ପଦ୍ମପୁର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ନର୍ଦ୍ଦମା ପାଣି
				ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଏକମାତ୍ର ମହିଳା ମହାବିଦ୍ୟାଳୟର ମୁଖ୍ୟଦ୍ଵାର ସମ୍ମୁଖରେ ନର୍ଦ୍ଦମା ପାଣି ଭାସୁଛି । ନିକଟସ୍ଥ ନଳକୂପର ବ୍ୟବହୃତ ପାଣି ଯିବାପାଇଁ କୌଣସି ନାଳ ନଥିବା ଯୋଗୁଁ ସେହି ମଇଳା ପାଣି ଗେଟ୍ ସମ୍ମୁଖରେ ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି!-->…					
Read More...
				Read More...
