Monthly Archives

September 2024

ସୁଭଦ୍ରା ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୪ତମ ଜନ୍ମଦିବସରେ ଭୁବନେଶ୍ଵରର ଜନତା ମଇଦାନଠାରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମକୁ ପୁରୀ
Read More...

ବ୍ଲକ ପ୍ରଶାସନର ଆକଳନ ଠାରୁ ଅଧିକ ମହିଳାଙ୍କ ସମାଗମ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେର୍ବତ୍ତା) : ସୁଭନ୍ଦ୍ରା ଯୋଜନା ପାଇଁ କିଛି ଦିନ ହେବ ବୈପାରିଗୁଡା ବ୍ଲକର ବିଭିନ୍ନ ଆଧାର କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଥିବା ବେଳେ ଆଜି ତାଠାରୁ ଅଧିକ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଗୌଡସାହି ପାଖ ରାବଣ ପଡିଆ ଠାରେ ବ୍ଲକ
Read More...

ମ.ରାମପୁର ବ୍ଲକରେ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

ମ.ରାମପୁର, (ପି.କେ. ସାହୁ) : ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକଆଉଟ ଫୁଟବଲ ସପ୍ତମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୩ ଗୋଟି ପଡିଆରେ ୧୩ଟି ଖେଳ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ମନହିରା ୨-୧ ଗୋଲରେ ଅମାମୁଣ୍ଡାକୁ ହରାଇଛି । ହଲଦି ପଡିଆରେ ଇବିଏଫ୍‌ଏ ହଲଦି ଟ୍ରାଇବ୍ରେକର ୩-୨ ଗୋଲରେ ତୁର୍ଲାକୁ ହରାଇଛି ।
Read More...

ଭବ୍ୟ ଆୟୋଜନ ମଧ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମହିଳା ମାନଙ୍କ ସ୍ୱାଭିମାନ ଓ ଆର୍ଥିକ ବିକାଶ ଦୃଷ୍ଟିରୁ ଏହି ଐତିହାସିକ ଯୋଜନାର ଶୁଭାରମ୍ଭ ଅବସରରେ ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ
Read More...

ସଇଁତଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଲୱେ ଷ୍ଟେସନ ପଡିଆଠାରେ ମଙ୍ଗଳବାର ବିଜେପି ସରକାର ସୁଭଦ୍ରା ଯୋଜନା ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ
Read More...

ମହୁମାଛି ଆକ୍ରମଣରେ ୩ ଗୁରୁତର : ଅନେକ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ଅଘଟଣ । ମହୁମାଛି ଆକ୍ରମଣରେ ୩ ଗୁରୁତର ଅନେକ ଆହାତ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିକଟରେ ଥିବା ଶିମିଳି ଗଛରେ ବସା ବାନ୍ଧି ଥିବା ମହୁମାଛି କୌଣସି କାରଣରୁ ବାହାରି ସଭାସ୍ଥଳରେ
Read More...

ହତ୍ୟା ମାମଲାରେ ସ୍କୁଲ ଶିକ୍ଷକ ନିର୍ଦ୍ଦୋଷରେ ଖଲାସ : ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରାଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଏକ ହତ୍ୟା ମାମଲାରେ ସ୍କୁଲ ଶିକ୍ଷକ ଦେବରାଜ ଭାଟି ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଘଟଣାଟି ଘଟିଥିଲା ୨୨ ଜୁଲାଇ୨୦୦୮ରେ ଲୁଥୂର୍ବନ୍ଧ ରେଳ ଧାରଣ ନିକଟରେ ବିନୋଦ ପ୍ରସାଦ ନାୟକଙ୍କ କ୍ଷତ ବିକ୍ଷତ ଶରୀର ଟିଟିଲାଗଡ ଜିଆର୍‌ପି ଜବତ କରିଥିଲା । ଶବ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଘରେ ଘରେ ସୁଭଦ୍ରା ଯୋଜନା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ପାଇଁ ଏକ ଅଭିନବ ପଦକ୍ଷେପ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ

ପୂର୍ତ୍ତ ବିଭାଗ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର କ୍ୱାଲିଟି ଯାଞ୍ଚ କଲେ ବିଧାୟକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ସହ ବ୍ୟାପକ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା
Read More...