Daily Archives

ବୃକ୍ଷରୋପଣରେ ମହାଦୁର୍ନୀତି ଅଭିଯୋଗ

ସତ୍ୟାସତ୍ୟ ଜାଣିବା ପାଇଁ ଜଙ୍ଗଳରେ ଚାଲିଚାଲି ବୁଲିଲେ ଉପମୁଖ୍ୟମନ୍ତ୍ରୀରାତାରାତି କାର୍ଯ୍ୟରୁ ନିଲମ୍ବନ ହେଲେ ବନପାଳ ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଭଳି ଉତ୍ତାପ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବନବିଭାଗ ପକ୍ଷରୁ ବୃକ୍ଷରୋପଣ
Read More...

ଆନ୍ତର୍ଜାତୀୟ ଇ-ଆବର୍ଜନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବୈଦ୍ୟୁତିକ-ବର୍ଜ୍ୟବସ୍ତୁ କିମ୍ବା ଇ-ଆବର୍ଜନା ହେଉଛି ଇଲେକ୍ଟ୍ରୋନିକ୍ ଦ୍ରବ୍ୟରେ ଗଠିତ ଯାହା ପୁରୁଣା, ଭଙ୍ଗା କିମ୍ବା ସେଗୁଡିକର ଉପଯୋଗିତା ଶେଷ ହୋଇଯାଇଛି । ଟେଲିଭିଜନ୍, କମ୍ପ୍ୟୁଟର, ଟେପ୍ ପ୍ଲେୟାର୍, ପ୍ରିଣ୍ଟର୍, ଭିସିଆର୍, ଗେମ୍ କନସୋଲ୍ ଏବଂ
Read More...

ଭିକ୍ଷାବୃତ୍ତିରେ ନିୟୋଜିତ କରିବା ପାଇଁ ଶିଶୁ ଅପହରଣ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁପୁତ୍ର ଅପହରଣର ଶିକାର ହୋଇଛି । ତାଙ୍କୁ ୧୩ ଦିନ ତଳେ ଅପହରଣ କରାଯାଇ ହାଇଦ୍ରାବାଦରେ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଇଥିଲା । କୋମନା ପୋଲିସ ଶୁକ୍ରବାର ହାଇଦ୍ରାବାଦରୁ ଉକ୍ତ ଶିଶୁପୁତ୍ରଙ୍କୁ ଉଦ୍ଧାର
Read More...

ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍ : ୫ ଆହତ

ବାଲେଶ୍ଵର : ଭାରସାମ୍ୟ ହରାଇ ନାଳ ଭିତରକୁ ଖସିଲା କାର୍ । ଅଳ୍ପକେ ବର୍ତ୍ତିଲେ ୨ ପରିବାର । ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ ଏଭଳି ଦୁର୍ଘଟଣା ଘଟିଛ । ଫଳରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ୨ ପରିବାର ପୂଜା ଛୁଟିରେ ଅଯୋଧ୍ୟା
Read More...

ନୂଆପଡାରେ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ଯାଦବଙ୍କୁ ସବୁ କ୍ଷେତ୍ରରେ ଅଧିକାର ପାଇଁ ଆହ୍ୱାନ କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ନୂଆପଡା ଗାଁରେ ଝରଣୀ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

୨ ବାଇକ୍‌ ମୁହାଁମୁହିିଁ ଧକ୍କା : ୨ ମୃତ

ସୁବର୍ଣ୍ଣପୁର : କଟାପାଲି ଗାଁ ମୁଣ୍ଡରେ ବାଇକ୍‌କୁ ଧକ୍କା ଦେଲା ବାଇକ୍‌ । ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ମୃତ । ମୃତ ବ୍ୟକ୍ତି ଦ୍ୱୟ ବିନିକା ଥାନା ଘଣ୍ଟୋପାଳି ଗ୍ରାମର ରାଜେନ୍ଦ୍ର ବାରିକ ଓ ସଚିତା ପଧାନ ବୋଲି ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଟାପାଲି ଗାଁ ମୁଣ୍ଡରେ ଏଭଳି
Read More...

ଡିଭାଇଡରରେ ପିଟିହୋଇ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡି : ୪ ଗୁରୁତର ଆହତ

କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ମ୍ୟୁଜିକାଲ ବ୍ୟାଣ୍ଡପାର୍ଟି ଗାଡି । ଏହି ଦୁର୍ଘଟଣାରେ ୩ ଜଣ ଆହାତ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁରର ସିବମ ମ୍ୟୁଜିକାଲ କାମାକ୍ଷାନଗର ଦଶହରା ଭସାଣୀରେ ଯୋଗଦେବାପାଇଁ ଆସୁଥିବାବେଳେ, ଏନ୍‌ଏଚ୍‌ ୫୩ ବଡ଼
Read More...

ସାଲେଭଟାରେ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଚଣ୍ଡୀ ମନ୍ଦିର ପଡିଆ ଠାରେ ସପ୍ତମ ବର୍ଷ ରାବଣପୋଡ଼ି ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ସର୍ବପ୍ରଥମେ ପୂର୍ଣ୍ଣମାସୀ ମନ୍ଦିର ଠାରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରଥ ବାହାରି ନଗର ପରିକ୍ରମା କରିଥିବା ବେଳେ ମହାଦେବ
Read More...

ବାଇକ୍‌କୁ ଧକ୍କାକୁ ଦେଇ ଜଳିଗଲା ବସ୍ : ଜଣେ ମୃତ, ୨ ଗୁରୁତର

ଚଣ୍ଡିଖୋଲ : ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍ । ୧୬ ନମ୍ୱର ଜାତୀୟ ରାଜପଥ ଛତିଆ ଠାରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଚକାଡୋଳା ନାମକ ଏକ ଘରୋଇ ବସ୍ ବାରିପଦାରୁ ଭୁବନେଶ୍ଵର ଅଭିମୁଖେ
Read More...

କେନାଲରେ ବୁଡି ବୃଦ୍ଧ ମୃତ

ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ । ମୃତକ ପଶ୍ଚିମକଛ ଢିଅସାହିର ଗୋପିନାଥ ସାହୁ ବୋଲି ଜଣାପଡିଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ଗୋପିନାଥ ସାହୁ କେନ୍ଦ୍ରାପଡ଼ା କେନାଲର ବାର ବୋଡିଆ ନିକଟ କେନାଲ ପାକ ଦେଇ ଯାଉଥିଲେ । ଏହି ସମୟରେ ଭାରସାମ୍ୟ
Read More...