Daily Archives

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଛୁଇଁଲା ୧ କୋଟି

ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିବେ ଦ୍ଵିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିଅପଡେଟ ଖବର ପାଇଁ ଅଫିସିଆଲ ସୁଭଦ୍ରା ୱେବସାଇଟ ଓ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ ବା ଟୋଲ ଫ୍ରୀ ନମ୍ବର (୧୪୬୭୮)ରେ କଲ କରନ୍ତୁ । ଭୁବନେଶ୍ୱର : ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର
Read More...

ଖବର ପ୍ରକାଶନ ପରେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କ ହସ୍ତକ୍ଷେପ ପରେ ହଟିଲା ଆମରଣ ଅନଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଭାଟିପଡ଼ାରୁ ଦରଲୋ ଯିବା ରାସ୍ତାରେ ଥିବା ମେଘା ଗ୍ୟାସ ପ୍ଲାଣ୍ଟରେ ଠିକା କାମ କରି ୯ ମାସରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ହେଁ ପାଖାପାଖି ୬୬ ଲକ୍ଷ ଟଙ୍କା ବିଲ୍‌ ବାକି ରହିଥିବା ଯୋଗୁଁ ଠିକାଦାର ବୁଲ୍‌ବୁଲ୍‌ ମେହେର ମାଗି ମାଗି
Read More...

ହ୍ୟାପି ମୁମେଣ୍ଟସର ଶ୍ରାବଣ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ମହାଆଡମ୍ବରରେ ଭଞ୍ଜ ଭବନ ଠାରେ ଆୟୋଜିତ କରାଯାଇଛି । ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡା ଆୟୋଜନ ହେଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ସିନାପାଲିରେ ଯୁବକଙ୍କୁ ଗୁଳିମାଡ଼

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକ ଠାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ସିନାପାଲି ଗ୍ରାମର ନୀଳାମ୍ବର ମେହେର(୩୮) ବୋଲି ଜଣାପଡିଛି । ନୀଳାମ୍ବର କାପସି ଛକ ଠାରେ ଏକ ଫାଷ୍ଟଫୁଡ୍‌ ଦୋକାନ କରି ପରିବାର
Read More...

ରାଉରକେଲା କଲେଜରେ ମାସିକ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ମାସିକ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ଯେ, ପବନ, ନଈ, ପକ୍ଷୀ ପରି
Read More...

କୃଷକ ଓ କୃଷକ ସଂଗଠନମାନଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ

କୃଷକମାନଙ୍କ ସହ ଆଲୋଚନା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଜଡ଼ିତ ପ୍ରସଙ୍ଗ ଉଠିଥିଲାଆମେ ଆନ୍ତରିକତା ଏବଂ ଗମ୍ଭୀରତାର ସହ ସମସ୍ତ ପ୍ରସଙ୍ଗ ଉପରେ ବିଚାର କରିବୁ : ଶ୍ରୀ ଚୌହାନକୃଷକମାନେ ଅନେକ ଅର୍ଥପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି, କୃଷି ମନ୍ତ୍ରୀ ଭାବେ ମୁଁ କୃଷକମାନଙ୍କୁ କିପରି ଆଗକୁ
Read More...

ହାଟପଡିଆ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହାଟପଡିଆ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ସୋମବାର ରାତିରୁ ଘଟଗାଁ ଥାନା ହାଟପଡିଆରେ ବ୍ୟକ୍ତିଙ୍କ ମୃତଦେହ ପଡିରହିଥିଲା । ମୃତଦେହଟି ପଡିଥିବା ଦେଖି ସ୍ଥାନୀୟ
Read More...

ଭାରତୀୟ ବାୟୁସେନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଇଏଫ ଅକ୍ଟୋବର ୮, ୧୯୩୨ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଭାରତୀୟ ସେନା ଏବଂ ଭାରତୀୟ ନୌସେନା ସହିତ ଭାରତୀୟ ସଶସ୍ତ୍ର ବାହିନୀର ଅନ୍ୟତମ ଅଂଶ । ଏୟାର ମାର୍ଶଲ ସୁବ୍ରୋତ ମୁଖାର୍ଜୀ 'ଭାରତୀୟ ବାୟୁସେନାର ପିତା' ଭାବରେ ଜଣାଶୁଣା । ସେ ଭାରତୀୟ
Read More...

ବାଇକ୍ ଉପରେ ଚଢ଼ିଗଲା ଓମ୍ଫେଡ୍ ଗାଡ଼ି : ଜଣେ ମୃତ, ୨ ଆହତ

ଭୁବନେଶ୍ଵର : ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା । ଓଭର୍‌ଟେକ୍ କରିବା ବେଳେ ଅଘଟଣ । ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଓମ୍ଫେଡ୍ ଗାଡ଼ି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।
Read More...

ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ, (ପିଆଇବି) : ୧. ଭାରତ-ମାଳଦ୍ୱୀପ : ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତି୨. ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପ ତଟରକ୍ଷୀ ଜାହାଜ ହୁରାଭୀର ନିଃଶୁଳ୍କ ପୁନଃନିର୍ମାଣଶୁଭାରମ୍ଭ/ଉଦ୍‌ଘାଟନ/ ହସ୍ତାନ୍ତର :୧. ମାଳଦ୍ୱୀପରେ ରୂପେ
Read More...