Daily Archives

ମଧୁସୂଦନ ଦାଶଙ୍କୁ ମିଲ୍‌ଲା ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋସଲି ଡେ଼ରା, ପାଟଣାଗଡ଼ ଆର୍‌ ସେଲା ପଥର୍‌ ସାହିତ୍ୟ ସଂସ୍କୃତି ପରିଷଦ, ତରଫ ନୁଁ ହରିଶଙ୍କର୍‌ ଠାନେ ନୂଆଁଖାଇ ଭେଟ୍‌ଘାଟ୍‌ ଆର୍‌ ଇନ୍ଦ୍ରମଣି ସାହୁ ଜନମ୍‌ ଦିନ୍‌ ପାଲନ୍‌ ବେଲ୍‌କେ ମଧୁସୂଦନ ଦାଶଙ୍କୁ ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌ ଦିଆଯାଇଛେ ।
Read More...

ବଙ୍ଗୋମୁଣ୍ଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଠାରେ ବ୍ଲକ ସଭାପତି ରାଧେଶ୍ୟାମ କେତକୀଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ଚାରିଛକରୁ ବିରାଟ ଶୋଭାଯାତ୍ରାରେ ବାହାରି
Read More...

‘କୋସଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ’ର ଲୋଗୋ ସାଂଗେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କର୍‌ ଆତ୍ମଜୀବନୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେ଼ମିର ସଭା ଘରେ ‘କୋସଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ’ର ଲୋଗୋ ଲୋକାର୍ପିତ ହେବାର ସାଂଗେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କର୍‌ ଆତ୍ମଜୀବନୀ ‘ଖଇରପଲ୍ଲୀରୁ ନୂଆଦିଲ୍ଲୀ’ ମୁକ୍‌ଲାନ୍‌ ହେଇଯାଇଛେ । ଡଃ. ନାମଯଜ୍ଞ ମିଶ୍ରଙ୍କର
Read More...

ବନଦୁର୍ଗା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜାର ପୂର୍ଣ୍ଣ କଳସ ଶୋଭାଯାତ୍ରା

ପ୍ରଥମ ଦିନରେ ଶୈଳୀପୂତ୍ରୀ ବେଶରେ ମାଁଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବନଦୁର୍ଗା ମନ୍ଦିରରେ ୧୮ ତମ ବର୍ଷ ସାର୍ବଜନୀନ ନବରାତ୍ରୀ ଦୁର୍ଗାପୂଜାର ଆଜି ପୂର୍ଣ୍ଣ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଆଶ୍ୱିନ ଶୁକ୍ଲପକ୍ଷ
Read More...

ପାଇକମାଲରେ ନବରାତ୍ର ଦୁର୍ଗାପୂଜା କଳସ ଯାତ୍ରା

ସାମିଲ ହେଲେ ବରଗଡ଼ ସାଂସଦ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୯ଟା ସମୟରେ ପାଇକମାଲ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲେକ୍ଷ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ସକାଳ ୯ଟା ସମୟରେ ସହସ୍ରାଧିକ ମହିଳା ଓ ପୁରୁଷ ଦୁର୍ଗା ମାଁଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରାରେ
Read More...

ବିଶିଷ୍ଟ ସାହିତ୍ୟିକ, ବରେଣ୍ୟ କବି, ବିଚକ୍ଷଣ ରାଜନିତୀଜ୍ଞ, ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ପ୍ରବୀଣ କଳାକାର, ଅଦ୍ୱିତୀୟ…

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସାହିତ୍ୟିକ, ବରେଣ୍ୟ କବି, ବିଚକ୍ଷଣ ରାଜନିତୀଜ୍ଞ, ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ପ୍ରବୀଣ କଳାକାର, ଅଦ୍ୱିତୀୟ ଗିତିକାର ସ୍ୱର୍ଗତ ବିଧୁଭୂଷଣ ଗୁରୁଙ୍କ ୧୦୫ତମ ଜୟନ୍ତୀ ଆଭାସୀ ମାଧ୍ୟମରେ ବିଧୁଭୂଷଣ ସାହିତ୍ୟ ସଂସଦ
Read More...

ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ଦୁଇ ତାରିଖକୁ ଦେଶ ବ୍ୟାପି ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ
Read More...

ଜାତୀୟ ବିନା‌ ଚିନି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅକ୍ଟୋବର ୩ ହେଉଛି 'ଜାତୀୟ ବିନା ଚିନି ଦିବସ' ଯାହାକି ଜାତୀୟ ଦିବସ ଅଭିଲେଖାଗାର ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟେ । ଏହି ଜାତୀୟ ଦିବସ ଆମ ସ୍ୱାସ୍ଥ୍ୟ ଉପରେ ଚିନିର ନକାରାତ୍ମକ ପ୍ରଭାବ ଏବଂ ଚିନି ଜୀବନ ଶୈଳୀରେ ବଞ୍ଚିବାରେ ସ୍ୱସ୍ଥ୍ୟ ହାନି ବିଷୟରେ
Read More...

ପୁନଶ୍ଚ ପୃଥିବୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ…

ବିଶ୍ୱ ଉତ୍ତାପ କମାଇବା ଲାଗି ବିକଳ୍ପ ଇନ୍ଧନର ବ୍ୟବହାର ଓ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ୱରରେ ଆୟୋଜିତ ପୁନଶ୍ଚ
Read More...

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଁ ସମଲେଇଶ୍ୱରୀ ଓ ଜଗତ ଜନନୀ ମାଁ ଦୁର୍ଗା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଁ ଦୁର୍ଗାଙ୍କର ପ୍ରଥମ ସ୍ୱରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ । ମାଁଙ୍କ ଦିବ୍ୟ ସ୍ୱରୂପର ଧ୍ୟାନ କରିବା ଦ୍ୱାରା ମନ ପରିମାର୍ଜିତ ହେଇଥାଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଁଙ୍କ ଏହି
Read More...