Daily Archives

ପାଇକମାଲ ହାଇସ୍କୁଲରେ ସାଇନିଂଙ୍ଗ ଷ୍ଟାର୍‌ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇନିଂଙ୍ଗ ଷ୍ଟାର୍‌ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଅତିଥି ଭାବରେ ରାଧେଶ୍ୟମ ମେହେର ଯୋଗଦାନ କରିଥିଲେ । ଗୋଟିଏ ହାତରେ ପୁସ୍ତକ ଧରି ଅନ୍ୟ ହାତରେ
Read More...

ବ୍ଲକସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ାସମ୍ବର୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଏବିଇଓ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ,
Read More...

ଇବ୍‌ ସେତୁ ନିର୍ମାଣ କାର୍ଯ୍ୟ : ଡ଼ିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟାରମ୍ଭ, ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଦୀପ ପୁରୋହିତ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷର ଓଡିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂଙ୍କ ସହିତ କେତେଗୁଡିଏ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ସଫଳତାର ସହ ସମ୍ପୂର୍ଣ୍ଣ କରିବା ସମ୍ପର୍କରେ ଏକ ପ୍ରେସ
Read More...

ଗାଥାକବି ଗୋଦାବରୀଶ ମିଶ୍ରଙ୍କର ଜୟନ୍ତୀ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ଗାଥାକବି ତଥା ବକୁଳ ବନର କବି ଗୋଦାବରୀଶ ମିଶ୍ରଙ୍କର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ସୁମନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ମୃତ ଦୁଗ୍ଧ ସମ୍ପାଦକଙ୍କ ପରିବାରଙ୍କୁ ମିଳିଲା ୫ ଲକ୍ଷ୍ୟ ଟଙ୍କା ବୀମା ରାଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକ ତବକଟି ଦୁଗ୍ଧ ଶୀତଳକ କେନ୍ଦ୍ର ଅଧୀନରେ ଦୁଗ୍ଧ ଯୋଗାଣ କରୁଥିବା ସାନଟିକା ଦୁଗ୍ଧ ସମିତିର ସମ୍ପାଦକ ଲମ୍ବୋଦର ପଧାନଙ୍କ ହଠାତ୍ ଆକସ୍ମିକ ମୃତ୍ୟୁ ଘଟିଥିଲା । ଲମ୍ବୋଦର ପଧାନ ଏକମାତ୍ର ଘରର ମୁଖ୍ୟ
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ଏଡଗୁମବାଲସା ଗାଁ ନିକଟ ଦେଇ ଯାଇଥିବା ମୁଖ୍ୟ ରାସ୍ତାରୁ ଆସୁଥିବା ବାଇକ୍‌ ସହ ଆଉ ଏକ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ଜମିଜମା ସଂପର୍କିତ କାମ ପାଇଁ ମୃତବ୍ୟକ୍ତି ଭଗି ଜଗଦୀଶ କୁମାର
Read More...

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ଅଧୀନରେ ଋଣ ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବଜେଟ୍‌ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ୨୩ ଜୁଲାଇ ୨୦୨୪ରେ କରିଥିବା ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ଅଧୀନରେ ମୁଦ୍ରା ଋଣର ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଇଗଟ୍ ଲ୍ୟାବ ପ୍ରତିଷ୍ଠା ଏକ ପ୍ରଶଂସନୀୟ ପଦକ୍ଷେପ : ଡ. ଏଲ୍. ମୁରୁଗନ୍

ଆକାଂକ୍ଷୀ ଭାରତ ପାଇଁ କୃତ୍ରିମ ବୁଦ୍ଧିମତା : ଡ. ଏଲ୍. ମୁରୁଗନ୍ ଉତ୍ପାଦନ ବୃଦ୍ଧି ତଥା ଶାସନକୁ ଉନ୍ନତ କରିବାକୁ ଏଆଇ ଉପକରଣ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଶିକ୍ଷା ସପ୍ତାହ ୨୦୨୪ ପୁରସ୍କାର ବିତରଣ ସମାରୋହ ଏବଂ ଆଇଗଟ୍ ଲ୍ୟାବ୍ ଏବଂ ଶିକ୍ଷଣ
Read More...

ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଭାଷଣ

ନୂଆଦିଲ୍ଲୀ, (ପିଆଇବି) : ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ ବୈଠକରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ସ୍ୱାଗତ ।ମହାମହିମ,ଏହା ଆପଣଙ୍କର ତୃତୀୟ ଭାରତ ଗସ୍ତ । ସୌଭାଗ୍ୟବଶତଃ ଏହା ମୋର ତୃତୀୟ କାର୍ଯ୍ୟକାଳର ପ୍ରଥମ ଆଇଜିସି ବୈଠକ। ଏକ ପ୍ରକାରରେ ଏହା ଆମ ବନ୍ଧୁତାର ଏକ
Read More...

ଜିଲ୍ଲା ଆଦିବାସୀ ସମାଜର ଜରୁରୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସ୍ଥିତ ହୋଟେଲ ତେଜସ୍ଵୀ କନ୍‌ଫରେନ୍ସ ହଲ୍‌ରେ ଜିଲ୍ଲା ଆଦିବାସୀ ସମାଜ ତରଫରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ ବ୍ଲକ ଓ ମ୍ୟୁନିସିପାଲଟି ବାସିନ୍ଦା ଆଦିବାସୀ ଯୁବକ, ବୁଦ୍ଧିଜୀବୀ ଏବଂ ଛାତ୍ରମାନେ ଯୋଗ ଦେଇଥିଲେ ।
Read More...