Daily Archives

ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

ପିଛିଲା ଭାବେ ୨୦୨୪ ଜାନୁଆରୀ ୧ରୁ ଲାଗୁ ହେବ ଭୁବନେଶ୍ୱର : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର
Read More...

ଉଦ୍ୟାନ ବିଭାଗ ପକ୍ଷରୁ ଅଏଲ ପାମ ଚାଷ ପାଇଁ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅଏଲ ପାମ ଚାଷକୁ ପ୍ରୋସହନ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଗତକାଲି ସ୍ଥାନୀୟ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରରେ ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ
Read More...

ଅଣ୍ଡା ଏକ ଉପାଦେୟ ଖାଦ୍ୟ : “ସଣ୍ଡେ ଅର୍ ମଣ୍ଡେ ରୋଜ୍ ଖାଓ ଅଣ୍ଡେ”

ଆଲେଖ୍ୟ : ଜି.ତ୍ରିଦେବ ରେଡ୍ଡୀ ପ୍ରତିବର୍ଷ ପରି ଚଳିତ ବର୍ଷ ସାରା ବିଶ୍ୱରେ "ବିଶ୍ଵ ଅଣ୍ଡା ଦିବସ" ପାଳିତ ହେଉଛି । ୧୯୯୬ ମସିହା ଅକ୍ଟୋବର ମାସର ୨ୟ ଶୁକ୍ରବାରରୁ ପାଳିତ ହେଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା : - "ମନୁଷ୍ୟ ସ୍ୱାସ୍ଥ୍ୟରେ ଉପକାରିତା ନେଇ ସମସ୍ତଙ୍କୁ ଅଣ୍ଡା ଖାଇବା
Read More...

ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଉପନ୍ୟାସ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା 'ଟାଇମ୍ ପାସ୍' ଦ୍ଵାରା ଭୁବନେଶ୍ଵର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶି ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ବହିବର୍ଷା କାର୍ଯ୍ୟକ୍ରମରେ ଜଣାଶୁଣା ଓଡ଼ିଆ କବି ତ୍ରିନାଥ ସିଂହଙ୍କ ଉପନ୍ୟାସ
Read More...

ଅଟଳ ପେନ୍‌ସନ୍‌ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଟପିଛି

ନୂଆଦିଲ୍ଲୀ, (ପିଆଇବି) : ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୫୬ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଛି । ଅଟଳ ପେନ୍‌ସନ୍‌ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବାର
Read More...

ସାର୍ବଜନୀନ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ ସବୁ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆଜି (ଅକ୍ଟୋବର ୮, ୨୦୨୪ରେ) ପ୍ରଥମ ଥର ଲାଗି ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭାରତର ସିଏଜିଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଚିବ
Read More...

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଡ଼ ମେଡ଼ିକାଲରେ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ
Read More...

ମୁରିବାହାଲରେ ୧୧ ଟିକିଆ ବଣୁଆ ହାତୀପଲ : ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ୨ ସାଇକେଲ ଆରୋହୀ

ସାଇକେଲ ଚୁରମାର, କପା ଚାଷ ନଷ୍ଟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ବନଖଣ୍ଡ ମୁରିବାହାଲ ରେଞ୍ଜ ତିଖାଲୀ ସଂରକ୍ଷିତ ଜଙ୍ଗଲରେ ଏକ ୧୧ ଟିକିଆ ବଣୁଆ ହାତୀପଲ ଦେଖିବାକୁ ମିଳିଛି । ସଇଁତଳା ରେଞ୍ଜ ଅଞ୍ଚଳରୁ ଏହି ହାତୀପଲ ମୁରିବାହାଲ ରେଞ୍ଜ ଅଞ୍ଚଳ ଭିତରକୁ ପଶି ଆସିଥିବା
Read More...