Daily Archives

ଅଗସ୍ତି ନୂଆଗାଁ କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ଦୁର୍ଗା ମେଢ଼ର ଆୟୋଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ଆନୁକୂଲ୍ୟରେ ଦୁର୍ଗାପୂଜା ଉତ୍ସବ ତଥା ନବରାତ୍ର ପୂଜା ଆରମ୍ଭ ହୋଇଛି । ନିଜସ୍ୱ ପୂଜା ମଣ୍ଡପରେ ଗୁରୁବାର ଠାରୁ ମୃଣ୍ମୟୀ ଦେବୀ ଦୁର୍ଗାପୂଜା ଅସରରେ ନବରାତ୍ର ପୂଜା
Read More...

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ସାଲେପୁର : କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲ ଉପରେ ତାଙ୍କ ବାଇକ ଏବଂ ଗାମୁଛା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ କୁସୁପୁର ଗ୍ରାମର ପ୍ରମୋଦ ବେହେରା ବୋଲି ଜଣାପଡ଼ିଛି ।
Read More...

ଗାଁରେ ମଦ ବିକ୍ରି ବନ୍ଦ କରିବା ସକାଶେ ଥାନାରେ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାନ ଟୀକା ଗ୍ରାମର ଶତାଧିକ ମହିଳା ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସାନ ଟୀକା ଗାଁ ମଝିରେ ଅନେକଦିନ ହେବ ମଦ ବିକ୍ରି ହୋଇଆସୁଛି ।
Read More...

ଅଡାକଷାରେ ଅନ୍ଧାରିବାଞ୍ଜି କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ଥିତ ଅଡାକଷା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ
Read More...