Monthly Archives

September 2024

ବ୍ଲକ କଲୋନୀ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଲୋକକଳା - ୨୦୨୪ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ଉ.ପ୍ରା. ବିଦ୍ୟାଳୟ ଠାରେ ସିଆରସିସି ସୁଜିତ କୁମାର
Read More...

ସପ୍ତଦଶ ସର୍ବଶ୍ରୀ ସ୍ଵନକ୍ଷତ୍ର ଉତ୍ସବ -୨୪

'ବସୁଧୈବ କୁଟୁମ୍ବକମ୍ ଓ ସର୍ବେ ଭବନ୍ତୁ ସୁଖିନଃ' ବିଶ୍ୱକୁ ଭାରତୀୟ ସାହିତ୍ୟର ଶ୍ରେଷ୍ଠ ଅବଦାନ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ସାହିତ୍ୟ ଯୁଗେ ଯୁଗେ ବିଶ୍ୱକୁ ଶ୍ରେଷ୍ଠ ଉପହାର ଦେଇଆସିଛି । ବେଦ, ରାମାୟଣ, ଭାଗବତ ଗୀତା ଭଳି ଅନନ୍ୟ ଗ୍ରନ୍ଥ ମାନବିକତାର ବାର୍ତ୍ତା
Read More...

ବିକାଶ ହସ୍ପିଟାଲ ପକ୍ଷରେ ବଲାଙ୍ଗିର ଠାରେ ବିଶ୍ଵ ହୃଦୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ହୃଦୟ ଦିବସ ଅବସରରେ ବିକାଶ ହସ୍ପିଟାଲ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୭ ଟା ସମୟରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ଏକ ୱାକାଥନ୍ କାର୍ଯ୍ୟକ୍ରମ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ.ବିଜୟାନନ୍ଦ
Read More...

ଏଭିଜିସି ପାଇଁ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ଏଭିଜିସି (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ କମିକ୍ସ) ସେକ୍ଟର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ଭବିଷ୍ୟତ ହେବାକୁ ଯାଉଛି । ବାହୁବଳୀ ଏବଂ ଆର୍‌ଆର୍‌ଆର୍‌ ପରି ଚଳଚ୍ଚିତ୍ର ଭାରତରେ ଐତିହାସିକ ଏବଂ କାଳ୍ପନିକ ବିଷୟବସ୍ତୁକୁ ଚିତ୍ରଣ କରିବା ପାଇଁ ଏକ ନୂତନ
Read More...

କୁଶଙ୍ଗାଇ ଶକ୍ତି ପୀଠରେ ଷୋହଳ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ରହିଛି ମାଁ କୁଶଙ୍ଗାଇଙ୍କ ପ୍ରାଚୀନ ପୀଠ । ହଜାରେ ବର୍ଷ ପୁରୁଣା ଏହି ଦେବୀ ପୀଠରେ ରୀତିନିତି ଅନୁସାରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ (ପୁଅଜିଉଁତିଆ) ତିଥି ଠାରୁ ମାଁଙ୍କର ଖଣ୍ଡା ବସା ଯାଇ ଷୋହଳ ପୂଜା
Read More...

ବଙ୍ଗୋମୁଣ୍ଡାରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ଟିଟିଲାଗଡ଼ ଚକ୍ଷୁ ଡାକ୍ତରଖାନା ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ
Read More...

ଚିନ୍ମୟ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପି.ଏକାଡେମୀ ଠାରେ ଚିନ୍ମୟ ମିଶନ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀମଦ୍‌ ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସହର ତଥା ଆଖପାଖ ଅଂଚଳରୁ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଚିନ୍ମୟ ମିଶନର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ
Read More...

ସଇଁତଲାରେ ଜିଲ୍ଲାସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଯାପିତ : ବାଳିକା ଓ ବାଳକ ବିଭାଗରୁ ବଲାଙ୍ଗିର ଟିମ ଚମ୍ପିୟାନ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ହ୍ୟାଣ୍ଡବଲ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଇଁତଲା
Read More...

ଭାରସାମ୍ୟ ହରାଇ ଘରକୁ ପଶିଲା କାର : ଅଳ୍ପକେ ବର୍ତିଲେ ପରିବାର ଲୋକେ

ବିନିକା, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଘରକୁ ପଶିଲା କାର । କାର ଚାଳକ ଫେରାର ମାରିଥିବା ବେଳେ ଅଳ୍ପକେ ବର୍ତିଲେ ପରିବାର ଲୋକେ । ଆଜି ସକାଳୁ ସୋନପୁର - ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ସୋନପୁର ପଟରୁ ଦୃତଗତିରେ ଆସି ଓଡ଼ି ୩୩ ଜେଡ଼ - ୮୭୫୭ ବୋଲେନୋ କାର ସଂସାମୁରା ଗାଁର
Read More...