Daily Archives

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ତରଫରୁ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଭୁଇଙ୍କ ସଭାପତିତ୍ୱ ଓ ସମ୍ପାଦିକା ସୁଚିସ୍ମିତା ବିଶ୍ୱାସଙ୍କ ଆବାହକତ୍ଵରେ ଆୟୋଜିତ
Read More...

ବଜରଙ୍ଗ ଦଳର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ‘ମାଁ ମାହେଶ୍ୱରୀ ସେନା’ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡଠାରେ ବଜରଙ୍ଗ ଦଳର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ହିସାବେ ନିମନ୍ତ୍ରଣ କରି 'ମାଁ ମାହେଶ୍ୱରୀ ସେନା'କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନ ଜୈନ
Read More...

ହଳଦୀ କଲେଜ ପକ୍ଷରୁ ଜାତୀୟସ୍ତରର ଫୁଟବଲ୍ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ସୁଶ୍ରୀ ଟୁନୀ ଛତରଙ୍କୁ କଲେଜ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏ ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜାତୀୟସ୍ତରର ଫୁଟବଲ୍ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଯୁକ୍ତ ୨ କଳା ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ଟୁନୀ ଛତରଙ୍କୁ
Read More...

ଓଡିଶା ପଛୁଆବର୍ଗ ଏବଂ ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍‌ର ଗଞ୍ଜାମ ଜିଲ୍ଲା ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଓବିସି, ଏସ୍‌ସି, ଏସ୍‌ଟି ଉଦ୍ୟୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଗତ ରବିବାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ବକ୍ତା ଯୋଗଦେଇ ଏହି ବର୍ଗର ଲୋକଙ୍କ ହିତ ଉଦ୍ଦେଶ୍ୟରେ ବକ୍ତବ୍ୟ
Read More...

ଗ୍ରୀଡ୍ କର୍ମଚାରୀ ବ୍ୟାସଦେବ ବାଘଙ୍କ ଦେହାନ୍ତ

ମାଧିଆପାଲି, (ରାଜେଶ ଦଣ୍ଡସେନା) : ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍‌ର ମାଧିଆପାଲି ଗ୍ରୀଡ୍‌ରେ ପିଏସ୍‌ଏସ୍ ଅପରେଟର୍ (ଲାଇନ୍‌ମ୍ୟାନ୍‌) ଭାବେ କାର୍ଯ୍ୟ କରୁଥିବା ବ୍ୟାସଦେବ ବାଘଙ୍କ ବିୟୋଗ ହୋଇଯାଇଛି । ୨୦ ଦିନ ଆଗରୁ ତାଙ୍କ ଦେହ ଅସୁସ୍ଥ ହୋଇଥିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମ
Read More...

ଲଖମରା କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ସରକାରୀ ନୋଡାଲ ଜଗନ୍ନାଥ ହାଇସ୍କୁଲ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେମୁଖ୍ୟ ବକ୍ତା ସମ୍ମାନିତ ଅତିଥି
Read More...

ବନ୍ଧ ପାଣିରେ ଭାସୁଛନ୍ତି ମଲାମାଛ : ଗାଁରେ ଅନେକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ପଂଚାୟତର ଉପରବାହାଲ ଗ୍ରାମରେ ଅନେକ ଲୋକ ଝାଡାବାନ୍ତିରେ ଆକ୍ରନ୍ତ । ସୂଚନା ଅନୁସାରେ ଗତ ୩ରୁ ୪ଦିନ ଭିତରେ ବହୁତ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଯିବାରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଅଭିଭାବକ ଏବଂ ଶିକ୍ଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହା ବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଦୁଇ ଦିନ ବ୍ୟାପୀ ଅଭିଭାବକ ଓ ଶିକ୍ଷକ ବୈଠକ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସମସ୍ତ ଅଭିଭାବକଙ୍କୁ ସ୍ଵାଗତ କରି ଛାତ୍ରଛାତ୍ରୀ ମାନଙ୍କୁ
Read More...

ୠତୁରେକେଲାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଭାରତୀୟ କୃତ୍ରିମ ନିଗମ ଭୁବନେଶ୍ୱର ଓ ସମଗ୍ର ଶିକ୍ଷା ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ଯୋଗାଣ ନିମନ୍ତେ ବ୍ଳକସ୍ତରୀୟ ଚିହ୍ନଟ ଶିବିର
Read More...

ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ 'ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି'ଙ୍କ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷା ବରିଷ୍ଠ ନାଗରିକଙ୍କୁ କିପରି
Read More...