Monthly Archives

September 2024

ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲା ପୂର୍ବତନ ସୈନିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ଚଳେ ଭୁବନେଶ୍ଵର ସ୍ଥିତ ଭରତପୁର ଥାନାରେ ଜଣେ ସେବାରତ ସେନାର ମେଜର ତଥା ତାଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀମାନେ ମାନସିକ ତଥା ଶାରୀରିକ ଅତ୍ୟାଚାର ସ୍ୱରୂପ ଦୁର୍ବବ୍ୟହାର ପ୍ରଦଶନ କରିବା ସଂଗେ ସଂଗେ ମାଡ ମାରିବା ଘଟଣାକୁ ବଲାଙ୍ଗିର ଜିଲ୍ଲା
Read More...

୨୪ ତାରିଖ ମୂଳାଷ୍ଟମୀରୁ ଅକ୍ଟୋବର ୧୦ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ମା’ ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାର୍ବଣ ୠତୁର ଆଗମନ ହୋଇଛି, ମା' ଉଦ୍ଭା ହେବେ, ଧରା ପୃଷ୍ଠରେ, ପୂଜା ସମ୍ଭାରରେ ସରଗରମ ହେବ, ପ୍ରମୁଖ ଶକ୍ତି ପୀଠ, ଏବଂ ମୃଣ୍ମୟମୂର୍ତ୍ତି ପୂଜା ସ୍ଥଳରେ ଦେବୀ ଦଶଭୂଜା ମା' ଦୁର୍ଗାଙ୍କ ଆବାହନ, ସଂସ୍ଥାପନ, ଷୋଡଶ ଉପଚାରରେ ପୂଜାପାଠ ପ୍ରଚଳିତ ହେବ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୧୩ ଗୁରୁତର

ବୀରମିତ୍ରପୁର : ବୀରମିତ୍ରପୁର ଥାନା ଅନ୍ତର୍ଗତ ଟୁଙ୍ଗରିଦଫେଇ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଶିଶୁ ସହ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, କୁଆଁରମୁଣ୍ଡା ବ୍ଲକ ପଞ୍ଚାୟତର କଦବାହାଲ ଘୁଣ୍ଟିଛାପଲ ବସ୍ତିରୁ ଅଟୋ
Read More...

ରିୟା ସିଂଘା ହାତେଇଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଟାଇଟଲ

ମୁମ୍ଵାଇ : ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଟାଇଟଲ ହାତେଇଲେ ରିୟା ସିଂଘା । ଉର୍ବଶୀ ରାଉତେଲା ନିଜ ହାତରେ ରିୟାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି । ପ୍ରାୟ ୫୧ ଜଣ ପ୍ରତିଯୋଗୀ ସେମାନଙ୍କ ସୁନ୍ଦରତା ଓ ବୁଦ୍ଧି ଦେଖାଇଥିଲେ । ଏହି ସବୁରେ ରିୟା ସମସ୍ତଙ୍କୁ ପଛରେ ପକାଇ ନିଜେ ମୁକୁଟ ଜିତିଛନ୍ତି
Read More...

ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ

ମାଲକାନଗିରି : ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ଝରଣାକୁ ୧୩ ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ଜଳ ପ୍ରପାତ ନିକଟରେ ସମସ୍ତେ
Read More...

ନଦୀ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପୁରେଶ୍ୱର ମାଝି(୬୫)
Read More...

ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତାକୁ ନେଇ ବାଇକ ଶୋଭାଯାତ୍ରା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାରା ରାଜ୍ୟରେ ମୋହନ ସରକାରଙ୍କ ପକ୍ଷରୁ ୩ ଦିନ ଧରି ବିକାଶ ମେଳା ତଥା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବାବେଳେ ରବିବାର ବାଲିଗୁଡା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ
Read More...

କୁମ୍ଭାରୀଗାଁ ପଞ୍ଚାୟତ ରାସ୍ତା ପାଲଟିଛି ମରଣଯନ୍ତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ । ଏଠାରେ ପଞ୍ଚାୟତ
Read More...

ଗଦାପୁର ଅଞ୍ଚଳରେ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଠପ : ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଅଚଳ ହୋଇପଡିଛି । ଉକ୍ତ ଅଞ୍ଚଳରେ ଏକମାତ୍ର ସାହା ଭରସା ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଅଚଳ ହୋଇଥିଲେ ସୁଦ୍ଧା
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ସିନିୟର ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସିସିଏଫ୍‌ଏ ବଲାଙ୍ଗିର ଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଥମ ସେମିଫାଇନାଲ ଖେଳ ସିସିଏଫ୍‌ଏ ବଲାଙ୍ଗିର ବନାମ ବିଏନ୍‌ଏଏ ଜରାସିଂହା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ
Read More...