Daily Archives

ସମ୍ମିଶ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅକ୍ଟୋବର ୨୬ରେ ଭାରତ ସହିତ ଜାମ୍ମୁ କାଶ୍ମୀରର ସମ୍ମିଶ୍ରଣର ସ୍ମୃତି ଦିବସ ଭାବରେ ପାଳନ କରାଯାଏ । ଏହି ଦିନ କାଶ୍ମୀରର ମହାରାଜା ହରି ସିଂ ଭାରତ ସହ ଜାମ୍ମୁକାଶ୍ମୀର ‘ଯୋଗଦାନର ଦଲିଲ’ ସ୍ୱାକ୍ଷର କରିଥିଲେ । ଏହି ଡକ୍ୟୁମେଣ୍ଟ ବା ଦଲିଲର
Read More...

ଜର୍ମାନ ବ୍ୟବସାୟ ସମୂହର ୧୮ତମ ଏସିଆ – ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ମହାମହିମ ଚାନସେଲର ସ୍କୋଲଜ,ଭାଇସ୍ ଚାନସେଲର ଡ. ରବର୍ଟ ହାବେକ୍,ଭାରତ ସରକାରଙ୍କ ମନ୍ତ୍ରୀଗଣ,ଜର୍ମାନ ବ୍ୟବସାୟସମୂହର ଏସିଆ - ପ୍ରଶାନ୍ତ ମହାସାଗରୀୟ କମିଟିର ଅଧ୍ୟକ୍ଷ ଡ. ବୁସ୍ଭାରତ, ଜର୍ମାନୀ ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ ଦେଶର ଶିଳ୍ପ
Read More...

ପି.ପି ଏକାଡେମୀର ଡାଇମଣ୍ଡ ଜୁବୁଲି ପାଇଁ ଲୋଗୋ ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖରେ ବଲାଙ୍ଗିର ପତିତପାବନ ଏକାଡେମୀର ଡାଇମଣ୍ଡ ଜୁବୁଲି ମହାସମାରୋହ ପାଳନ ଅବସରରେ ଡାଇମଣ୍ଡ ଜୁବୁଲି ପାଇଁ ସମସ୍ତ କମିଟିକୁ ନେଇ ଏକ ବୈଠକ ସ୍ଥାନୀୟ ପି. ପି ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ କମିଟିର
Read More...

ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଅଷ୍ଟ୍ରେଲିଆର ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେଅଷ୍ଟ୍ରେଲିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ ସାକ୍ଷାତ୍ ଆଲୋଚନାମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ ପରିଦର୍ଶନ କରିବା ସହ ଗବେଷକ ଏବଂ
Read More...

ଏସ୍‌ବିଆଇ ରିପୋର୍ଟ : ଟିକସ ସରଳୀକରଣ ଯୋଗୁଁ ଆଇଟିଆର ଦାଖଲ ବୃଦ୍ଧି

କମୁଛି ଆୟ ଅସମାନତା : ସରକାରୀ ପଦକ୍ଷେପ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ରୋଜଗାର ବଢ଼ାଉଛି ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ)ର ଏକ ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଟିକସ ସରଳୀକରଣ ପଦକ୍ଷେପ କାରଣରୁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ବୃଦ୍ଧି ପାଇଛି । ଟିକସ
Read More...

ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାର ଶୁଭାରମ୍ଭ କଲେ…

‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’ ଭାରତୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଏକ ମାଇଲଖୁଣ୍ଟ ପାଲଟିବ : ରାଜୀବ ରଞ୍ଜନ ସିଂ୫ ଦିନ ଏବଂ ପ୍ରତି ଘଣ୍ଟା ଭିତ୍ତିରେ ସ୍ଥାନୀୟ ପାଣିପାଗ ପୂର୍ବାନୁମାନ ବର୍ତ୍ତମାନ ୨.୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଉପଲବ୍ଧ ହେବ
Read More...

ବିକାଶ ପରିଷଦ ପକ୍ଷରୁ ତୁରେକେଲା ଘେରାଉ

ତୁରେକେଲା, (ପିତାମ୍ବର ଦୀପ) : ବୁଢ଼ାବୁଢ଼ୀ ଭତ୍ତା ୩୦୦୦ ଟଙ୍କା କରିବା ଦାବିରେ କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସମୟରେ ଅଶୋକ କୁଅଁର, ଲକ୍ଷ୍ମଣ ପୁଟେଲ, ଅଜିତ୍
Read More...