Monthly Archives

September 2024

ରେଳ ବିକାଶ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାକୁ ଅବହେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ରେଳ ବଜେଟରେ ବଲାଙ୍ଗିର ଜିଲ୍ଲାକୁ ଅବହେଳା କରାଯାଇଥିବା ଅତ୍ୟନ୍ତ ନିନ୍ଦନୀୟ । ସୂଚନାଯୋଗ୍ୟ ଖୋର୍ଦ୍ଧା ରୋଡରୁ ବଲାଙ୍ଗିର ଦେଇ ରାୟପୁର ରେଳ ପ୍ରକଳ୍ପ ୧୯୪୫ ମସିହାରେ ଚୁଡାନ୍ତ ହୋଇଥିଲା । ପରବର୍ତ୍ତି କାଳରେ ଉକ୍ତ ପ୍ରକଳ୍ପ ଖୋର୍ଦ୍ଧା ରୋଡ ଠାରୁ
Read More...

ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନର ନିରପେକ୍ଷ ତଦନ୍ତ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନ ତରଫରୁ ଉଦବେଗ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି
Read More...

ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦର ସୌଜନ୍ୟରେ ଆନ୍ତର୍ଜାତୀୟ ତଟକୂଳ ସ୍ୱଚ୍ଛତା ଦିବସ ପାଳିତ

ବଟେଶ୍ୱର ବେଳାଭୂମିରେ ସାମିଲ ହେଲେ ଶହ ଶହ ଏନ୍. ସି. ସି. ବିଦ୍ୟାର୍ଥୀ ଏବଂ ସ୍ଵେଚ୍ଛାସେବୀ ଓ ସାଧାରଣ ନାଗରିକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱର ସର୍ବବୃହତ ତଟକୂଳ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ 'ଆନ୍ତର୍ଜାତୀୟ ସ୍ୱଚ୍ଛତା ଦିବସ' ଅବସରରେ ଭାରତୀୟ ତଟରକ୍ଷୀ ବାହିନୀ
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଶାସ୍ତ୍ରୀନଗର ପକ୍ଷରୁ ଶାସ୍ତ୍ରୀନଗର ପ୍ରହରୀ ମଣ୍ଡପ ଠାରେ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ସହାୟତାରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ତୁରେକେଲା ପୋଲିସ ଦ୍ୱାରା ୯ ଜଣ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ଅଶୋକ କୁମାର ବାଗ) : ଦାଦନ ଚାଲାଣ ବେଳେ ତୁରେକେଲା ପୋଲିସ ଦ୍ୱାରା ଚଢାଉ । ମହୁଲପାଟି ଛକ ନିକଟରେ ରାସ୍ତାରେ ପେଟ୍ରୋଲିଙ୍ଗ ସମୟରେ ଚଢାଉ କରି ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ତୁରେକେଲା ଅଞ୍ଚଳରୁ ଦାଦନ ଚାଲାଣ ଏକ ନିୟମିତ ପ୍ରକ୍ରିୟା । ନୂଆଁଖାଇ ପରେ
Read More...

ରାଜ୍ୟସ୍ତରୀୟ ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର କନ୍ଧପାଲିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ରାଜ୍ୟସ୍ତରୀୟ ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ
Read More...

ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦୁର୍ଗୀ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଓ ମାଁ ପାଇଁ ଗଛ ଟିଏ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦୁର୍ଗୀ ପଞ୍ଚାୟତରେ ମୋଦୀ ଜୀଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଦୁର୍ଗୀ ପଞ୍ଚାୟତର ସରପଞ୍ଚ ବିଜୟ କୁମୁରୁକାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ପିଇଓ ପ୍ରମୋଦ
Read More...

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜନ ସମ୍ପର୍କ ଯାତ୍ରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାୟୀ ପଟ୍ଟା ଓ ଭବାନୀପାଟଣା ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଡିଫାଇନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାରେ ଏକ ବିରାଟ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆମର ଘର, ଆମର ପଟ୍ଟା ସ୍ଲୋଗାନ ନେଇ ବିଭିନ୍ନ ସମୟରେ ବସ୍ତି ବାସିନ୍ଦା
Read More...

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାସ୍ତରୀୟ ବିକାଶ ମେଳାର ଉଦ୍‌ଘାଟନୀ ଉତ୍ସବ ଆଜି ଭବାନୀପାଟଣା ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ର ମନ୍ତ୍ରୀ( ସ୍ୱାଧୀନ)ସମ୍ପଦ ଚନ୍ଦ୍ର ସ୍ୱାଇଁ
Read More...

୨୫ କିଲୋ ଗଞ୍ଜେଇ ଜବତ : ୨ ମହିଳା ଗିରଫ

ବୈପାରୀଗୁଡା : ଅଟୋରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୨୫ କିଲୋ ଗଞ୍ଜେଇ ଜବତ ଏଥିରେ ସମ୍ପୃକ୍ତ ଥିବା ୨ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ମହିଳା ଲଷ୍ମୀପୁରର ସନ୍ଧ୍ୟା ହରିଜନ ଓ ସାବିତ୍ରୀ ବାଲାଜୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ,
Read More...