Daily Archives

ବସୁନ୍ଧରା ଜ୍ୱେଲର୍ସରେ ଜିଏସ୍‌ଟି ଚଢ଼ାଉ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ଧନତେରସ ପାଇଁ ସୁନା ଦୋକାନ ଗୁଡିକରେ ଗ୍ରାହକଙ୍କ ଗହଳି ଲାଗିରହିଛି । ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବସୁନ୍ଧରା ଜ୍ୱେଲର୍ସରେ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସ୍‌ଟି ଓ ଏନ୍‌ଫୋର୍ସମେଣ୍ଟ ବିଭାଗର ୯ ଜଣିଆ ଟିମ୍‌ ଏହି
Read More...

ସ୍କାଏ ଲାଇଟ୍‌ ଦେଇ ଭିତରକୁ ପଶି ଚୋରି : ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍କାଏ ଲାଇଟ୍‌ ଦେଇ ଭିତରେ ପଶିଲା ଚୋର । ଆରାମର ସହ ସାମଗ୍ରୀ ଧରି ଫେରାର୍‌ ମାରିଲା ଚୋର । ଅଭିନବ ଉପାୟରେ ଏପରି ଚୋରି ଗତରାତିରେ ଖପ୍ରାଖୋଲ ବଜାର ମଧ୍ୟରେ ହୋଇଥିବା ବେଳେ ଏହା ଏବେ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି । ସୂଚନା ଅନୁଯାୟୀ ସୋମବାର
Read More...

ପଦ୍ମପୁର ବିଜେଡି କାଉନସିଲର ଫାଟ ସ୍ପଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଠିକାଦାରଙ୍କୁ ବିନା ଫାଇଲ ଉପଡେଟ୍‌ରେ ବିଲ୍‌ ନଦେବାକୁ କହିଛନ୍ତି ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଠିକାଦାରଙ୍କୁ କାର୍ଯ୍ୟର ବିଲ୍‌ ଶୀଘ୍ର ମିଳୁ ବୋଲି ତାଲା ପକାଇ ଧାରଣା ଦେଇଛନ୍ତି ଉପଧ୍ୟାକ୍ଷା । ଘଟଣାଟି ହେଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର,
Read More...

ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ରଗବୀ ଫୁଟବଲ ଚାମ୍ପିୟନ୍‌ସିପ୍-୨୦୨୪ ତୁଷୁରା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ରଗବୀ ଫୁଟବଲ ଚାମ୍ପିୟନ୍‌ସିପ୍-୨୦୨୪ ତୁଷୁରା ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୭ଟି ବ୍ଲକର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ବିଭାଗରେ ବଲାଙ୍ଗିର,
Read More...

ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ୫ ଦଫା ଦାବି ନେଇ ଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବ ଭାରତୀୟ ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘ ତରଫରୁ ୮ଟି କ୍ଷେତ୍ରିୟ, ୧୧୩ଟି ମଣ୍ଡଳ, ୨୦୪୮ ଶାଖା, ୧୩୮୧ ସ୍କାଏ ଲାଇଟ କାର୍ଯ୍ୟାଳୟ ସମ୍ମୁଖରେ ସର୍ବମୋଟ ୧୪ ଲକ୍ଷ ଅଭିକର୍ତ୍ତା ମୁଖ୍ୟ ୫ଟି ଦାବିକୁ ନେଇ ସମସ୍ତ ବୀମା କାର୍ଯ୍ୟାଳୟ ସମ୍ମଖରେ ଧାରଣା
Read More...

ମାନବିକତା ଦେଖାଇଲେ ସମାଜସେବୀ ସୁଶାନ୍ତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଚାଲିଥାଏ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଜଣେ ବ୍ୟକ୍ତି ଗୁରୁଣ୍ଡି ଗୁରୁଣ୍ଡି ଜିଲ୍ଲାପାଳଙ୍କ ପାଖକୁ ଆସୁଥିଲେ ନିଜର ସମସ୍ୟା ଜଣାଇବା ପାଇଁ । ହଠାତ୍ ତାଙ୍କ ଉପରେ ନଜର ପଡିଲା ସମାଜସେବୀ ସୁଶାନ୍ତ
Read More...

ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କଟାବାହାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା । ଏହି ଅଭିଯୋଗ ଶୁଣାଣିରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ମଲକେନ ଡ୍ୟାମର ଉନ୍ନତିକରଣ, କଟାବାହାଲ ଠାରେ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଏବଂ
Read More...

ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଏବଂ ବଙ୍ଗୋମୁଣ୍ଡା ଧନୁଯାତ୍ରା କମିଟିର ସମନ୍ୱୟ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଚଳିତ ବର୍ଷ ଆସନ୍ତା ନଭେମ୍ବର ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷଣ ସହ ଆକର୍ଷଣୀୟ ସାଂସ୍କୃତିକ
Read More...

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମରେ ଅଖଣ୍ଡ ନାମଯଂଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ, ବାରବାଟୀ ସ୍ଥିତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମରେ ତିନିଦିନ ବ୍ୟାପି ଅଖଣ୍ଡ ନାମଯଂଜ୍ଞ ଶନିବାର ଅନୁଷ୍ଠିତ ହୋଇ ସୋମବାର କୁମ୍ଭ ବିସର୍ଜନ ହୋଇଯାଇଛି । ଜଳାଧିବାସ, ଅଖଣ୍ଡ ନାମ ସଂକୀର୍ତ୍ତନ,
Read More...

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମଦ ବିରୋଧରେ ମହିଳାଙ୍କ ମହାମେଳି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଅବାଧରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଛି । ବାରମ୍ବାର ଅଭିଯୋଗ କଲେ
Read More...