Daily Archives

ମୁରିବାହାଲରେ ୧୧ ଟିକିଆ ବଣୁଆ ହାତୀପଲ : ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ୨ ସାଇକେଲ ଆରୋହୀ

ସାଇକେଲ ଚୁରମାର, କପା ଚାଷ ନଷ୍ଟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ବନଖଣ୍ଡ ମୁରିବାହାଲ ରେଞ୍ଜ ତିଖାଲୀ ସଂରକ୍ଷିତ ଜଙ୍ଗଲରେ ଏକ ୧୧ ଟିକିଆ ବଣୁଆ ହାତୀପଲ ଦେଖିବାକୁ ମିଳିଛି । ସଇଁତଳା ରେଞ୍ଜ ଅଞ୍ଚଳରୁ ଏହି ହାତୀପଲ ମୁରିବାହାଲ ରେଞ୍ଜ ଅଞ୍ଚଳ ଭିତରକୁ ପଶି ଆସିଥିବା
Read More...