସା ହେବ ବହୁ ଚର୍ଚିତ ଡବଲ୍‌ ମର୍ଡର୍‌ ଘଟଣା । ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଥିବା ବଲାଙ୍ଗିର ପୋଲିସକୁ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳତା ମିଳିଥିବା ଆଲୋଚନା ହେଉଛି । ଗୋଟିଏ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି, ଏହି ହତ୍ୟାକାଣ୍ଡ
Read More...

ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲୀଠାରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ବାବା ଲିଂଗରାଜ ଦୁଗ୍ଧ ସେବା ସମବାୟ ସମିତିର ଲିଂଗରାଜ ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ସର୍ବମୋଟ ୮୭ ଜଣ ଚକ୍ଷୁ ପରିକ୍ଷା ପାଇଁ ଉପସ୍ଥିତ ରହି
Read More...

ହାଇଟେକ୍‌ ହସ୍ପିଟାଲରେ ଭୁଲ ଚିକିତ୍ସାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ : ଥାନାରେ ଅଭିଯୋଗ କଲେ ଝିଅ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଥାନାର କାର୍ଯ୍ୟରତ ହୋମଗାର୍ଡ ଆର୍‌. ଧନୁ ରେଡ୍ଡୀଙ୍କ ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ମଞ୍ଚେଶ୍ୱର ଥାନାରେ
Read More...

ମୁରିବାହାଲରେ ଜୁଆ ଆଡ୍ଡାରେ ଚଢାଉ : ୨ ସାମ୍ୱାଦିକଙ୍କ ସହ ୪ ଥାନାରେ ଅଟକ, ଜଣେ ଫେରାର

ନଗଦ ୩୯୫୦ ଟଙ୍କା, ୩ ମୋବାଇଲ ଓ ୪ ବାଇକ୍‌ ଜବତଆଜି ଗିରଫ ପରେ ହେବେ କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଆର୍‌ଏମ୍‌ସି ଗୋଦାମରେ ପ୍ରତିଦିନ ଜୁଆ ଖେଳ ଚାଲିଥିବା ଅଭିଯୋଗ ପାଇ ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ନିଜକୁ ସାମ୍ୱାଦିକ
Read More...

୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଟିକିରି ଥାନା ଅନ୍ତର୍ଗତ କଡିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାମ ସାହୁଙ୍କ ଘରୁ ଗତ ସେପ୍ଟମ୍ବର୨୧ ତାରିଖରେ ଘରର ଆଜବେଷ୍ଟର ଭାଙ୍ଗି ଦିବ୍ୟାଙ୍ଗ ଦମ୍ପତିଙ୍କ ହାତଗୋଡ ବାନ୍ଧି ଟଙ୍କା, ସୁନା ସହ ମୋବାଇଲ ଚୋରି କରି ନେଇଥିଲେ । ସେହିପରି ଭାବେ ଗତ
Read More...

ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ଭଦ୍ରକ : ପୋଖରୀରେ ପଡି ବୃଦ୍ଧାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ପଂଚାୟତ ବେଲ ଗଡିଆ ଗ୍ରାମର ପାଞ୍ଚାଳୀ ନାୟକ (୭୫) ବର୍ଷ ହେବ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ସୂଚନା ଅନୁସାରେ, ପାଞ୍ଚାଳୀଙ୍କ ଏକମାତ୍ର ପୁଅ ମୁକ୍ତିକାନ୍ତ ନାୟକ ସକାଳୁ
Read More...

ଭାରସାମ୍ୟ ହରାଇ କଲେଜ ବସ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍ : ୧୦ ଛାତ୍ରୀ ଆହତ

କଟକ : କଲେଜ ବସ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍ । ଦୁର୍ଘଟଣାରେ ୧୦ ଛାତ୍ରୀ ଆହତ । ଖାନନଗର ଟ୍ରାଫିକ୍‌ ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଅନୁସାରେ, ସକାଳେ ଏକ ଘରୋଇ କଲେଜ ବସ୍‌ କିଛି ଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଖାନନଗର ଟ୍ରାଫିକ୍‌ ଛକ ନିକଟରେ ପଛରୁ
Read More...

ବିଶ୍ୱ ମସ୍ତିଷ୍କାଘାତ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ କରାଯାଉଥିବା 'ବିଶ୍ୱ ମସ୍ତିଷ୍କାଘାତ ଦିବସ' ହେଉଛି ଏକ ବିଶ୍ୱସ୍ତରୀୟ ସଚେତନତା ଦିବସ, ଯାହା ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ, ଏହାର ପ୍ରତିରୋଧ ଏବଂ ଷ୍ଟ୍ରୋକ୍‌ରୁ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ଉନ୍ନତ ଯତ୍ନ ଏବଂ
Read More...

ଆନ୍ତର୍ଜାତୀୟ ସଂଗଠିତ ସାଇବର ଅପରାଧୀଙ୍କ ଦ୍ୱାରା ବେଆଇନ ଗତିବିଧି ପାଇଁ ବ୍ୟବହାର କରାଯାଉଥିବା ‘ମ୍ୟୁଲ୍’ ବ୍ୟାଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ସାଇବର ସୁରକ୍ଷିତ ଭାରତ ଗଠନ ପାଇଁ ସମସ୍ତ ପଦକ୍ଷେପ ନେଉଛିଗୁଜରାଟ ପୁଲିସ ଏବଂ ଆନ୍ଧ୍ରପ୍ରଦେଶ ପୁଲିସର ଦେଶବ୍ୟାପୀ ଚଢ଼ାଉରୁ ଜଣାପଡିଛି ଯେ, ଆନ୍ତର୍ଜାତୀ
Read More...