Monthly Archives

September 2024

ପେରିୟାରଙ୍କ ୧୪୬ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ରପଡା ବଲାଙ୍ଗିର ଠାରେ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ, କାନ୍ତି ଲାଲ ମୁଗ୍ରୀ ମଞ୍ଚାସୀନ ଥିଲେ ।
Read More...

ତରଭା ଏ. ଇ. ଏସ୍. ମହାବିଦ୍ୟାଳୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ବୁଦେଲମୁଣ୍ଡାସ୍ଥିତ ପମ୍ପ ହାଉସ୍‌ ପରିସରେ ଏ. ଇ.ଏସ୍. ମହାବିଦ୍ୟାଳୟର ଏନ୍. ଏସ୍. ଏସ୍. ୟୁନିଟ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆଜି…

ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଜୀଙ୍କୁ ୧୫ଟି ଭିନ୍ନ ଭିନ୍ନ ରାଷ୍ଟ୍ର ସେମାନଙ୍କର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି, ଯାହା ତାଙ୍କର ଏବଂ ଭାରତର ଗୌରବକୁ ବଢ଼ାଇଛିମୋଦୀ ୩.୦ର ପ୍ରଥମ ୧୦୦ ଦିନ 'ବିକଶିତ ଭାରତ'
Read More...

ମୁରିବାହାଲ ବ୍ଲକସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପ୍ରଶାସନ ପକ୍ଷରୁ ଘଣ୍ଟବାହାଲସ୍ଥିତ କେଜିବିଭି ସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ତଥା
Read More...

ମୋଦୀଙ୍କ ୩.୦ କାର୍ଯ୍ୟକାଳର ୧୦୦ ଦିନ ପୂର୍ତ୍ତି ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ…

ମୋଦୀଙ୍କ ୩.୦ କାର୍ଯ୍ୟକାଳର ୧୦୦ ଦିନ ପୂର୍ତ୍ତି ଅବସରରେ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, "ଗତ ୧୦ ବର୍ଷରେ ହୋଇଥିବା କାମ ପୂର୍ବରୁ କେବେ ହୋଇ ନଥିଲା' ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଆମେରିକା ଗସ୍ତରେ ଥିବା ସମୟରେ ସୋମବାର ଦିନ (ୱାଶିଂଟନ ଡିସିର
Read More...

ଗ୍ୟାସ୍‌ ସିଲିଣ୍ଡର ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ୟାସ୍‌ ସିଲିଣ୍ଡର ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ବଲାଙ୍ଗିର ସହର ନିକଟସ୍ଥ ସାଆନ୍ତପୁର
Read More...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ. ପି.କେ. ମିଶ୍ରଙ୍କ ନେତୃତ୍ୱରେ ମା’ଙ୍କ ନାମରେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ. ପି.କେ ମିଶ୍ରଙ୍କ ନେତୃତ୍ୱରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି: 'ଏକ ସ୍ଥିର ଭବିଷ୍ୟତ ଦିଗରେ
Read More...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ନିକଟସ୍ଥ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଗୋଷ୍ଠୀ
Read More...

ଆମ୍ବେଦକର ଯୁବକ ସଂଘ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଆମ୍ବେଦକର ଯୁବକ ସଂଘ, ବେହେରେନସିଲେଟ୍ ଓ ସାଗର ମଲ୍‌ଟି ସ୍ପେଶିଆଲିଟି ହସ୍‌ପିଟାଲ, ରାୟପୁର ମିଳିତ ଆନୁକୂଲ୍ୟରେ ବେହେରେନସିଲେଟ୍ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ
Read More...

ଆଗାମୀ ଦଶନ୍ଧିରେ ପ୍ରବେଶ ପାଇଁ ସ୍ୱଚ୍ଛ ଭାରତ ମିଶନ ପ୍ରସ୍ତୁତ

ଆସନ୍ତା ୧୫ ଦିନ ମଧ୍ୟରେ ୫ ଲକ୍ଷ ଅଳିଆ ସ୍ଥାନକୁ ସଫା କରିବା ଦିଗରେ ରାଜ୍ୟମାନେ ଆଗେଇ ଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ଆକଳନ ୨ ଲକ୍ଷକୁ ଟପି ରେକର୍ଡ ସୃଷ୍ଟି କରିବାକୁ ଦେଶ ପ୍ରସ୍ତୁତଲକ୍ଷ ଲକ୍ଷ ଲୋକଙ୍କ ସ୍ୱେଚ୍ଛାକୃତ ଉଦ୍ୟମରେ ଆରମ୍ଭ ହେଲା ନିଆରା ଅଭିଯାନ ନୂଆଦିଲ୍ଲୀ, (ପିଆଇବି) :
Read More...