Monthly Archives

September 2024

ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନାଟକ ଅଭ୍ୟାସ ପାଇଁ ଅବା ନାଟକ ରିହରସାଲ୍ ପାଇଁ ସ୍ଥାନ ଦେବା ସାଂଗକୁ ଓ ନାଟକ ମଞ୍ଚସ୍ଥ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରେକ୍ଷାଳୟର ସୁଲଭ ଦରରେ ଯୋଗାଇ ଦେବାକୁ ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀପତ୍ର
Read More...

ପଦ ବଜାୟ ରଖିଲେ ବାବୁ ଫାସଡ ସରପଞ୍ଚ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସେଠ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଳାସିନୀ ସେଠଙ୍କ ଠାରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଏହି ନିର୍ବାଚନରେ
Read More...

ଡ଼ଃ. ସତ୍ୟ ନାରାୟଣ ସାହୁଙ୍କ ମାତା ରତ୍ନାବତୀଙ୍କ ୯୨ ବୟସରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତେଲିଗୋଟ ପଡ଼ା ନିବାସୀ ଡ଼ଃ. ସତ୍ୟ ନାରାୟଣ ସାହୁଙ୍କ ମାଁ ରତ୍ନାବତୀ ସାହୁଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଡ଼ଃ. ସତ୍ୟ ନାରାୟଣ ସାହୁ, ମଝିଆ ପୁଅ ବିଷ୍ଣୁ ଚରଣ
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୱାର୍ଲ୍ଡ ଫୁଡ୍…

ଖାଦ୍ୟ ନିୟାମକଙ୍କ ଭୂମିକା କେବେ ବି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ରହିନାହିଁ ଏବଂ ଏହା ନିରନ୍ତର ସହଯୋଗ, ନିରବଚ୍ଛିନ୍ନ ଉଦ୍ଭାବନ ଏବଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ନିରନ୍ତର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧତା ଆବଶ୍ୟକ କରେ : ଜେପି ନଡ୍ଡାଆନ୍ତର୍ଜାତୀୟ ବାଣିଜ୍ୟ, ଖାଦ୍ୟ ଉତ୍ପାଦନ
Read More...

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ…

ନକ୍ସଲବାଦ ଉଭୟ ମାନବିକତା ଓ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ବିପଦପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧଯେଉଁମାନେ ନକ୍ସଲଙ୍କ ମାନବିକ ଅଧିକାରକୁ ସମର୍ଥନ କରୁଛନ୍ତି
Read More...

ଆଲ୍‌ବମ୍‌ କୁଇନ୍‌ ରୁକ୍‌ସାନା ବନୋଙ୍କ ମୃତ୍ୟୁ ଘଟଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଗାୟିକା ତଥା ଆଲ୍‌ବମ୍‌ କୁଇନ୍‌ ରୁକ୍‌ସାନା ବାନୋଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ଏବେ ଚାରି ଆଡେ଼ ଚହଳ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ରୁକ୍‌ସାନାଙ୍କ ସ୍କ୍ରବ୍‌ ଟାଇଫସ୍‌ ରୋଗରେ ଆକ୍ରାନ୍ତ
Read More...

ମୈତ୍ରୀ ଠିକା ସଂସ୍ଥା ବିରୋଧରେ କାଶୀପୁର ଥାନା ଘେରାଉ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ମୈତ୍ରୀ ଠିକା ସଂସ୍ଥା ବିରୋଧରେ ଶତାଧିକ ଅଞ୍ଚଳବାସୀ କାଶୀପୁର ଥାନା ଘେରାଉ କରିଛନ୍ତି । ଠିକା ସଂସ୍ଥା ବିରୋଧି କାର୍ତ୍ତିକ ନାୟକଙ୍କୁ ଉଠାଇ ଆଣିଥିଲା ପୋଲିସ, ତାର ପ୍ରତିବାଦରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ଥାନାରେ ।
Read More...

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧୀଷ୍ଠିର ମିଶ୍ର ଆଇନ୍‌ ମହାବିଦ୍ୟାଳୟ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଦ୍ୱିତୀୟ ଓ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା । ଶେଷ ବର୍ଷର ଛାତ୍ରୀ ତନୱି ଭାରତୀ ସାହୁ
Read More...

ଏକ ସୀମାନ୍ତ ଗାଁ ତ୍ରିଖୁଟିପଡା : ସଂକଳ୍ପ ଅଛି, ବିକାଶ ନାହିଁ

ଜୟପାଟଣା, (ଶେଷଦେବ ବେହେରା) : ଅନେକ ସମୟରେ ବାସ୍ତବତା ମଧ୍ୟ କାହାଣୀ ଭଳି ଲାଗେ । ସହରମାନଙ୍କର ବିଳାସମୟ ଜୀବନ ଓ ବିକାଶ ଧାରାକୁ ଦେଖିବା ପରେ, ଗ୍ରାମାଞ୍ଚଳରେ ରହୁଥିବା ମଣିଷମାନଙ୍କ ମଧ୍ୟରେ ଆପଣା ଛାଏଁ ଅକୁହା ଏକ ହୀନ ମାନ୍ୟତା ଚାଲିଆସେ । ନିଜର ଭିଟାମାଟିରେ ପରିବାର ଲୋକଙ୍କ ସାଙ୍ଗରେ
Read More...

ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ଏକ ଆହ୍ୱାନ : ପ୍ରଫେସର ଦୟାନନ୍ଦ ସଂସନ୍ୱାଲ୍

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଜାତୀୟ ସଂପାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପ୍ରାୟୋଜିତ 'ଶିକ୍ଷାରେ କୃତ୍ରିମ
Read More...