Daily Archives

ବ୍ଲକ ଅନ୍ତର୍ଗତ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ବୃହତ ଉଠା ଜଳସେଚନ ଅଞ୍ଚଳରେ ଫସଳ ବିବିଧିକରଣ ଯୋଜନାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଲାଙ୍ଗିରଙ୍କ ସୌଜନ୍ୟରୁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ତରଫରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ଜାମଝରଣ ଗ୍ରାମରେ ରୋଷେଇ ପ୍ରତିଯୋଗିତା
Read More...

ପରିବେଶ ସୁରକ୍ଷାକୁ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସାଇପ୍ରିୟା ନଗର ସ୍ଥିତ ଏନ୍‌ଭିଆର୍‌ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସୁରକ୍ଷାକୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାୟଗଡା ସହର ଉତ୍ତପ୍ତ ହେଉଥିବା ବେଳେ ଅଧିକରୁ ଅଧିକ ଗଛ ଲଗାଇବାର
Read More...

ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ସାମ୍ନା କିପରି କରିବା ତା'ନେଇ ଏକ ପାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା ବାତ୍ୟା ସମୟରେ କିଭଳି ସଫଳ ମୁକାବିଲା କରିବା ତାହା ସୂଚନା ଦେଇଥିଲେ
Read More...

ଖୋଲାନ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଭୂତଳ ଜଳ କେନ୍ଦ୍ରୀୟ ଟିମର ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୂତଳ ଜଳ କେନ୍ଦ୍ରୀୟ କମିଟି ଗତ ମଙ୍ଗଳବାର ଦିନ ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରାମ ପଞ୍ଚାୟତ ଗସ୍ତରେ ଆସିଥିଲେ । ଏହି କମିଟିରେ କେନ୍ଦ୍ରୀୟ ନିର୍ଦ୍ଦେଶକ ଆର.ସି ଦେବେନ୍ଦ୍ର, ସିଜିଡବଲୁବିର ସାଇଣ୍ଟିଷ୍ଟ ମୌସୁମୀ ସାହୁ, ମନରେଗା ସଂଯୋଜକ ପ୍ରିତମ
Read More...

ଟିଟିଲାଗଡରେ ଗ୍ରିଡ ସ୍ଥାପନକୁ ନେଇ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଆଗାମୀ ଦିନରେ କିଭଳି ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ମିଳିପାରିବ ସେଥି ପାଇଁ ଗତ ମଙ୍ଗଳବାର ଦିନ ମାସକ ଭିତରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ଉପ ଜିଲ୍ଲାପାଳ ରେହନ ଖେତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ
Read More...

ଆଦୃତ ସାହିତ୍ୟ ପତ୍ରିକା “ସୃଜନ ସଳିତା ନବନୀତା” ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶିତ ତଥା ବହୁ ଆଦୃତ ସାହିତ୍ୟ ପତ୍ରିକା 'ସୃଜନ ସଳିତା ନବନୀତା' ପୂଜା ସଂଖ୍ୟା ୨୦୨୪ ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକା ଗାୟତ୍ରୀ ସରାଫଙ୍କ ବାସଭବନ ' ନୀଡ଼ ' ଠାରେ ଏକ ନିରାଡ଼ମ୍ବର ସମାବେଶରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟ ଭୀଷ୍ମ
Read More...