Daily Archives

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା – ପାଇଲଟ୍ ପ୍ରକଳ୍ପ

ନୂଆଦିଲ୍ଲୀ, (ପିଆଇବି) : ୧. ୨୦୨୪-୨୫ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଇନ୍ ଟପ୍ କମ୍ପାନୀ(ସ୍କିମ୍) ଘୋଷଣା କରାଯାଇଛି । ଏହା ମାଧ୍ୟମରେ ୫ ବର୍ଷ ମଧ୍ୟରେ ଶ୍ରେଷ୍ଠ ୫୦୦ କମ୍ପାନୀରେ ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି ।
Read More...

ଫସଲର ବିବିଧକରଣ କାର୍ଯ୍ୟକ୍ରମ ଉପରେ ପଥପ୍ରାନ୍ତ କାର୍ଯ୍ୟକ୍ରମ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକର କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଆନୁକୁଲ୍ୟରେ ଫସଲର ବିବିଧକରଣ କାର୍ଯ୍ୟକ୍ରମ ପଥପ୍ରାନ୍ତ ପ୍ରଦର୍ଶନ ଦ୍ୱାରା ଗୋଷ୍ଠୀ ସଚେତନତା
Read More...

ଗଞ୍ଜେଇ ଚାଷକୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୁଣି କଲବଲ କଲାଣି ପରିବା ଦର । ଆଳୁ, ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁହୁ ହୋଇ ବଢ଼ି ଚାଲିଛି । ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି । ଏବେ ପ୍ରାୟ ସବୁ ପରିବା କିଲୋ ପିଛା ୬୦ରୁ ୭୦ ଟଙ୍କା ଉପରେ
Read More...

ନାଇକେନପାଲିରେ ରାମପୁର କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ସ୍ଥିତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜେଠୁ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ପଣ୍ଡକିଟାଲ -
Read More...

ଯୁବକଙ୍କୁ ସଂଘବଦ୍ଧ ଭାବେ ଛୁରା ମାଡ

ବୌଦ୍ଧ : ଗୁଦଗୁଦା ଢ଼ାବା ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଛୁରା ମାଡ । ଛୁରା ମାଡରେ ପ୍ରାଣ ହରାଇଲେ ଯୁବକ । ଯୁବକ ଜଣକ ଡ଼ିମିରିପାଲି ଗ୍ରାମର ସୁବ୍ରତ କୁମାର ସେଠି । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଜମଟାଙ୍ଗୀ ଗ୍ରାମରେ । ସୂଚନା ଅନୁଯାୟୀ, ଗତ
Read More...

ଜଗତ ଜନନୀଙ୍କ ନବରାତ୍ର ପୂଜା : ଦ୍ୱିତୀୟ ଦିନରେ ପ୍ରବଳ ଗହଳି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): ମାଁ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା, ମା'ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର
Read More...

ବିଶିଷ୍ଟ ସମାଜସେବୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶିଷ୍ଟ ସମାଜସେବୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ଯଶୋଦା ମିଶ୍ର(୮୨)ଙ୍କ ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ତଥା ଧର୍ମପରାୟଣା ମହିଳା ଥିଲେ । ଏଥିସହ ବରଗଡ଼ ମହିଳା ସମିତି ଓ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ସେ ପ୍ରତିଷ୍ଠାତା ସଭ୍ୟା
Read More...

ହୋମିଓପ୍ୟାଥି କଲେଜର ସମସ୍ୟାକୁ ନେଇ ଏଡ଼ିଏମ୍‌ଙ୍କୁ ସାକ୍ଷାତ କଲେ ପ୍ରତିନିଧି ମଣ୍ଡଳୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟ-୨୧ ସ୍ଥିତ ହୋମିଓପ୍ୟାଥିକ ମେଡିକାଲ କଲେଜର ଆଗାମୀ ନଭେମ୍ବର ୨୦୨୪ରେ ରାଜ୍ୟରେ ଥିବା ହୋମିଓପ୍ୟାଥି କଲେଜ ଓ ଆୟୁର୍ବେଦିକ କଲେଜ ସମ୍ମୁହର ରାଜ୍ୟସ୍ତରୀୟ କ୍ରୀଡା ସମାରୋହ ଆୟୋଜନ ହେବାକୁ ଯାଉଛି । ତେବେ ଏହି କ୍ରୀଡା ଆୟୋଜନ ପାଇଁ
Read More...

ମହାନଦୀରେ ବୁଡ଼ି ୨ ବାଳକ ନିଖୋଜ

କଟକ : ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ି ୨ ବାଳକ ନିଖୋଜ । ଏମିତି ଏକ ଘଟଣା ଘଟିଛି ଜଗତପୁର ବାଲି ସାହିରେ । ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାଳକଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ୨ ବାଳକ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବାର ସୂଚନା ମିଳିଛି ।
Read More...

ବଲାଙ୍ଗିର ବିଜେଡ଼ି ଦଳର ଜନ ସମ୍ପର୍କ ପଦଯାତ୍ରା : ହଜାର ହଜାର ସମର୍ଥକଙ୍କ ସହ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଜୁ ଜନତା ଦଳ କ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ସମସ୍ତ କାଉନସିଲରଙ୍କ ସମେତ ହଜାର ହଜାର ବିଜୁ
Read More...