Monthly Archives

September 2024

ତିନି ଏକରରୁ ଅଧିକ ଚାଷ କରିଥିବା କପା ଗଛ ନଷ୍ଟ ଚିନ୍ତାରେ ଡମଝର୍ ଗ୍ରାମର କପାଚାଷୀ ପଦ୍ମନୀ ପାଇକ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ବ୍ଲକ ଡମଝର୍‌ ଗ୍ରାମର ପଦ୍ମିନୀ ପାଇକ । ସେ ଅତି ଗରିବ ନୀରିହ ଶ୍ରେଣୀର ଜୀବନ ଅତିବାହିତ କରନ୍ତି । ତାଙ୍କ ନିଜ ନାମରେ ଜମି ବୋଲି କିଛି ନାହିଁ । ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଘରେ କୁଲି ମଜୁରୀ କରି ପରିବାର ଚଳାଇ ଆସୁଥିଲେ
Read More...

ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ଅନୁମୋଦନ

୭୯,୧୫୬ କୋଟି ଟଙ୍କାର ବଜେଟ୍‌ରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ୬୩,୦୦୦ରୁ ଅଧିକ ଆଦିବାସୀ ବହୁଳ ଗାଁ ଓ ଆଦିବାସୀ ଗାଁକୁ ପୂର୍ଣ୍ଣ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ
Read More...

ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା : ୨ ଗିରଫ, କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ରାତିରେ ସର୍ଗିଗୁଡା ନିବାସୀ ବିରଞ୍ଚି ସାହୁଙ୍କ ହଠାତ୍ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କ ପରିବାରବର୍ଗ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ବିରଞ୍ଚି ସାହୁଙ୍କୁ
Read More...

ବେଦାନ୍ତ ପ୍ରୋସେସ ୱାଟର ଲେକ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ନ ମିଳିଲେ ବ୍ୟାପକ ଆନ୍ଦୋଳନର ଚେତାବନୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଞ୍ଚଳବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇଛି ବେଦାନ୍ତ କମ୍ପାନୀ । ଆଜି ମଧ୍ୟ ବେଦାନ୍ତ ଦ୍ୱାରା ବିସ୍ଥାପିତ ଲୋକେ ନ୍ୟାୟ ପାଇଁ ଗୁହାରି କରୁଥିବା ବେଳେ, କମ୍ପାନୀ କର୍ତୃପକ୍ଷ ଆଖି ବୁଜି ଦେଇଛନ୍ତି । କମ୍ପାନୀ ସ୍ଥାପିତ ହୋଇ ୨୦ ବର୍ଷ ବିତି
Read More...

ଆନ୍ତର୍ଜାତୀୟ ମନୋଯୋଗ ସହିତ ଶୁଣିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ତୃତୀୟ ଗୁରୁବାର ଦିନ, 'ଆନ୍ତର୍ଜାତୀୟ ମନୋଯୋଗ ସହିତ ଶୁଣିବା ଦିବସ' ପାଳନ ହୁଏ । ଏହି ଦିବସ ପରସ୍ପରକୁ ଶୁଣିବାର ଗୁରୁତ୍ୱକୁ ପ୍ରୋତ୍ସାହିତ କରେ । ଏହା ମଧ୍ୟ ଶୁଣିବାର କଳା ଅଭ୍ୟାସ କରିବାର ଦିନ । ଚଳିତ ବର୍ଷ ସେପ୍ଟେମ୍ବର
Read More...

ଚନ୍ଦ୍ର ଓ ମଙ୍ଗଳ ପରେ ଶୁକ୍ର ଗ୍ରହକୁ ନେଇ ବିଜ୍ଞାନ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

ବୈଜ୍ଞାନିକ ଅନୁସନ୍ଧାନ ଏବଂ ଶୁକ୍ରର ବାୟୁମଣ୍ଡଳ, ଭୂତତ୍ତ୍ୱକୁ ଭଲ ଭାବରେ ବୁଝିବା ଏବଂ ଏହାର ଘନ ବାୟୁମଣ୍ଡଳ ପରୀକ୍ଷା କରି ବହୁ ପରିମାଣର ବୈଜ୍ଞାନିକ ତଥ୍ୟ ସୃଷ୍ଟି କରିବା ପାଇଁ ଶୁକ୍ରକୁ ମିଶନକୁ ଅନୁମୋଦନ କଲା କ୍ୟାବିନେଟ୍‌ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ନୂଆଦିଲ୍ଲୀରେ ଏନ୍‌ପିଏସ୍‌ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ…

ଭୁବନେଶ୍ୱର, ବାଲେଶ୍ୱର ଓ ଢେଙ୍କାନାଳରେ ଏକକାଳୀନ ଆୟୋଜିତ ହେଲା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍‌ ୨୦୨୪-୨୫ର ଘୋଷଣା ମୁତାବକ ଏନ୍‌ପିଏସ୍‌ ବାତ୍ସଲ୍ୟ
Read More...

କବିତା ପୁସ୍ତକ “ମେଞ୍ଚାଏ ପୁଷ୍ପ” ଲୋକାର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚ ଆନୁକୁଲ୍ୟରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ମେଞ୍ଚାଏ ପୁଷ୍ପ” ଉନ୍ମୋଚିତ
Read More...

ପୁନର୍ବାର ଭାରତର ଚନ୍ଦ୍ର ଅଭିଯାନ : ଏଥର ଚନ୍ଦ୍ରରେ ଅବତରଣ କରି ପୃଥିବୀକୁ ଫେରିବ

ଚନ୍ଦ୍ରଯାନ-୧, ୨ ଓ ୩ ସିରିଜ୍‌ରେ ଚନ୍ଦ୍ରଯାନ-୪ ମିଶନକୁ କ୍ୟାବିନେଟ୍ ମଞ୍ଜୁରିସଫଳ ଚନ୍ଦ୍ରଯାନ-୩ ପରେ ଚନ୍ଦ୍ରରୁ ପୃଥିବୀକୁ ଫେରିବା ପାଇଁ ଜ୍ଞାନକୌଶଳ ପ୍ରଦର୍ଶନ କରିବା ଏବଂ ନମୁନା ଆଣିବା ପାଇଁ ଚନ୍ଦ୍ର ଅଭିଯାନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ
Read More...

ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ୍-ଆଶା) ଯୋଜନା ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ ଏବଂ ଉପଭୋକ୍ତାଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ଥିରତା ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ
Read More...