Daily Archives

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ସମାଜସେବୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ
Read More...

ଟିଟିଲାଗଡ଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ୨୦୨୪ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାରିଖ ସୋମବାର ଦିନ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବ୍ଲକ ଶିକ୍ଷା
Read More...

ଇସ୍ପାତ୍ ସାହିତ୍ୟ ସଂସଦ ପକ୍ଷରୁ ପ୍ରବନ୍ଧ ସାହିତ୍ୟ ଆଲୋଚନା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରବନ୍ଧ ଆସର ପାଳନ ଅବସରରେ ପ୍ରବନ୍ଧ ଭିତ୍ତିକ ଆଲୋଚନା ସଭା, ପ୍ରବନ୍ଧପାଠ ତଥା କବିତା ପାଠ କାର୍ଯ୍ୟକ୍ରମ ସେକ୍ଟର - ୭ ସ୍ଥିତ ସଂସଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି
Read More...

ଜଳ ସେଚନର ସ୍ଥାୟୀ ସମାଧାନ ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଉଦେପୁର, କୁମୁଡ଼ା, କେନ୍ଦୁମୁଣ୍ଡି…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତର କୁମୁଡ଼ା, ଉଦେପୁର, ଘୋଡାର, ଲଇତରା ଓ ଅତର୍ଲା ଗ୍ରାମର ଚାଷୀ ସମୂହ ଦୀର୍ଘ ୨୦ ବର୍ଷରୁ ଅଧିକ ହେବ କେନାଲ ଥାଇ ମଧ୍ୟ ଜଳ ସେଚନର ସୁଫଳ ପାଇ ନପାରିବାରୁ ଏହାର ସମାଧାନ କରିବା ପାଇଁ ସମସ୍ତ ଚାଷୀ
Read More...

ଦୁଇ ଚାକିରିଆ ପୁଅଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବୃଦ୍ଧ ବାପା

ଜମି ପାଇଁ ଖାଇବାରେ ବିଷ ମିଶାଇଲେ : ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ବାପା ବରଗଡ଼, (ନିରୋଜ କୁମାର ପାଣୀ) : କଳିଯୁଗର କୁଳାଙ୍ଗାର ପୁଅର ମାଡ଼ ଆଉ ଅତ୍ୟାଚାରରୁ ସୁରକ୍ଷା ପାଇଁ ବୃଦ୍ଧ ବାପାଙ୍କ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ । ପୁଅ ଜନ୍ମ ହେବା ପରେ ପୁଅକୁ ନେଇ ଦେଖିଥିଲେ ଅନେକ ସ୍ୱପ୍ନ ।
Read More...

ପୁସ୍ତକ ନାସ୍ତିକ ବିଶ୍ୱର ଲୋକାର୍ପଣ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ ଆନୁକୂଲ୍ୟରେ ସମାଜସେବୀ ଡଃ. ଶଶିକାନ୍ତ ଆଚାର୍ଯ୍ୟ ଓ ଗଗନବିହାରୀ ଧଳଙ୍କ ଦ୍ୱାରା ଅନୁଦିତ ପୁସ୍ତକ 'ନାସ୍ତିକ ବିଶ୍ୱ'ର ଲୋକାର୍ପଣ ଓ ପ୍ରଗତିଶୀଳ କବିତା ପାଠୋତ୍ସବ କଲଚରାଲ ଏକାଡେମୀ ସ୍ଥିତ ସଭା ଗୃହରେ
Read More...

ଅକ୍ଷୟ ଏକ ଅମ୍ଲାନ ସ୍ମୃତି ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରର ସାମାଜିକ ଅନୁଷ୍ଠାନ ସେୟାରର ସାଙ୍ଗାତିକ ଶାଖା 'ସୁର ତରଙ୍ଗ' ଆନୁକୂଲ୍ୟରେ ଅକ୍ଷୟ ମହାନ୍ତିକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ 'ଅକ୍ଷୟ ଏକ ଅମ୍ଲାନ ସ୍ମୃତି' କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକଙ୍କ
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆର୍ନ୍ତଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆର୍ନ୍ତଜାତୀୟ ବାଳିକା ଦିବସ ସୋମବାର ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ
Read More...

ବଲାଙ୍ଗିର ଦିନ ପାଇଁ ଜାତି, ସମାଜ ଓ ସଙ୍ଗଠନ ଏକାଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ ଆୟୋଜକ କମିଟିର ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ପି.ପି. ଏକାଡେମୀ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନ୍‌କୁ ଅଧିକ ଧୁମ୍‌ଧାମ୍‌ରେ ପାଳନ ପାଇଁ ଆୟୋଜକ କମିଟି ପକ୍ଷରୁ ବିଭିନ୍ନ ସାମାଜିକ,
Read More...

୮ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ପାଟଣାଗଡ଼ : ପାଟଣାଗଡ଼ ଧୁମାଭଟା ଛକ ନିକଟରେ ଗଞ୍ଜେଇ ଚୋର ଚାଲାଣ । ୮ କେଜି ଗଞ୍ଜେଇ ଓ ଗୋଟିଏ ବାଇକ୍‌ ଜବତ କରିଥିବା ସହିତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତମାନେ ବେଲପଡ଼ା ଥାନା ରେଙ୍ଗାଲି ଗାଁର ଜଗନ ଭୁଏ ଓ ସୁନିଲ ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ,
Read More...