Daily Archives

ପଦ୍ମପୁର ଶାରଦୀୟ ନବରାତ୍ରୀ ଦୂର୍ଗାପୂଜା

ଷଷ୍ଠ ଦିନରେ କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମାଁ ବନଦୂର୍ଗା ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗା ଆଜି ଷଷ୍ଠ ଦିନରେ କତ୍ୟାୟନୀ ବେଶରେ ମାଁ ଦର୍ଶନ ଦେଇଛନ୍ତି । ମାତା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି, ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳୀପୁତ୍ରୀ ପର୍ବତ ରାଜା ହିମାଳୟଙ୍କ
Read More...

ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ବଣ୍ଟନ କାର୍ଯ୍ୟକ୍ରମ

୧୦ ଗ୍ରାମକୁ ଜଙ୍ଗଲ ଜମିକୁ ମିଳିଲା ସତ୍ୱାଧିକାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ୧୦ ଗ୍ରାମକୁ ବଣ୍ଟନ କରାଗଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପାଇକମାଳ
Read More...

ଜୁନିଅର ରକ୍ଷକ ତାଲିମ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ସିସି ଓଡିଶା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଏବଂ ସମ୍ବଲପୁର ନିର୍ଦ୍ଦେଶାଳୟର ମାଗଦର୍ଶକ ଓ ନିୟନ୍ତ୍ରଣରେ ଏବଂ ନବମ ଓଡିଶା ବାଟାଲିୟନ୍‌ ତରଫରୁ ଏକ ଶ୍ରେଷ୍ଠ ଭାରତ ଶିବିରକୁ ଆୟୋଜନ କରାଯାଇଛି । ଏହି ଶିବିର ଅକ୍ଟୋବର ୨ ତାରିଖରୁ ଆରମ୍ବ ହୋଇ ୧୩
Read More...

ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ାରେ ମାଁ ଭୈରବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସ ନବରାତ୍ରର ଷଷ୍ଠୀ ଦିନରେ ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ା ଠାରେ ଥିବା ମାଁ ଭୈରବୀଙ୍କ ମନ୍ଦିର ପ୍ର।ଙ୍ଗଣରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରର ସହିତ ଶହ ଶହ ଭକ୍ତଙ୍କ ଗହଣରେ ନିଆଁ
Read More...

ସୁବର୍ଣ୍ଣପୁରରେ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ଏବଂ ବ୍ୟବସ୍ଥିତ ଭାବେ ପାଳନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ସମସ୍ତ ପୂଜା କମିଟି ପୂଜା ନିମନ୍ତେ ଆଜି ମଧ୍ୟରେ ଆବଶ୍ୟକ ପ୍ରଶାସନିକ ଅନୁମତି ନେବାକୁ ଜିଲ୍ଲାପାଳଙ୍କ ପରାମର୍ଶଅଗ୍ନି ସୁରକ୍ଷା ପ୍ରମାଣପତ୍ର ସମସ୍ତ ପୂଜା କମିଟି ପାଇଁ ବାଧ୍ୟତାମୂଳକ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଳାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜାକୁ
Read More...

ପଦୋନ୍ନତି ଦ୍ୱନ୍ଦ୍ୱ : ଆଶଙ୍କାରେ ସାଧାରଣ ବର୍ଗର କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଚାକିରିର ବିଭିନ୍ନ କ୍ୟାଡ଼ରରେ ପଦୋନ୍ନତି ଲାଗି ଉଦ୍ଦିଷ୍ଟ ଅଣସଂରକ୍ଷିତ ପଦରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ନେଇ ନିକଟରେ ସରକାରୀ ଭାବେ ଚିଠିକୁ ନେଇ ଆଶଙ୍କାରେ ଅଛନ୍ତି ସାଧାରଣ ବର୍ଗର କର୍ମଚାରୀ । ଏହି ବ୍ୟବସ୍ଥା ଲାଗୁ ହେଲେ ଭବିଷ୍ୟତରେ ସାଧାରଣ
Read More...

ଝଲପ ପଞ୍ଚାୟତରେ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝଲପ ଗ୍ରାମପଞ୍ଚାୟତ ସରପଞ୍ଚ ଗୀତାଫୁଲ ପୁଟେଲଙ୍କ ସଭାପତିତ୍ୱରେ
Read More...

ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ୨ ଦିନିଆ ଗୁଜରାଟର ପାରମ୍ପରିକ ନୃତ୍ୟ ଗରବା ଭବ୍ୟ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ନବରାତ୍ରୀ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ୨ ଦିନିଆ ଗୁଜରାଟର ପାରମ୍ପରିକ ନୃତ୍ୟ ଗରବାର ଭବ୍ୟ ଆୟୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ
Read More...

ସଙ୍କୁଳସ୍ତରୀୟ ଯୋଗ, ସ୍ୱଦେଶୀ କାର୍ଯ୍ୟଶାଳା ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ସଙ୍କୁଳସ୍ତରୀୟ ଯୋଗ ଓ ସ୍ୱଦେଶୀ କାର୍ଯ୍ୟଶାଳା ତଥା ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ ହୋଇଯାଇଛି । ସଙ୍କୁଳ ସଂଯୋଜକ ଶିବ ପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିମଳ
Read More...

ଆଗଲପୁର ବ୍ଲକର ୨ ଜଣଙ୍କୁ ପ୍ରକୃତିବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଚଳିତ ବର୍ଷ ୭୦ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରକୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର
Read More...