Daily Archives

ଜୟପାଟଣା ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ସହରର ମହାବୀର ପଡା ସ୍ଥିତ ପୂଜା ମଣ୍ଡପରେ ଅଷ୍ଟମ ଥର ପାଇଁ ମା' ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ଶତାଧିକ ମହିଳା ଭଜନ କୀର୍ତ୍ତନର ତାଳେ ତାଳେ ବଡ଼ ବନ୍ଧରୁ ପବିତ୍ର କଳସ ଆଣି ଯଜ୍ଞ ସ୍ଥଳୀରେ ପହଞ୍ଚିବା ପରେଭବ୍ୟ
Read More...

ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ : ସ୍ୱାମୀ ଗୁରୁତର

ମୃତ୍ୟୁ ପରେ ଚକ୍ଷୁ ଦାନ ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସୋହେଲା ଜାତୀୟ ରାଜପଥ ବିଶିପାଲି ପେଟ୍ରୋଲପମ୍ପ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ସୂଚନା ଅନୁସାରେ, ଆଜି ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ବରଗଡ଼ ପଟୁ ସୋହେଲା ଯାଉଥିବା
Read More...

ପୋଖରୀକୁ ଗାଧୋଇବାକୁ ଯାଇ ୨ ମୃତ : ଜଣେ ଗୁରୁତର

ଢେଙ୍କାନାଳ : ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ ଗାଁରେ ପୋଖରୀରେ ବୁଡି ମହିଳା ଓ ଶିଶୁର ମୃତ୍ୟୁ ଘଟିଛି । ଏଥିସହ ଜଣେ ଶିଶୁ କନ୍ୟା ଗୁରୁତର । ମୃତ ମହିଳା ଜଣକ ହେଲେ ଅଞ୍ଜଳି ସେଠୀ ଓ ନାବାଳିକା ଜଣକ ହେଲେ କୃଷ୍ଣପ୍ରିୟା ବିଶ୍ୱାଳ (୧୦)ବୋଲି ଜଣାପଡିଛି । ସୂଚନା ଅନୁସାରେ, ରାସୋଳ ଥାନା
Read More...

ବିଷଧର ସାପ କାମୁଡ଼ାରେ ବାପଝିଅର ମୃତ୍ୟୁ

ବୌଦ୍ଧ, (କେପିଏନ୍‌ଏସ୍‌) : ମୃତ୍ୟୁ ଏମିତି ବି ଆସେ । ଏକା ସଙ୍ଗେ ଚାଲି ଗଲେ ବାପ ଓ ଝିଅ । ବିଷାକ୍ତ ସାପ କାମୁଡ଼ାରେ ବାପଝିଅ ମୃତ । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଠିଡ଼ିକାଜୋର ଗ୍ରାମର ସୁଶାନ୍ତ କହଁର (୪୮) ଓ ତାଙ୍କ ଝିଅ ପ୍ରୀତି କହଁର (୧୬) ରାତିରେ ଖାଇ
Read More...

ଚରମ ଅବହେଳାର ଶୀକାର ରାଣୀପୁର ଝରିଏଲ – ହେମନ୍ତ ପଣ୍ଡା

୬୪ ଯୋଗିନୀଙ୍କ ନାମ ତାଲିକା ଏଏସ୍‌ ଆଇ ପାଖରେ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ନବମ ଶତାଦ୍ଦୀର ରାଣିପୁର ଝରିଏଲ ସ୍ଥିତ ଐତିହାସିକ ଚୌଷଠି ଯୋଗିନୀ ପୀଠ ଚରମ ଅବହେଳାର ଶୀକାର ହୋଇଛି ବୋଲି ବଲାଙ୍ଗିରର ବିଶଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଭାରତୀୟ ପ୍ରତ୍ନତତ୍ତ୍ୱ
Read More...

ଲୋୟର ସୁକତେଲ ବିସ୍ଥାପିତ କଲୋନୀରେ ନରସିଂହ

ଅନେକ ସମସ୍ୟା ଶୀଘ୍ର ସମାଧାନ ନହେଲେ ହେବ ଆନ୍ଦୋଳନ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ତରବରିଆ ଭାବରେ ଗତ ସରକାର ଉଦ୍‌ଘାଟନ କରିଦେଇଥିଲେ । ବିସ୍ଥାପିତମାନଙ୍କ ତ୍ୟାଗ ବଳରେ ତିଆରି ହୋଇଥିବା ଏହି
Read More...

ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ମହର୍ଷି ବାଲ୍ମିକୀ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗିର ତରଫରୁ ପ୍ରଶନ୍ନ ମିଶ୍ରଙ୍କ ସଭାପତିତ୍ୱରେ ବାଲ୍ମିକୀ ଜୟନ୍ତୀ ପାଳିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟଅତିଥି
Read More...

ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଜୀବନ୍ତ କରି ଆଙ୍କିଛନ୍ତି ଚିତ୍ରକଳା ଶିଳ୍ପୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା କଳା, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଗଣିତ । ଏହି ଜିଲ୍ଲା ସବୁବେଳେ କଳା ଓ କଳାକାରଙ୍କୁ ସୃଷ୍ଟି କରିବା ସହ ନିଜ ସୌନ୍ଦର୍ଯ୍ୟ ଓ କଳା ମାଧ୍ୟମରେ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ତେବେ ଚଳିତ ଦିନରେ ଚିତ୍ରକଳା
Read More...

ଆଇସେକ୍ଟ କମ୍ପ୍ୟୁଟର ସେଣ୍ଟର ତରଫରୁ ଇଡିପି ଟ୍ରେନିଂ ଅନ୍ତର୍ଗତ ବିଜୟ ଷ୍ଟିଲ୍‌କୁ ଯୁବ ଉଦ୍ୟୋଗୀଙ୍କ ଇଣ୍ଡଷ୍ଟ୍ରିଆଲ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ହେଉଛି ଆଇସେକ୍ଟ କମ୍ପ୍ୟୁଟର ସେଣ୍ଟର । ଏଠାରେ କମ୍ପ୍ୟୁଟର ଶିକ୍ଷା ସହ ଇଡିପି ଟ୍ରେନିଙ୍ଗ ନିସବଡ (ନେସନାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟର ପ୍ରିନିଆର୍ଷିପ ଆଣ୍ଡ ସ୍ମଲ ବିଜନେସ ଡେଭେଲୋପମେଣ୍ଟ) ସହାୟତାରେ
Read More...

ବଲାଙ୍ଗିର ସହରର ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପଛପାଖରେ ଥିବା ଆର୍‌ଆର୍‌ କଲୋନୀ ଖୁଣ୍ଟପାଲି ଡି’ ବ୍ଲକ୍‌ରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣି ଟାଙ୍କି ତିଆରି ସରିଛି, ଅଥଚ କାମକୁ ଆସୁନି । କୁହାଯାଉଛି, ଲିକେଜ୍‌ ଯୋଗୁଁ ବ୍ୟବହାରକୁ ଆସୁନାହିଁ କୋଟି କୋଟି ଟଙ୍କାରେ ନିର୍ମିତ ପାଣିଟାଙ୍କି । ବଲାଙ୍ଗିର ସହରର ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପଛପାଖରେ ଥିବା ଆର୍‌ଆର୍‌ କଲୋନୀ ଡି’ ବ୍ଲକ୍‌ରେ ଏଭଳି
Read More...