sss
Daily Archives

ମୁରିବାହାଲ ଡ଼ିଗ୍ରୀ କଲେଜର ଛାତ୍ର ପ୍ରୀତମ ବଘାର ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ(ସମ୍ମାନ)ର ଛାତ୍ର ପ୍ରୀତମ ବଘାର ଆସାମ ରାଜଧାନୀ ଗୌହାଟିରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ଏନ୍‌ଏସ୍‌ଏସ୍‌
Read More...

ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ଗ୍ରାମର ଭୀମସେନ
Read More...

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ : ଶୁଭାରମ୍ଭ କଲେ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ବିଜେପି ଦଳ ସଭ୍ୟ ସଂଗ୍ରହ ଅଭିଯାନ କରୁଥିବା ବେଳେ ବିଜୁ ଜନତା ଦଳ ମଧ୍ୟ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଥିବା ବେଳେ ବଲାଙ୍ଗିର
Read More...

ପୁର୍ବତନ ୱାର୍ଡ ମେମ୍ବରଙ୍କ ପରଲୋକ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ଗ୍ରାମ ପଞ୍ଚାୟତର ବଘଲା ଗ୍ରାମର ପୁର୍ବତନ ସରପଞ୍ଚ ଦୟାମୟ ସା (୪୮)ଙ୍କ ପରଲୋକ ହୋଇଯାଇଛି । ବହୁଦିନ ହେବ ସେ କର୍କଟ ରୋଗରେ ପୀଡିତ ଥିଲେ । ବାରମ୍ବାର ଚିକିତ୍ସା ଏବଂ ଅପ୍‌ରେସନ୍‌ ପରେ ଟିକେ ସୁସ୍ଥ ଅନୁଭବ
Read More...

ବିଶ୍ୱ ଚକ୍ଷୁ ଦିବସ ଉପଲକ୍ଷେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ସଚେତନତା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ୱ ଚକ୍ଷୁ ଦିବସ ଉପଲକ୍ଷେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଚକ୍ଷୁର କିପରି ଯତ୍ନ ନେବେ ଜନସାଧାରଣଙ୍କୁ ସେ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରେଲି ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ
Read More...

ଗୁଜରାଟର ଲୋଥାଲସ୍ଥିତ ନ୍ୟାସନାଲ୍ ମାରିଟାଇମ୍ ହେରିଟେଜ୍ କମ୍ପ୍ଲେକ୍ସ (ଏନ୍‌ଏମ୍‌ଏଚ୍‌ସି)ର ବିକାଶକୁ କ୍ୟାବିନେଟ୍…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁଜରାଟର ଲୋଥାଲଠାରେ ନ୍ୟାସନାଲ୍ ମାରିଟାଇମ୍ ହେରିଟେଜ୍ କମ୍ପ୍ଲେକ୍ସ (ଏନ୍‌ଏମ୍‌ଏଚ୍‌ସି)ର ବିକାଶକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ଶେଷ ହେବ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୭୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ…

ମହାରାଷ୍ଟ୍ରରେ ୧୦ଟି ସରକାରୀ ମେଡିକାଲ କଲେଜର ଉଦ୍‌ଘାଟନଡକ୍ଟର ବାବାସାହେବ ଆମ୍ବେଦକର ଆନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନଶିରିଡି ବିମାନବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ କୋଠାର ଶିଳାନ୍ୟାସଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ , ମୁମ୍ବାଇ ଏବଂ
Read More...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ମାଗଣା ଭିଟାମିନ୍‌ଯୁକ୍ତ ଚାଉଳ…

୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନୁଯାୟୀ, ଭିଟାମିନଯୁକ୍ତ ଚାଉଳ ଅଭିଯାନ ଜାରି ରଖିବା ଭାରତ ସରକାରଙ୍କ ରକ୍ତହୀନତା ମୁକ୍ତ ଭାରତ ରଣନୀତି ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସହଯୋଗ କରିବପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ପୋଷଣ ନିରାପତ୍ତା ଦିଗରେ ବଡ଼
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପାଇଁ ୧୩ ଜଣ ମନୋନିତ

ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପି.ପି.ଏକାଡେମୀ ସଭାଗୃହରେ ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ
Read More...

ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ତେଲମହୁଲ ଛକରୁ ଦୁବୁଲାବାହାଲ ଛକ ରାସ୍ତା ମଝିରେ ଥିବା ହୋଟେଲ ସଙ୍ଗମ ପାଖରେ ଗୁଦେରପାଲି ପଟରୁ ଯାଉଥିବା ଏକ ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଓଡି ୩୧ଡି୯୨୯୧ ଦ୍ରୁତଗତିରେ ଯାଇ ଭାରସାମ୍ୟ ହରାଇ ରାସ୍ତାର
Read More...