Monthly Archives

September 2024

ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବ ବନଦୁର୍ଗା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ ବନ୍ଦ ସ୍ଥିତ ନବଦୁର୍ଗା ମନ୍ଦିରରେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ସାର୍ବଜନୀନ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ ସ୍ଥିର ଅନୁସାରେ ଆଶ୍ଵିନ
Read More...

ଗାତରେ ଫସିଛି ହାତୀ ଶାବକ : ବନ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପାରାଲସିଙ୍ଗା - ସଁଅରାପଦର ରାସ୍ତାରେ ଥିବା ଏକ ଗାତରେ ଗୋଟେ ହାତୀ ଶାବକ ପଡିଯାଇଛି । ଉକ୍ତ ହାତୀ ଶାବକ ବାହାରିବା ପାଇଁ ଚେଷ୍ଟା କରି ବାହାରି ପାରିନାହିଁ । ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ
Read More...

ରାଜ୍ୟ ସରକାର ଆଇ.ପି.ଏସ୍. ସ୍ତରରେ ବଡ଼ ଧରଣର ଅଦଳବଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର ଆଇ.ପି.ଏସ୍. ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବ୍ରହ୍ମପୁର ଏସ୍‌.ପି. ଦାୟିତ୍ୱରେ ଥବବା ଡିଆଇଜି ଡଃ. ସାର୍ଥକ ଷଡ଼ଙ୍ଗୀଙ୍କୁ ପଦୋନ୍ନତି ଭିତ୍ତିରେ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ତେବେ ଡ଼ଃ. ଶ୍ରବଣା
Read More...

କୋରାପୁଟିଆ ଜନ ସୁରକ୍ଷା ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (ସୁନାମ ହନ୍ତାଳ) : ସେମିଳିଗୁଡା ଅନ୍ତର୍ଗତ ଜାନିଗୁଡ଼ା ସିଂହବାହୀନି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ କୋରାପୁଟିଆ ଜନ ସୁରକ୍ଷା ସଂଘ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାର ଉନ୍ନତି, ପରିବେଶ ସୁରକ୍ଷା, ଜଳ, ଜଙ୍ଗଲ, ଜମି ସୁରକ୍ଷା ଦେବା ଏବଂ ଖଣି ଖନନ ବନ୍ଦ କରିବା,
Read More...

ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘର ପଦ୍ମପୁର ବ୍ଲକ ଜଗମଣ୍ଡା ପହାଡ଼ ଉପରେ ବ୍ଲକସ୍ତରୀୟ ବୈଠକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ଉପଦେଷ୍ଟା ତ୍ରିପତି ଗମାଙ୍ଗ ଓ ପାର୍ବତୀ ଶବରଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ସମାଲୋଚନା କରିବା ସହ ପାଚିକା ଓ ସହାୟିକାମାନଙ୍କ ସମସ୍ୟା ସମାଧାନ ନକରି ଶ୍ରମିକମାନଙ୍କୁ ଉପହାସ କରୁଛନ୍ତି ବୋଲି କହିଛନ୍ତି ।
Read More...

ଇରମ ଗୁଳିକାଣ୍ଡ : ଆରକ୍ତ ଗୋଧୂଳିର ରକ୍ତାକ୍ତ ରାଗିଣୀ

ଡ଼ଃ. ଦେବେନ୍ଦ୍ର ପ୍ରହରାଜଙ୍କ ସ୍ମୃତିରେ ଶବ ସଂରକ୍ଷକ ଫ୍ରିଜ ପ୍ରଦାନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଲୁଣିଆ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ
Read More...

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର : ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ କରିଛି ଚିଠି । ଅକ୍ଟୋବର
Read More...

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଥିବା ଖବର ମିଳିଛି । ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିବା ସୂଚନା ରହିଛି ।
Read More...

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ : ବାପାକୁ ହତ୍ୟା କଲା ପୁଅ

ସୁନ୍ଦରଗଡ଼ : ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ମାତାଲ୍ ଅବସ୍ଥାରେ ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏପରି ଏକ ଅଘଟଣ ଲେଫ୍ରିପଡା ଥାନା ଛଟେନପାଲିରେ ଦେଖିବାକୁ ମିଳିଛି । ମାତାଲ୍ ଅବସ୍ଥାରେ ବାପାକୁ ପିଟି ହତ୍ୟା ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସର
Read More...

ଗଣେଶ ବିସର୍ଜନ ବେଳେ ଅଘଟଣ : ବାଣ ଫୁଟି ଯୁବକ ମୃତ

ନବରଙ୍ଗପୁର : ଗଣେଶ ବିସର୍ଜନ ବେଳେ ଅଘଟଣ । ବାଣ ଫୁଟି ଯୁବକ ମୃତ । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଶିବାଜୀ ନଗର ଗଣେଶ ପୂଜା କମିଟିର ଗଣେଶ ବିସର୍ଜନ ବେଳେ ଅଘଟଣ ଘଟିଥିବା ଖବର ମିଳିଛି । ବାଣ ବ୍ୟାଗ ଧରିଥିବା ଜଣେ ଯୁବକଙ୍କ ବାଣ ଫୁଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
Read More...