Daily Archives

ତାଳଚକେଲ ଗାଁରେ ପ୍ରସିଦ୍ଧ ମାଁ ଆଦ୍ୟାଶକ୍ତିଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ବିଶ୍ୱରୂପ ଦର୍ଶନ ଓ ହରଗୌରୀଙ୍କ ଛତର…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତର ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା ଥିବା ତାଳଚକେଲ ଗାଁରେ ପ୍ରସିଦ୍ଧ ମାଁ ହରଗୌରୀ ଆଦ୍ୟାଶକ୍ତିଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ବିଶ୍ୱରୂପ ଦର୍ଶନ ଓ ହରଗୌରୀଙ୍କ ଛତର ଯାତ୍ରାରେ ହଜାର
Read More...

ପୋଖରୀରେ ବୁଡ଼ି ଭାଇ-ଭଉଣୀ ମୃତ

ବାଲିପାଟଣା : ପୋଖରୀରେ ବୁଡ଼ି ଭାଇ-ଭଉଣୀ ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲିଅନ୍ତା ଥାନା ସୁବାଳୋ ଗ୍ରାମରେ । ମୃତକ କୋରଡକଣ୍ଟା ଗ୍ରାମର ମଣ୍ଡେଇ ଜେନା(୧୪) ଓ ବାପୁନ ଜେନା(୮) । ସୂଚନା ଅନୁସାରେ, ଭାଇ-ଭଉଣୀ ଖେଳୁଥିବା ବେଳେ ଭାଇ ବାପୁନ ପୋଖରୀରେ ବୁଡ଼ି ଯାଇଥିଲେ । ଭାଇକୁ ରକ୍ଷା
Read More...

ପ୍ରସିଦ୍ଧ ଲାଖବିନ୍ଧା ପର୍ବ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପରମ୍ପରାରୁ ଚାଲିଆସୁଛି କାଶୀପୁରରେ ଲାଖବିନ୍ଧା ପର୍ବ । ଗାଁ ଗାଁରୁ ବାସୁଛି ଧୂପ, ଦୀପ, ଜଡାର ଗନ୍ଧ । ଦୂରଦୂରରୁ ଶୁଣିବାକୁ ମିଳୁଛି ଢୋଲ, ନିଶାନର ଶବ୍ଦ । ଆଶ୍ୱିନ ମାସର ଦୂରରୁ ଶୁଣାଯାଉଥିବା ନିଶାନ୍‌ ଶବ୍ଦରେ ଜାଣିପାରନ୍ତି ପାର୍ବଣ ଋତୁ ଆସିଛି
Read More...

ଆମ ଯୁବପିଢ଼ିଙ୍କୁ ନିଶା ଦ୍ରବ୍ୟ କବଳରୁ ରକ୍ଷା କରି ନିଶାମୁକ୍ତ ଭାରତ ଗଠନ ପାଇଁ ନରେନ୍ଦ୍ର ମୋଦୀ ସରକାର…

ଡ୍ରଗ୍ସ ଓ ନାର୍କୋ ବ୍ୟବସାୟ ବିପକ୍ଷରେ ଅଭିଯାନ କୌଣସି ଶିଥିଳତା ବିନା ଜାରି ରହିବଗୁଜରାଟ ପୋଲିସ ୫,୦୦୦ କୋଟି ଟଙ୍କାର କୋକେନ୍ ଜବତ କରିବା ସହ ଦିଲ୍ଲୀ ପୋଲିସ୍ ୧୩,୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିବାରେ ସଫଳ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଏଥିପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Read More...

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଓଡ଼ିଆ ଯୁବତୀ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଦାନା ପାଇଁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଓଡ଼ିଆ ଯୁବତୀ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଂଚାୟତ କେନ୍ଦୁଉଡ଼ାର ଗାଁର ବବିତା ବାଗ ତାମିଲନାଡୁ ରାଜ୍ୟର ତ୍ରିପୁରାକୁ ଦାଦନ ଖଟିବାକୁ ଯାଇ ଏବେ ଶବ ହୋଇ ଫେରିଛନ୍ତି । ତାମିଲନାଡୁ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଆହାର କେନ୍ଦ୍ର, ଅନାଥ ଆଶ୍ରମ ଓ ବିଭିନ୍ନ ଜାଗାକୁ ଯାଇ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପଞ୍ଜାବ ନ୍ୟାସନାଳ ବ୍ୟାଙ୍କ ଅଧିକାରୀ ଅନୁପ ସାହୁ । ଶ୍ରୀ ସାହୁଙ୍କ ସୁପୁତ୍ର ରିଭାଂଶ ସାହୁଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଅନାଥ
Read More...

ବିଶ୍ଵବ୍ୟାପୀ ହାତ ଧୋଇବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅକ୍ଟୋବର ୧୫ରେ ସାବୁନ ଏବଂ ପାଣି ସହିତ ହାତ ଧୋଇବାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 'ଗ୍ଲୋବାଲ ହ୍ୟାଣ୍ଡୱାସିଂ ଡେ' ବା 'ବିଶ୍ଵ ବ୍ୟାପୀ ହାତ ଧୋଇବା ଦିବସ' ପାଳନ କରାଯାଏ । ସାବୁନ ଏବଂ ପାଣି ସହିତ ହାତ ଧୋଇବା ହେଉଛି
Read More...

ଜର୍ଜଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ : ନିଆରା ଢଙ୍ଗରେ କୁମାରୀ କନ୍ୟା ରତ୍ନ ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ, ଜର୍ଜଗଡ଼ ସାର୍ବଜନୀନ ଦୁର୍ଗାପୂଜା ଉଦ୍‌ଯାପିତ ହୋଇଯାଇଛି । ଛୋଟିଆ ଗାଁ ଟିଏ ଜର୍ଜଗଡ଼, ତଥାପି ଗାଁର ସମସ୍ତେ ମିଳିମିଶି ପାଳନ କରିଛନ୍ତି ୨୬ତମ ଦୁର୍ଗାପୂଜା । ସବୁଠାରୁ ସୁନ୍ଦର ଭାବରେ ନିଆରା ଢଙ୍ଗରେ ପାଳନ ହୋଇଛି କୁମାରୀ
Read More...

ରାମପଲ୍ଲୀ ଗ୍ରାମର ମା’ ବୁଢ଼ୀ ଠାକୁରାଣୀଙ୍କ ୫୦ତମ ବାର୍ଷିକ ଯାତ୍ରା ଉତ୍ସବ ଉଦ୍‌ଘାଟନ କଲେ ସାଂସଦ ଓ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ରାମପଲ୍ଲୀ ଗ୍ରାମରେ ମା' ବୁଢ଼ୀ ଠାକୁରାଣୀଙ୍କ ୫୦ତମ ପୂର୍ତ୍ତି ଅବସରରେ ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବାର୍ଷିକ ଯାତ୍ରା ଉତ୍ସବକୁ
Read More...

ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ୧୦ ଦିନଧରି ଚଳଚଞ୍ଚଳ ହୋଇଉଠିଥିବା ଛତ୍ରପୁର ସହରର କଳ୍ପବାସିନୀ ଦେବୀ ପୀଠରେ ପାଳିତ ହୋଇ ଆସୁଥିବା ନବରାତ୍ର ପୂଜା ଉଦ୍‌ଯାପିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲିଙ୍କ ସୌଜନ୍ୟରେ ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପଟୁଆରର
Read More...