Daily Archives

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଜିଲ୍ଲା କଂଗ୍ରେସ
Read More...

ବିଷ୍ଣୁମୁଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲି ଯାଇଛି । ଆଉ ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବିଷ୍ଣୁମୁଣ୍ଡା ଠାରେ ରାସ୍ତାରୋକ କରିଛନ୍ତି । ମୃତକ ଜଣକ ବିଷ୍ଣୁମୁଣ୍ଡାର ଗଣେଶ୍ୱର ସୁନା
Read More...

୨୦୨୪ ରାଜ୍ୟ ବିଜୁ ବନ୍ୟପ୍ରାଣୀ ସଂରକ୍ଷକ ପୁରସ୍କାରରେ ଭୂଷିତ ହେଲେ ବଲାଙ୍ଗିର ସହରର ପ୍ରସିଦ୍ଧ ପ୍ରାଣୀ ସଂରକ୍ଷକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୃଦୟ ଢ଼ାଳି, ମନପ୍ରାଣ ଦେଇ ନିରନ୍ତର ସ୍ୱାର୍ଥହୀନ ଭାବରେ କାମ କଲେ ପୁରସ୍କାର ପଛରେ ଦୌଡେ । ପ୍ରସିଦ୍ଧି ସ୍ୱୟଂ ଚରଣ ଚୁମ୍ବନ କରେ । ଆଜିର ଏହି ରାଜ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ପୁରସ୍କାର ବିତରଣ ଉତ୍ସବ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ୨୦୨୪ ରାଜ୍ୟ ବିଜୁ
Read More...

ପୂର୍ବତନ ବଲାଙ୍ଗିର ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜେଲର ପୂର୍ବତନ ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ ଘଟିଯାଇଛି । କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନୀତ ରୋଗ ଦେଇ ଗତି କରୁଥିବା ବେଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ସୋମବାର ରାତିରେ ୭୩ ବର୍ଷ
Read More...

ମା’ ଶ୍ୟାମା କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଅକ୍ଟୋବର ୨ ତାରିଖ ବୁଧବାର ଦିନ ଅପରାହ୍ନ ସମୟରେ ପଦ୍ମପୁର ହନୁମାନପଡ଼ା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା କାଲିପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ବର୍ଷର ଆୟବ୍ୟୟ ପଠନ ସହିତ ଆସନ୍ତା ଅକ୍ଟୋବର ୩୧ ତାରିଖରୁ
Read More...

କୋଶଳ କଳା ମଣ୍ଡଳ ସମୀକ୍ଷା କରିବେ ବିଧାୟକ

ପାଟଣା ମହାରାଜ ଆର.ଏନ୍‌.ସିଂହଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବେ ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ଐତିହ୍ୟ ମନ୍ଦିର ଏବଂ କଳା ସଂସ୍କୃତିର ଐତିହ୍ୟ ପୀଠ କୋଶଳ କଳା ମଣ୍ଡଳ ସୁରକ୍ଷା ପାଇଁ ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ବିଧାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ
Read More...

ମହାଳୟାରେ ସାମୁହିକ ଦୀପ ଦାନ ଓ ଗାନ୍ଧୀ ଜୟନ୍ତି ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁ୍‌ଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପବିତ୍ର ମହାଳୟାରେ ସାମୁହିକ ଦୀପ ଦାନ ଓ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଶ୍ରୀରାମ ମନ୍ଦିର ଟିକ୍ରାପଡା ଛକ ଠାରେ ଅନୁଷ୍ଠିତ
Read More...

ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୪ ଅଭିଯାନ ଅଧୀନରେ ଖଣି ମନ୍ତ୍ରଣାଳୟ ସଫଳତାର ସହ ୫୧୦ଟି କାର୍ଯ୍ୟକ୍ରମ ଆୟୋଜନ

ନୂଆଦିଲ୍ଲୀ, (ପିଆଇବି) : ଖଣି ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ସହାୟତାରେ ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୪ ଅଭିଯାନରେ ସକ୍ରିୟତାର ସହ ଅଂଶ ଗ୍ରହଣ କରିଛନ୍ତି । ସେମାନେ ସରକାରଙ୍କ ସମସ୍ତ ଆଭିମୁଖ୍ୟକୁ ଗ୍ରହଣ କରିବା ସହ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା,
Read More...

ଧର୍ମ ପରାୟଣା ମହିଳା ମଞ୍ଜୁଲତା ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ନିବାସୀ ଧର୍ମ ପରାୟଣା ମହିଳା ମଞ୍ଜୁଲତା ସାହୁ (୫୦)ଙ୍କ ବୁଧବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସ୍ୱର୍ଗତା ଶ୍ରୀମତୀ ସାହୁ ବଲାଙ୍ଗିରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଶେଷ
Read More...

ଜଙ୍ଗଲ ଅଧିକାର ଆଇନ ସେଲର “ମୋ ଜଙ୍ଗଲ ଜମି” ଯୋଜନା ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ଅଧିକାର ଆଇନ ସେଲର "ମୋ ଜଙ୍ଗଲ ଜମି" ଯୋଜନା ସମ୍ପର୍କରେ ଏକ ବୈଠକ ତହସିଲଦାର ସଂଘମିତ୍ରା କାଲୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ଅକ୍ଷୟ ପାଣି ଉଦୁ, ବଲାଙ୍ଗିର ଅତିରିକ୍ତ
Read More...