Monthly Archives

September 2024

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଚତୁର୍ଥ ଆଞ୍ଚଳିକ ବୈଠକ ଅନୁଷ୍ଠିତ

ଇଏଲ୍‌ଆଇ ଯୋଜନା ଅଧୀନରେ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଶ୍ରମ ଶକ୍ତିର ଆନୁଷ୍ଠାନିକ ରୂପ ଦେବା ପାଇଁ ଉଭୟ ବୃହତ ଉଦ୍ୟୋଗ ଓ ଏମ୍‌ଏସ୍‌ଏମ୍‌ଇକୁ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ : ମନ୍ତ୍ରଣାଳୟ ସଚିବଶ୍ରମ ସଂସ୍କାର, ଶ୍ରମ କଲ୍ୟାଣ, ଗୁଣାତ୍ମକ
Read More...

ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ : ଭୁବନେଶ୍ୱରର ଭିଏସ୍ଏସ୍ ନଗର ଠାରେ ତିନି ଘଣ୍ଟା ମଧ୍ୟରେ ରୋଡ ଓଭର…

ଭୁବନେଶ୍ୱର, (ପିଆଇବି) : ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ କାର୍ଯ୍ୟରେ, ପୂର୍ବତଟ ରେଳପଥ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରତ୍ୟକ ୩୬ ମିଟର ଲମ୍ବ ପାଞ୍ଚଗୋଟି ଷ୍ଟିଲ୍ ଗାର୍ଡ଼ର (ଯାହାର ଓଜନ ପ୍ରତ୍ୟକ ୩୫ ଟନ୍) କୁ ସଫଳତାର ସହ ସ୍ଥାପନ କରାଯାଇଅଛି । ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ
Read More...

ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ, ଯେଉଁଥିରେ…

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ଯେ, ୱେଭ୍ସ ଭାରତକୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଏକ ଅତୁଳନୀୟ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ କରିବଉଦ୍‌ଘାଟିତ ହେଲା ୱେଭ୍ସର 'କ୍ରିଏଟ୍ ଇନ୍ ଇଣ୍ଡିଆ' ଚ୍ୟାଲେଞ୍ଜ ସିଜନ-୧, ଯୁବବର୍ଗଙ୍କୁ ଅଧିକ ସଂଖ୍ୟକ ଅଂଶଗ୍ରହଣ
Read More...

ଆନ୍ତର୍ଜାତୀୟ ଶାନ୍ତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ, ୨୧ ସେପ୍ଟେମ୍ବରରେ 'ଆନ୍ତର୍ଜାତୀୟ ଶାନ୍ତି ଦିବସ' ପାଳନ କରାଯାଏ । ମିଳିତ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ, ଅସନ୍ତୋଷ ଏବଂ ଅଶାନ୍ତିରୁ ବଞ୍ଚିତ ଏକ ବିଶ୍ୱ ପାଇଁ ଆମର ମିଳିତ ଆକାଂକ୍ଷାକୁ ଦର୍ଶାଏ । ମିଳିତ ଜାତିସଂଘର ସାଧାରଣ
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବିବିନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଉତ୍ସବ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ
Read More...

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି-୨୦୨୪ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ
Read More...

ରାଉରକେଲା କଲେଜରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନରେନ୍ଦ୍ର ମୋଦି ସେବା ସଂକଳ୍ପ ଆନୁକୂଲ୍ୟରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଜାତୀୟ ସେବା ଯୋଜନା ସଂଯୁକ୍ତ ଶାଖା ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଯାଇଛି । ଏହି ଶିବିରଟି
Read More...

୧୫ବର୍ଷ ପରେ ଚଳକୀରୁ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ, ଜେଲ୍ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସକୁ ଚଳକୀ ଅଞ୍ଚଳର ଦୀର୍ଘ ୧୫ବର୍ଷ ତଳର ଏକ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୁକ୍ତ ପୁରୁଣା ୱାରେଣ୍ଟି ତରୁଣ ଦେବଗୁରୁ(୩୫)ଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ଏହି ଥାନା ଚଳକୀ ପଞ୍ଚାୟତ ଖୁଜେନପାଲି
Read More...

ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂଙ୍କ ନେତୃତ୍ୱରେ ଟିଟିଲାଗଡ଼
Read More...

ଡିବାଇଡର୍‌ ମଝିରେ ବୃକ୍ଷରୋପଣକୁ ବିରୋଧ କଲେ ବଲାଙ୍ଗିର ଶାନ୍ତିପଡାର ଯୁବକ ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ମ୍ୟୁନିସିପାଲିଟି ପକ୍ଷରୁ ବଲାଙ୍ଗିର ପାଟଣାଗଡ ରୋଡ୍‌ ଶାନ୍ତିପଡାରୁ ଲାଲ୍‌ଟିକ୍ରା ଆଡକୁ ଯାଇଥିବା ମୁଖ୍ୟ ରାସ୍ତା ମଝିରେ ରହିଥିବା ଡିବାଇଡର୍‌ ଭିତରେ ଗଛ ଲଗାଯାଇଥିବା ବେଳେ ଶାନ୍ତିପଡାର କିଛି ଯୁବକ ଏହାକୁ ବିରୋଧ କରିଥିବାର ଦେଖିବାକୁ
Read More...